Home Coronavirus Outbreak ଦେଶରେ ବଢ଼ିଲା ଓମିକ୍ରନ୍ ମାମଲା ୪,୮୬୮କୁ ବୃଦ୍ଧି, ଦେଶରେ ଏବଂ ରାଜ୍ୟରେ ପ୍ରବଳ ବଢ଼ିଲା ସଂକ୍ରମଣ...

ଦେଶରେ ବଢ଼ିଲା ଓମିକ୍ରନ୍ ମାମଲା ୪,୮୬୮କୁ ବୃଦ୍ଧି, ଦେଶରେ ଏବଂ ରାଜ୍ୟରେ ପ୍ରବଳ ବଢ଼ିଲା ସଂକ୍ରମଣ : ଦେଶରେ ୧,୯୪,୭୨୦ ଏବଂ ରାଜ୍ୟରେ ୮,୭୭୮ ନୂଆ ଆକ୍ରାନ୍ତ

74

ନୂଆ ଦିଲ୍ଲୀ ୧୨ -୧ (ଓଡ଼ିଆ ପୁଅ) ଦେଶରେ ଓମିକ୍ରନ୍ ମାମଲା ୪,୮୬୮ କୁ ବୃଦ୍ଧି ପାଇଛି। କିନ୍ତୁ ଭଲ ଖବର ଏହାଯେ, ଏପର୍ଯ୍ୟନ୍ତ ୧,୮୦୫ ଜଣ ଲୋକ ସୁସ୍ଥ ହୋଇଛନ୍ତି।

ଏ ନେଇ ସ୍ୱାସ୍ଥ୍ୟ ମନ୍ତ୍ରାଣାଳୟ ଏହି ସୂଚନା ଦେଇଛି।

ମହାରାଷ୍ଟ୍ର ରେ ସର୍ବାଧିକ ୧୨୮୧ ରେ ଓମିକ୍ରନ ସଂକ୍ରମିତ ହୋଇଥିବା ବେଳେ ୪୯୯ ଜଣ ସୁସ୍ଥ ହୋଇଛନ୍ତି।

ରାଜସ୍ଥାନ ରେ ୬୪୫ ରେ ଓମିକ୍ରନ ସଂକ୍ରମିତ ହୋଇଥିବା ବେଳେ ୪୦୨ ଜଣ ସୁସ୍ଥ ହୋଇଛନ୍ତି।

ଦିଲ୍ଲୀ ରେ ୫୪୬ ରେ ଓମିକ୍ରନ ସଂକ୍ରମିତ ହୋଇଥିବା ବେଳେ ୫୭ ଜଣ ସୁସ୍ଥ ହୋଇଛନ୍ତି।

ଓଡ଼ିଶା ରେ ୧୦୨ ରେ ଓମିକ୍ରନ ସଂକ୍ରମିତ ହୋଇଥିବା ବେଳେ ୮ ଜଣ ସୁସ୍ଥ ହୋଇଛନ୍ତି।

ମୋଟ ରେ ୪୮୬୮ ରେ ଓମିକ୍ରନ ସଂକ୍ରମିତ ହୋଇଥିବା ବେଳେ ୧୮୦୫ ଜଣ ସୁସ୍ଥ ହୋଇଛନ୍ତି।

ଜାଣନ୍ତୁ କେଉଁ ରାଜ୍ୟରୁ କେତେ ?

କ୍ର.ସଂଖ୍ୟା ରାଜ୍ୟ ଓମିକ୍ରନ ସଂକ୍ରମଣ ଆରୋଗ୍ୟ
ମହାରାଷ୍ଟ୍ର ୧୨୮୧ ୪୯୯
ରାଜସ୍ଥାନ ୬୪୫ ୪୦୨
ଦିଲ୍ଲୀ ୫୪୬ ୫୭
କର୍ଣ୍ଣାଟକ ୪୭୯ ୨୬
କେରଳ ୩୫୦ ୧୪୦
ପଶ୍ଚିମବଙ୍ଗ ୨୯୪ ୧୦
ଉତ୍ତରପ୍ରଦେଶ ୨୭୫
ଗୁଜୁରାଟ ୨୩୬ ୧୮୬
ତାମିଲନାଡୁ ୧୮୫ ୧୮୫
୧୦ ହରିୟାଣା ୧୬୨ ୧୪୬
୧୧ ତେଲେଙ୍ଗାନା ୧୨୩ ୪୭
୧୨ ଓଡ଼ିଶା ୧୦୨
୧୩ ଆନ୍ଧ୍ରପ୍ରଦେଶ ୫୪
୧୪ ବିହାର ୨୭
୧୫ ପଞ୍ଜାବ ୨୭ ୧୬
୧୬ ଗୋଆ ୨୧ ୧୯
୧୭ ଜାମ୍ମୁ କାଶ୍ମୀର ୧୩
୧୮ ମଧ୍ୟପ୍ରଦେଶ ୧୦ ୧୦
୧୯ ଆସାମ
୨୦ ଉତ୍ତରାଖଣ୍ଡ
୨୧ ଛତିଶଗଡ
୨୨ ମେଘାଳୟ
୨୩ ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜ
୨୪ ଚଣ୍ଡିଗଡ଼
୨୫ ପୁଡୁଚେରୀ
୨୬ ହିମାଚଳ ପ୍ରଦେଶ
୨୭ ଲଦାଖ
୨୮ ମଣିପୁର
୨୯ ମୋଟ ୪୮୬୮ ୧୮୦୫

ଅନ୍ୟପକ୍ଷରେ, ଦେଶରେ ପୁଣି ବଢ଼ିଲା କରୋନା ସଂକ୍ରମଣ : ଗତ ୨୪ ଘଣ୍ଟା ମଧ୍ୟରେ ୧,୯୪,୭୨୦ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଭାରତର ଆକ୍ଟିଭ୍ କେସ୍ ବର୍ତ୍ତମାନ ୯,୫୫,୩୧୯ କୁ ବୃଦ୍ଧି ପାଇଛି।

ସକ୍ରିୟ ମାମଲାଗୁଡ଼ିକ ମୋଟ ମାମଲାର ୨.୬୫% ଅଟେ।

ସମଗ୍ର ଦେଶରେ ସମୁଦାୟ ୩,୪୬,୩୦,୫୩୬ ଆରୋଗ୍ୟ ହୋଇଛନ୍ତି।

ଗତ ୨୪ ଘଣ୍ଟା ମଧ୍ୟରେ ୬୦,୪୦୫ ରୋଗୀ ସୁସ୍ଥ ହୋଇଛନ୍ତି।

ଆରୋଗ୍ୟ ହାର ୯୬.୦୧% କୁ ହ୍ରାସ ପାଇଛି।

ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩,୬୦,୭୦,୨୩୩ କୁ ବୃଦ୍ଧି ପାଇଛି।

ମୋଟ ସକ୍ରୀୟ ଆକ୍ରାନ୍ତଙ୍କ ସଂଖ୍ୟାରେ ବୃଦ୍ଧି ହୋଇଛି ୧୩୩୮୭୩ ଜଣ।

ଗତ ୨୪ ଘଣ୍ଟାରେ ମୃତ୍ୟୁ ସଂଖ୍ୟା ୪୪୨ ହୋଇଥିବା ବେଳେ ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୪,୮୪,୩୭୮ କୁ ବୃଦ୍ଧି ପାଇଛି।

ସକ୍ରୀୟ ଆକ୍ରାନ୍ତ ୨.୬୫%

ଆରୋଗ୍ୟ ହୋଇଛନ୍ତି ୯୬.୦୧%

ଏବଂ ମୃତ୍ୟୁ ସଂଖ୍ୟା ୧.୩୮%

ଟିକାକରଣ

ଦେଶରେ ମୋଟ ଟିକାକରଣ ୧, ୫୩, ୮୦, ୦୮, ୨୦୦ ହୋଇଥିବା ବେଳେ ଗତ କାଲି ଟିକାକରଣ ହୋଇଛି ୮୫, ୨୬, ୨୪୦

ପରୀକ୍ଷଣ

ଦେଶରେ ମୋଟ ପରୀକ୍ଷଣ ୬୯, ୫୨, ୭୪, ୩୮୦ ହୋଇଥିବା ବେଳେ ଗତ କାଲି ପରୀକ୍ଷଣ ହୋଇଛି ୧୭, ୬୧, ୯୦୦

ରାଜ୍ୟୱାରୀ ସମସ୍ତ ତଥ୍ୟ

କ୍ରମିକ ସଂଖ୍ୟା ରାଜ୍ୟ ସକ୍ରୀୟ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ଗତକାଲି ସୁସ୍ଥ ହୋଇଛନ୍ତି ମୋଟ ମୃତ୍ୟୁ ସଂଖ୍ୟା ଦିନକରେ ମୃତ୍ୟୁ ସଂଖ୍ୟା
ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜ ୪୧୨ ୭୭୪୮ ୨୪ ୧୨୯
ଆନ୍ଧ୍ରପ୍ରଦେଶ ୭୧୯୫ ୨୦୬୨୯୭୪ ୨୪୨ ୧୪୫୦୫
ଅରୁଣାଚଳ ପ୍ରଦେଶ ୫୩୫ ୫୫୦୬୧ ୨୮୨
ଆସାମ ୧୦୬୦୦ ୬୧୪୯୯୧ ୪୪୯ ୬୧୮୫
ବିହାର ୨୫୦୫୨ ୭୧୮୮୮୨ ୧୭୯୦ ୧୨୧୧୧
ଚଣ୍ଡିଗଡ଼ ୩୯୨୪ ୬୫୧୮୨ ୧୨୮ ୧୦୮୩
ଛତିଶଗଡ ୨୩୮୮୬ ୯୯୫୦୭୫ ୪୮୩ ୧୩୬୨୩
ଦାଦ୍ରା ଏବଂ ନାଗର ହାଭେଲି ଏବଂ ଦାମନ ଏବଂ ଡିୟୁ ୧୧୭ ୧୦୭୦୫
ଦିଲ୍ଲୀ ୭୪୮୮୧ ୧୪୯୦୦୭୪ ୧୨୧୬୧ ୨୫୨୦୦ ୨୩
୧୦ ଗୋଆ ୧୨୦୧୯ ୧୭୭୮୪୨୧ ୨E+୦୬ ୩୫୩୭
୧୧ ଗୁଜୁରାଟ ୩୭୨୩୮ ୮୨୮୪୦୬ ୨୭୦୪ ୧୦୧୩୩
୧୨ ହରିୟାଣା ୨୬୮୩୬ ୭୬୮୭୧୭ ୧୪୦୭ ୧୦୦୮୦
୧୩ ହିମାଚଳ ପ୍ରଦେଶ ୫୪୭୬ ୨୨୫୪୭୫ ୨୬୦ ୩୮୮୪
୧୪ ଜାମ୍ମୁ କାଶ୍ମୀର ୪୮୧୦ ୩୩୭୧୫୦ ୩୬୦ ୪୫୪୬
୧୫ ଝାଡଖଣ୍ଡ ୨୯୦୪୨ ୩୫୨୫୫୫ ୧୬୯୨ ୫୧୭୬
୧୬ କର୍ଣ୍ଣାଟକ ୭୩୨୮୯ ୨୯୬୬୪୬୧ ୧୩୫୬ ୩୮୩୭୯
୧୭ କେରଳ ୪୫୧୪୨ ୫୨୦୫୨୧୦ ୨୦୬୪ ୪୯୭୭୬ ୨୯୬
୧୮ ଲଦାଖ ୪୦୬ ୨୨୦୯୯ ୩୨ ୨୨୨
୧୯ ଲକ୍ଷଦୀପ ୧୦୩୬୮ ୫୧
୨୦ ମଧ୍ୟପ୍ରଦେଶ ୧୧୨୬୫ ୭୮୪୯୯୯ ୪୯୩ ୧୦୫୩୯
୨୧ ମହାରାଷ୍ଟ୍ର ୨୨୫୧୯୯ ୬୬୨୧୦୭୦ ୧୮୯୬୭ ୧୪୧୬୬୯ ୨୨
୨୨ ମଣିପୁର ୫୩୯ ୧୨୩୭୯୩ ୧୪ ୨୦୧୨
୨୩ ମେଘାଳୟ ୫୭୮ ୮୩୩୯୬ ୨୭ ୧୪୮୯
୨୪ ମିଜୋରାମ ୬୬୩୯ ୧୪୧୨୩୫ ୧୪୯ ୫୬୪
୨୫ ନାଗାଲାଣ୍ଡ ୧୧୨ ୩୧୫୧୬ ୨୧ ୭୦୩
୨୬ ଓଡ଼ିଶା ୨୬୫୧୭ ୧୦୪୭୭୮୩ ୭୫୨ ୮୪୬୯
୨୭ ପୁଡୁଚେରୀ ୨୩୫୫ ୧୨୭୬୨୯ ୨୨ ୧୮୮୨
୨୮ ପଞ୍ଜାବ ୨୩୨୩୫ ୫୮୯୯୭୨ ୬୮୭ ୧୬୬୯୨
୨୯ ରାଜସ୍ଥାନ ୩୦୫୯୭ ୯୪୯୦୬୩ ୮୫୩ ୮୯୭୮
୩୦ ସିକ୍କିମ୍ ୪୯୪ ୩୨୧୨୫ ୧୮ ୪୧୦
୩୧ ତାମିଲନାଡୁ ୭୫୦୮୩ ୨୭୧୭୬୮୬ ୩୦୪୩ ୩୬୮୮୬ ୨୦
୩୨ ତେଲେଙ୍ଗାନା ୧୬୪୯୬ ୬୭୭୨୩୪ ୪୧୭ ୪୦୪୫
୩୩ ତ୍ରିପୁରା ୨୦୪୧ ୮୪୪୨୬ ୭୪ ୮୩୧
୩୪ ଉତ୍ତରାଖଣ୍ଡ ୬୬୦୩ ୩୪୦୨୭୧ ୫୩୨ ୭୪୩୦
୩୫ ଉତ୍ତରପ୍ରଦେଶ ୪୪୪୬୬ ୧୬୮୯୫୨୬ ୫୪୩ ୨୨୯୩୭
୩୬ ପଶ୍ଚିମବଙ୍ଗ ୧୦୨୨୩୬ ୧୬୭୩୨୫୮ ୮୦୩୭ ୧୯୯୩୬ ୧୯
ମୋଟ ୯୫୫୩୧୯ ୩୪୬୩୦୫୩୬ ୬୦୪୦୫ ୪୮୪୩୭୮ ୪୪୨

ଅନ୍ୟପଟେ, ରାଜ୍ୟରେ ଆଜି ୮,୭୭୮ ନୂଆ ଆକ୍ରାନ୍ତ ଚିହ‌୍ନଟ ହୋଇଛନ୍ତି।
ନୂଆ ଆକ୍ରାନ୍ତ: ୮୭୭୮
୦-୧୮ ବର୍ଷର : ୭୯୨
– କ୍ୱାରେଣ୍ଟାଇନ୍ ସେଣ୍ଟରରୁ: ୫୦୯୬
– ସ୍ଥାନୀୟ ଅଞ୍ଚଳରୁ୩୬୮୨
୧- ଅନୁଗୁଳ ଜିଲ୍ଲାରୁ – ୧୦୭
୨- ବାଲେଶ୍ୱର ଜିଲ୍ଲାରୁ – ୨୩୧
୩- ବରଗଡ଼ ଜିଲ୍ଲାରୁ – ୧୩୬
୪- ଭଦ୍ରକ ଜିଲ୍ଲାରୁ – ୧୦୩
୫- ବଲାଙ୍ଗୀର ଜିଲ୍ଲାରୁ – ୨୧୬
୬- ବୌଦ୍ଦ ଜିଲ୍ଲାରୁ – ୧୨
୭- କଟକ ଜିଲ୍ଲାରୁ – ୭୬୬
୮- ଦେବଗଡ଼ ଜିଲ୍ଲାରୁ – ୨୫
୯- ଢେଙ୍କାନାଳ ଜିଲ୍ଲାରୁ – ୭୮
୧୦- ଗଜପତି ଜିଲ୍ଲାରୁ – ୭୨
୧୧- ଗଞ୍ଜାମ ଜିଲ୍ଲାରୁ – ୧୦୬
୧୨- ଜଗତସିଂହପୁର ଜିଲ୍ଲାରୁ – ୧୧୪
୧୩- ଯାଜପୁର ଜିଲ୍ଲାରୁ – ୧୯୧
୧୪- ଝାରସୁଗୁଡ଼ା ଜିଲ୍ଲାରୁ – ୨୦୩
୧୫- କଳାହାଣ୍ଡି ଜିଲ୍ଲାରୁ – ୮୬
୧୬- କନ୍ଧମାଳ ଜିଲ୍ଲାରୁ – ୨୦
୧୭- କେନ୍ଦ୍ରାପଡ଼ା ଜିଲ୍ଲାରୁ – : ୪୬
୧୮- କେନ୍ଦୁଝର ଜିଲ୍ଲାରୁ – ୯୫
୧୯- ଖୋର୍ଦ୍ଧାରୁ: ୨୬୧୫
୨୦- କୋରାପୁଟ ଜିଲ୍ଲାରୁ – ୧୬୧
୨୧- ମାଲକାନଗିରି : ୧୨
୨୨- ମୟୁରଭଞ୍ଜ ଜିଲ୍ଲାରୁ – ୩୩୮
୨୩- ନବରଙ୍ଗପୁର ଜିଲ୍ଲାରେ: ୧୧୨
୨୪- ନୟାଗଡ଼ ଜିଲ୍ଲାରୁ – ୭୫
୨୫- ନୂଆପଡ଼ା ଜିଲ୍ଲାରୁ – ୬୭
୨୬- ପୁରୀ ଜିଲ୍ଲାରୁ – ୨୧୬
୨୭- ରାୟଗଡ଼ା ଜିଲ୍ଲାରୁ – ୬୫
୨୮- ସମ୍ବଲପୁର ଜିଲ୍ଲାରୁ – ୫୯୬
୨୯- ସୋନପୁର ଜିଲ୍ଲାରୁ – ୮୭
୩୦- ସୁନ୍ଦରଗଡ଼ ଜିଲ୍ଲାରୁ – ୧୨୫୨
୩୧- State Pool: ୫୭୫
– ନୂଆ ସୁସ୍ଥ ହୋଇଥିଲେ୭୫୨
– ମୋଟ କୋଭିଡ୍ – ୧୯ ଟେଷ୍ଟ ହୋଇଛି୨୬୩୨୨୬୦୨
– ମୋଟ ଆକ୍ରାନ୍ତ ୧୦୯୧୫୪୭
– ମୋଟ ସୁସ୍ଛ ହୋଲେଣି ୧୦୪୭୭୮୩
– ସକ୍ରୀୟ ଆକ୍ରାନ୍ତ – ୩୫୨୪୨

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.