Home ଓଡ଼ିଶା ବସରୁ ଲୁଟ କଲେ ଲୁଟେରା

ବସରୁ ଲୁଟ କଲେ ଲୁଟେରା

303

ବାଲେଶ୍ଵର,୧୩/୧୦,(ଓଡ଼ିଆ ପୁଅ ପି ନାଏକ): ଯାତ୍ରୀବାହୀ ବସରୁ ଲୁଟ କଲେ ଲୁଟେରା । ଏହି ଘଟଣା ବାଲେଶ୍ବର ଜିଲ୍ଲା ନୀଳଗିରି ଥାନା ଅଞ୍ଚଳରେ ଦେଖିବାକୁ ମିଳିଛି । ସୂଚନା ଅନୁସାରେ, ବିଜୟ ନାମକ ଏକ ବସ ଭୁବନେଶ୍ଵରକୁ ଆସୁଥିବା ବେଳେ କିଛି ଦୁର୍ବୃତ୍ତ ଅଟକାଇ ଥିଲେ । ପରେ ବସ ଭିତରେ ପଶି ଭୁଜାଲି ଦେଖାଇ ୧୦ ହଜାର ଟଙ୍କା ଲୁଟି ନେଇଥିଲେ । ଏନେଇ ଥାନାରେ ଅଭିଯୋଗ ପରେ ପୋଲିସ ଏବେ ତଦନ୍ତ ଆରମ୍ଭ କରିଛି ।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.