Home ଓଡ଼ିଶା କଳାହାଣ୍ଡିରେ ଉପୁଜିଲା ବନ୍ୟା ପରିସ୍ଥିତି

କଳାହାଣ୍ଡିରେ ଉପୁଜିଲା ବନ୍ୟା ପରିସ୍ଥିତି

245

କଳାହାଣ୍ଡି  ୭/୯,(ଓଡ଼ିଆ ପୁଅ ପି ନାଏକ): ଲଗାଣ ବର୍ଷା ଯୋଗୁଁ କଳାହାଣ୍ଡି ଜିଲ୍ଲାରେ ବନ୍ୟା ପରିସ୍ଥିତି ଦେଖାଯାଇଛି। ହାତୀ ନଦୀରେ ବନ୍ୟାଜଳ ପ୍ରବାହିତ ହେଉଥିବା ବେଳେ ପାଣି ଘେରରେ  ଜୁନାଗଡ ବ୍ଲକର ୧୦ଟି ପଞ୍ଚାୟତର ଚାଷ ଜମି । ଆଟିଗାଁ, ତଲମଲା, ଚିଙ୍ଗଡିସର, ଭଆଁରୀଗୁଡା, ଚିଚୌଗୁଡା,ବଲଦିଆମାଲ ପରି ୧୦ଟି ନଦୀକୂଳିଆ ପଚାଂୟତ ର ଚାଷୀ ଜମିରେ ବନ୍ୟା ପାଣି ପ୍ରବାହିତ ହେଉଛି । ସେହିପରି ଜୁନାଗଡ- ଚିଚୌଗୁଡା ପିଡବ୍ଲୁଡି ରାସ୍ତା ଉପରେ ବନ୍ୟା ପାଣି ପ୍ରବାହ ଯୋଗୁଁ ଯାତାୟତ ବାଧାପ୍ରାପ୍ତ ହୋଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.