Home ଅପରାଧ ଚୋରା ମଦ ବେପାରୀ ଗିରଫ:୫.୬ଲିଟର ମଦ ଜବତ

ଚୋରା ମଦ ବେପାରୀ ଗିରଫ:୫.୬ଲିଟର ମଦ ଜବତ

100

ଭୁବନେଶ୍ୱର;୨୦,ଅକ୍ଟୋବର:ମାଲକାନଗିରି ଜିଲ୍ଲା ଅନ୍ତର୍ଗତ ଚିତ୍ରକୋଣ୍ଡା ପୁଲିସ ଜଣେ ଜଣେ ଚୋରା ମଦ ବେପାରକୁ ଗିରଫ କରିବା ସହ ତା’ଠାରୁ ୫.୬ଲିଟର ଚୋରା ବିଦେଶୀ ମଦ ଜବତ କରିଛି।ଗିରଫ ଅଭିଯୁକ୍ତର ନାମ ବାସୁ ଖିଲା।ମଦ ନେଇ ଯାଉଥିବା ବେଳେ ପଞ୍ଜାବୀ ଛକ ନିକଟରୁ ପୁଲିସ ତାକୁ ମଦ ସହ ଗିରଫ କରିଛି।/ଦେବଦତ୍ତ

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.