ad
ଓଡ଼ିଶା

ଏ କିଭଳି ଚିକିତ୍ସା !

କେନ୍ଦୁଝର,୧୦/୮,(ଓଡ଼ିଆ ପୁଅ /ପଙ୍କଜିନୀ ନାୟକ):ବିଜ୍ଞାନ ଯୁଗରେ ଅନ୍ଧବିଶ୍ୱାସର ଛାପ । କାନରେ ପାଣି ପଶିଯିବାରୁ ବୃଦ୍ଧାଙ୍କୁ ଚେଙ୍କ ଚିକିତ୍ସା । କେନ୍ଦୁଝର ଜିଲ୍ଲା ନୟାକୋଟ ଥାନା ଶଙ୍କାରୀ ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା । ଗାଁର ଜଣେ ୭୦ ବର୍ଷିୟା ବୃଦ୍ଧା ଗାଧୋଇବାକୁ ଯାଇଥିବାବେଳେ କାନରେ ପାଣି ପଶି ଯନ୍ତ୍ରଣା ହୋଇଥିଲା।

ଡାକ୍ତରଖାନା ଯିବା ବଦଳରେ କାନ ଚାରିପଟେ ଚେଙ୍କ ଦେଇଥିଲେ । ପରେ କାନର ଯନ୍ତ୍ରଣା ଦୁଇଗୁଣା ହୋଇଯାଇଥିଲା । ପରେ ତାଙ୍କୁ ମେଡିକାଲରେ ଭର୍ତ୍ତି କରଯାଇଛି ।

Loading...
ad
Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

To Top