ad
ଆନ୍ତର୍ଜାତୀୟ

ପାକିସ୍ତାନରେ ବିସ୍ଫୋରଣ

ବାଲୁଚିସ୍ତାନ,୧୬ ।୮,(ଓଡ଼ିଆ ପୁଅ/ପଙ୍କଜିନୀ ନାୟକ): ପାକିସ୍ତାନ ବାଲୁଚିସ୍ତାନ ଅନ୍ତର୍ଗତ କ୍ୱେଟ୍ଟାରେ ଆଜି ଶକ୍ତିଶାଳୀ ବିସ୍ଫୋରଣ ହୋଇଛି । କୁଚଲାକର ଏକ ମସଜିଦରେ ହୋଇଥିବା ଏହି ବିସ୍ଫୋରଣରେ ପ୍ରାୟ ୪ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୫ ଜଣ ଗୁରୁତର ହୋଇଛନ୍ତି ।

ଘଟଣାସ୍ଥଳରେ ପୋଲିସ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିବା ସହ ଘଟଣାର ଛାନଭିନ ଆରମ୍ଭ କରିଛି ।

Loading...
ad
Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

To Top