Home ଓଡ଼ିଶା ଏ କିଭଳି ଚିକିତ୍ସା !

ଏ କିଭଳି ଚିକିତ୍ସା !

227

କେନ୍ଦୁଝର,୧୦/୮,(ଓଡ଼ିଆ ପୁଅ /ପଙ୍କଜିନୀ ନାୟକ):ବିଜ୍ଞାନ ଯୁଗରେ ଅନ୍ଧବିଶ୍ୱାସର ଛାପ । କାନରେ ପାଣି ପଶିଯିବାରୁ ବୃଦ୍ଧାଙ୍କୁ ଚେଙ୍କ ଚିକିତ୍ସା । କେନ୍ଦୁଝର ଜିଲ୍ଲା ନୟାକୋଟ ଥାନା ଶଙ୍କାରୀ ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା । ଗାଁର ଜଣେ ୭୦ ବର୍ଷିୟା ବୃଦ୍ଧା ଗାଧୋଇବାକୁ ଯାଇଥିବାବେଳେ କାନରେ ପାଣି ପଶି ଯନ୍ତ୍ରଣା ହୋଇଥିଲା।

ଡାକ୍ତରଖାନା ଯିବା ବଦଳରେ କାନ ଚାରିପଟେ ଚେଙ୍କ ଦେଇଥିଲେ । ପରେ କାନର ଯନ୍ତ୍ରଣା ଦୁଇଗୁଣା ହୋଇଯାଇଥିଲା । ପରେ ତାଙ୍କୁ ମେଡିକାଲରେ ଭର୍ତ୍ତି କରଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.