Home ଓଡ଼ିଶା ପରକୀୟା ପ୍ରୀତିରେ କରୁଣ ପରିଣତି

ପରକୀୟା ପ୍ରୀତିରେ କରୁଣ ପରିଣତି

430

ଜଗତସିଂହପୁର,୦୮/୧୦,(ଓଡ଼ିଆ ପୁଅ ପି ନାଏକ): ପରକୀୟା ପ୍ରୀତିର କରୁଣ ପରିଣତି । କୃଷ୍ଣଚନ୍ଦ୍ର ଚମ୍ପତିରାୟ ନିଜେ ଆତ୍ମହତ୍ୟା କରିଥିବା ସୂଚନା ଦେଇଛନ୍ତି ଜଗତସିଂହପୁର ଏସଡିପିଓ । କୃଷ୍ଣଙ୍କର ମଧୁଙ୍କ ସହ ଫେସବୁକରୁ ପ୍ରେମ ଆରମ୍ଭ ହୋଇଥିଲା ।

ସୂଚନା ଅନୁସାରେ, ଗତ ୬ମାସ ତଳେ କୃଷ୍ଣ ମଧୁଙ୍କ ଘରକୁ ଗାଁର କନକେଶ୍ୱର ମନ୍ଦିରରେ ପୂଜା କରିବା ବାହାନାରେ ଆସିଥିଲା । କୃଷ୍ଣ ମଧୁଙ୍କୁ ଘର ଛାଡି ତାଙ୍କ ସହ ଚାଲିଆସିବାକୁ ବାଧ୍ୟ କରୁଥିଲା । ଆତ୍ମହତ୍ୟା ଦିନ ମଧ୍ୟ ସେ ମଧୁଙ୍କୁ ତାଙ୍କ ବାପ ଘରକୁ ଆସିବାକୁ ବାଧ୍ୟ କରିଥିଲା । ଏହାପରେ ସେ ନିଜେ ହିଁ ଦେହରେ ନିଆଁ ଲଗାଇ ଆତ୍ମହତ୍ୟା କରିଥିବା ପୋଲିସ ସୂଚନା ଦେଇଛି ।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.