Home ଆନ୍ତର୍ଜାତୀୟ ଏହି ଗାଁ ରେ କେବଳ ଜନ୍ମ ନିଅନ୍ତି ଝିଅ !

ଏହି ଗାଁ ରେ କେବଳ ଜନ୍ମ ନିଅନ୍ତି ଝିଅ !

581

ନୂଆଦିଲ୍ଲୀ,୦୩/୦୮,(ଓଡ଼ିଆ ପୁଅ/ ପଙ୍କଜିନୀ ନାୟକ):କଣ ଆପଣ କେବେ ଏପରି ଗାଁ ବିଷୟରେ ଶୁଣିଛନ୍ତି ଯେଉଁଠି କେବଳ ଝିଅ ଜନ୍ମ ନିଅନ୍ତି ? ଆଜ୍ଞା ହଁ, ପୋଲାଣ୍ଡ ଏବଂ ଚେକ ରିପବ୍ଲିକ ସୀମା ଉପରେ ଅଛି ଏକ ଏଭଳି ଗାଁ, ଯେଉଁଠି କେବଳ ଝିଅମାନେ ହିଁ ଜନ୍ମ ନିଅନ୍ତି । ଏହି ଗ୍ରାମରେ ଗତ ୯ ବର୍ଷ ମଧ୍ୟରେ ଗୋଟିଏ ବି ପୁଅ ଜନ୍ମ ହୋଇନାହାନ୍ତି ।

ଏହି ଗ୍ରାମର ନାମ ହେଉଛି ମିଜେସ୍କେ ଓଡ୍ରଜେନ୍ସକି । ଶେଷଥର ପାଇଁ ଏଠାରେ ୧୨ ବର୍ଷ ତଳେ ୨୦୧୦ ମସିହାରେ ଏକ ପୁଅ ଜନ୍ମ ହୋଇଥିଲା କିନ୍ତୁ ଏହାପରେ ସେହି ପୁଅ ସହିତ ତା’ର ପରିବାର ଏହି ଗାଁ ଛାଡି ଚାଲିଯାଇଥିଲେ । ଏହି ଗ୍ରାମରେ ପ୍ରାୟ ୩୦୦ ଲୋକ ରୁହନ୍ତି ଯେଉଁଠାରେ ଝିଅ ଏବଂ ମହିଳା ମାନଙ୍କ ସଂଖ୍ୟା ଅଧିକ ଏବଂ ପୁଅ ମାନଙ୍କ ସଂଖ୍ୟା ବହୁତ କମ । ଏହି ଗ୍ରାମରେ ଥିବା ସବୁଠାରୁ ଛୋଟ ପୁଅର ବୟସ ୧୨ ବର୍ଷ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.