ad
ଓଡ଼ିଶା

କାଲି ଯୋଗ ଦେବେ ଆର୍ ପି ଶର୍ମା

ଭୁବନେଶ୍ଵର,୦୭/୦୮,(ଓଡ଼ିଆ ପୁଅ/ପଙ୍କଜିନୀ ନାୟକ): ଆସନ୍ତାକାଲି ଲୋକାୟୁକ୍ତ ସଦସ୍ୟ ଭାବେ କାର୍ଯ୍ୟ ରେ ଯୋଗଦେବେ ଡିଜିପି ଆର୍ ପି ଶର୍ମା । ଅନ୍ୟପଟେ ଆଜି ଶ୍ରୀ ଶର୍ମାଙ୍କ ସ୍ବେଚ୍ଛାକୃତ ଅବସରକୁ ମଞ୍ଜୁରୀ ମିଳିପାରେ ବୋଲି ସୂଚନା ମିଳିଛି ।

ବର୍ତ୍ତମାନ ସେ ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ ଅଛନ୍ତି । ଏହାସହ ଭାରପ୍ରାପ୍ତ ଡିଜିପି ନିଯୁକ୍ତି ନେଇ ଆଜି ବିଜ୍ଞପ୍ତି ପ୍ରକାଶ ପାଇପାରେ ବୋଲି ଆଶା କରାଯାଉଛି ।

Loading...
ad
Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

To Top