Home Top News ନୋବେଲ ଶାନ୍ତି ପୁରସ୍କାର ବିଜେତା ମଲାଲା ୟୁସୁଫଜାଇ କଲେ ବିବାହ

ନୋବେଲ ଶାନ୍ତି ପୁରସ୍କାର ବିଜେତା ମଲାଲା ୟୁସୁଫଜାଇ କଲେ ବିବାହ

45

ନୂଆ ଦିଲ୍ଲୀ ୧୦ -୧୧ (ଓଡ଼ିଆ ପୁଅ) ନୋବେଲ ଶାନ୍ତି ପୁରସ୍କାର ବିଜେତା ମଲାଲା ୟୁସୁଫଜାଇ କଲୋ ବିବାହ କରିଛନ୍ତି। ସୋସିଆଲ ମିଡିଆରେ ସେ ଏହାର ଫଟୋ ପୋଷ୍ଟ କରାଯାଇଛି।

ମଲାଲା ୟୁସୁଫଜାଇ ବର୍ମିଂହାମରେ ଏକ ଛୋଟ ସମାରୋହରେ ବିବାହ କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.