Home ଓଡ଼ିଶା ଏବେ ଗୁଗୁଲରେ ଓଡ଼ିଆ ଭାଷା

ଏବେ ଗୁଗୁଲରେ ଓଡ଼ିଆ ଭାଷା

985

ଭୁବନେଶ୍ୱର : ଆଜିକା ସମୟରେ ଇଣ୍ଟରନେଟ୍‌ ବ୍ୟବହାରକାରୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଏହାକୁ ଦୃଷ୍ଟିରେ ରଖି ଅଧିକରୁ ଅଧିକ ସହଜ ଏବଂ ସରଳ ହେବାରେ ଲାଗିଛି ଗୁଗୁଲ୍‌ ପ୍ଲାଟଫର୍ମ । ତେବେ ବିଭିନ୍ନ ଆପ୍ଲିକେସନ୍‌ ସବୁ ଆଞ୍ଚଳିକ ଭାଷାକୁ ଗୁରୁତ୍ୱ ଦେବାକୁ ଆରମ୍ଭ କରିବା ପ୍ରୟାସରେ ଏବେ ଗୁଗଲ୍‌ ମଧ୍ୟ ଯୋଡ଼ିହୋଇଛି । ଓଡ଼ିଆ ଭାଷାଭାଷୀଙ୍କ ପାଇଁ ଆଜି ସେହିଭଳି ଏକ ବଡ଼ ଘୋଷଣା କରିଛି ଗୁଗଲ୍‌ । ଏବେ ଗୁଗଲ୍‌ର ଲୋକପ୍ରିୟ ନ୍ୟୁଜ୍‌ ଫିଡ୍‌ ଆପ୍ଲିକେସନ୍‌ ‘ଗୁଗଲ୍‌ ଡିସ୍କଭର୍‌’ରେ ଶାସ୍ତ୍ରୀୟ ଭାଷା ଓଡ଼ିଆ ମଧ୍ୟ ସ୍ଥାନ ପାଇବ। ପୂର୍ବରୁ ତାମିଲ, ତେଲଗୁ, ବଙ୍ଗଳା, ଗୁଜରାଟୀ, ମରାଠୀ, କନ୍ନଡ଼ ଏବଂ ମାଲାୟଲମ୍‌ ବିଭିନ୍ନ ଗୁଗଲ ଆପ୍ଲିକେସନ୍‌ରେ ସ୍ଥାନ ପାଇଥିଲା । ଏବେ ଓଡ଼ିଆ ସହିତ ଉର୍ଦ୍ଦୁ ଏବଂ ପଞ୍ଜାବୀ ମଧ୍ୟ ‘ଗୁଗଲ୍‌ ଡିସ୍କଭର୍‌’ ଆପ୍ଲିକେସନ୍‌ରେ ଉପଲବ୍ଧ ହେବ ।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.