Home ଓଡ଼ିଶା ଏବେ ଝାରସୁଗୁଡ଼ା ବିମାନ ବନ୍ଦରରେ କୌଣସି ପାଗରେ ବିମାନ ଅବତରଣ କରିପାରିବ

ଏବେ ଝାରସୁଗୁଡ଼ା ବିମାନ ବନ୍ଦରରେ କୌଣସି ପାଗରେ ବିମାନ ଅବତରଣ କରିପାରିବ

398

ସମ୍ବଲପୁର,୨୧/୦୯,(ଓଡ଼ିଆ ପୁଅ ପି ନାଏକ): ଆସନ୍ତା ଡିସେମ୍ବର ମାସ ସୁଦ୍ଧା ଝାରସୁଗୁଡା ଝାରସୁଗୁଡ଼ା ବିମାନ ବନ୍ଦରରେ ଲାଗିବ ଆଇଲସ ବା ଇନଷ୍ଟ୍ରୁମେଣ୍ଟ ଲେଣ୍ଡିଂ ସିଷ୍ଟମ । ଏହି ସିଷ୍ଟମ ଲାଗିଲେ କୌଣସି ପାଗରେ ବି ବିମାନ ଅବତରଣ କରିପାରିବ । ଏନେଇ ଝାରସୁଗୁଡା ବିମାନ ବନ୍ଦରର ନିର୍ଦେଶକ ଏସ କେ ଚୌହାନ ସୂଚନା ଦେଇଛନ୍ତି ।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.