Home ଓଡ଼ିଶା ତାଜା ଖବର: ମେ ୧୯ ରେ ହେବ ପାଟକୁରାରେ ନିର୍ବାଚନ

ତାଜା ଖବର: ମେ ୧୯ ରେ ହେବ ପାଟକୁରାରେ ନିର୍ବାଚନ

75

ଭୁବନେଶ୍ୱର ୨୪-୪ (ଓଡ଼ିଆ ପୁଅ) ମେ’ ୧୯ରେ ପାଟକୁରାରେ ହେବ ନିର୍ବାଚନ। ଏଥିପାଇଁ ନିର୍ବାଚନ କମିଶନ ତରଫରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ପ୍ରାର୍ଥୀପତ୍ର ଦାଖଲର ଶେଷ ତାରିଖ ମେ ୧।
ସୂଚନାଯୋଗ୍ୟଯେ, ବିଜେଡି ପ୍ରାର୍ଥୀ ବେଦପ୍ରକାଶ ଅଗ୍ରୱାଲଙ୍କ ମୃତ୍ୟୁ ଯୋଗୁ ସ୍ଥଗିତ ରହିଥିଲା ନିର୍ବାଚନ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.