Home ଆନ୍ତର୍ଜାତୀୟ ପାକିସ୍ତାନରେ ବିସ୍ଫୋରଣ

ପାକିସ୍ତାନରେ ବିସ୍ଫୋରଣ

785

ବାଲୁଚିସ୍ତାନ,୧୬ ।୮,(ଓଡ଼ିଆ ପୁଅ/ପଙ୍କଜିନୀ ନାୟକ): ପାକିସ୍ତାନ ବାଲୁଚିସ୍ତାନ ଅନ୍ତର୍ଗତ କ୍ୱେଟ୍ଟାରେ ଆଜି ଶକ୍ତିଶାଳୀ ବିସ୍ଫୋରଣ ହୋଇଛି । କୁଚଲାକର ଏକ ମସଜିଦରେ ହୋଇଥିବା ଏହି ବିସ୍ଫୋରଣରେ ପ୍ରାୟ ୪ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୫ ଜଣ ଗୁରୁତର ହୋଇଛନ୍ତି ।

ଘଟଣାସ୍ଥଳରେ ପୋଲିସ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିବା ସହ ଘଟଣାର ଛାନଭିନ ଆରମ୍ଭ କରିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.