ad
ଅପରାଧ

ଜୟ ଶ୍ରୀ ରାମ ନ କହିବାରୁ ଦେହରେ ଲଗାଇଲେ ନିଆଁ

ଲକ୍ଷ୍ନୌ,୨୯/୭,(ଓଡ଼ିଆ ପୁଅ/ ପଙ୍କଜିନୀ ନାୟକ): ଜୟ ଶ୍ରୀରାମ ନ କହିବାରୁ ଦେହରେ ଗାଁ ଗଲା ନିଆଁ । ଏଭଳି ଘଟଣା ଦେଖିବାକୁ ମିଳିଛି ଉତ୍ତର ପ୍ରଦେଶର ଚନ୍ଦାଉଲି ଜିଲ୍ଲାରେ । ଏପରି ୧୫ ବର୍ଷ ର  ଜଣେ  ମୁସଲମାନ ବାଳକ ଦେହରେ ନିଆଁ ଲଗାଇ ଦିଆଯାଇଛି ବୋଲି ଅଭିଯୋଗ ହୋଇଛି। ଏବେ ପିଲାଟିକୁ କାଶୀର କବୀର ଚୌରା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ତା ଶରୀରର ୬୦% ପୋଡ଼ି ଯାଇଥିବାରୁ ସେ ସଂକଟାପନ୍ନ ଅବସ୍ଥାରେ ଥିବା ସୂଚନା ରହିଛି।
ତେବେ ଜୟ ଶ୍ରୀରାମ ନ କହିବାରୁ ତାକୁ ପୋଡ଼ି ଦିଆଯାଇଥିବା  ସେ ବୟାନ ଦେଇଛି। କିନ୍ତୁ ତା’ର ବୟାନରେ ତାଳମେଳ ରହୁନଥିବା ପୁଲିସ କହିଛି ।
Loading...
ad
Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

To Top