Home ଓଡ଼ିଶା କୋଇଲା ମନ୍ତ୍ରଣାଳୟର ସଚିବ ଭାବେ ଅନିଲ କୁମାର ଜୈନଙ୍କୁ ନିଯୁକ୍ତି

କୋଇଲା ମନ୍ତ୍ରଣାଳୟର ସଚିବ ଭାବେ ଅନିଲ କୁମାର ଜୈନଙ୍କୁ ନିଯୁକ୍ତି

153

ନୂଆ ଦିଲ୍ଲୀ ୨୧-୯ (ଓଡ଼ିଆ ପୁଅ) ନିଯୁକ୍ତି ସଂକ୍ରାନ୍ତ କ୍ୟାବିନେଟ କମିଟି ୧୯୮୬ ବ୍ୟାଚର ଆଇଏଏସ ଶ୍ରୀ ଅନୀଲ କୁମାର ଜୈନଙ୍କୁ କୋଇଲା ମନ୍ତ୍ରଣାଳୟର ନୂତନ ସଚିବ ଭାବେ ନିଯୁକ୍ତି ପ୍ରସ୍ତାବକୁ ମଞ୍ଜୁର କରିଛନ୍ତି। ଶ୍ରୀ ଜୈନ ବର୍ତମାନ ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟର ସ୍ୱତନ୍ତ୍ର ସଚିବ ଅଛନ୍ତି। ୧୯୮୫ ବ୍ୟାଚର ଆଇଏଏସ ସୁମନ୍ତ ଚୌଧୁରୀଙ୍କ ସ୍ଥାନରେ ସେ କୋଇଲା ମନ୍ତ୍ରଣାଳୟର ସଚିବ ଭାବେ ଦାୟିତ୍ୱ ଗ୍ରହଣ କରିବେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.