Home ଓଡ଼ିଶା ଏପ୍ରିଲ ୨୭ରେ ପୁଣି ନିର୍ବାଚନ ପ୍ରଚାର ପାଇଁ ଓଡିଆ ଆସୁଛନ୍ତି ଅମିତ ଶାହା

ଏପ୍ରିଲ ୨୭ରେ ପୁଣି ନିର୍ବାଚନ ପ୍ରଚାର ପାଇଁ ଓଡିଆ ଆସୁଛନ୍ତି ଅମିତ ଶାହା

912

ଭୁବନେଶ୍ୱର, ୨୧/୦୪ (ଓଡ଼ିଆ ପୁଅ) : ଏପ୍ରିଲ ୨୭ ତାରିଖ ଦିନ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଶ୍ରୀ ଅମିତ ଶାହା ଓଡିଶା ଗସ୍ତରେ ଆସି ବିଜୟ ସଂକଳ୍ପ ସମାବେଶରେ ଯୋଗଦେବେ। ଶ୍ରୀ ଶାହା ମୟୁରଭଂଜର ମୋରଡା ଏବଂ ଯାଜପୁର ଜିଲ୍ଲାର ସୁକିନ୍ଦାଠାରେ ବିଜୟ ସଂକଳ୍ପ ସମାବେଶରେ ଯୋଗଦେବେ ବୋଲି ରାଜ୍ୟ ବିଜେପି ଗଣମାଧ୍ୟମ ବିଭାଗ ମୁଖ୍ୟ ଓ ରାଜ୍ୟ ମୁଖପାତ୍ର ଶ୍ରୀ ଗୋଲକ ମହାପାତ୍ର ସୂଚନା ଦେଇଛନ୍ତି।

ସେହିପରି କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରି ଏପ୍ରିଲ ୨୬ ତାରିଖରେ ଯାଜପୁର ଏବଂ ମୟୁରଭଂଜଠାରେ ଅନୁଷ୍ଠିତ ବିଜୟ ସଂକଳ୍ପ ସମାବେଶରେ ଯୋଗଦେବେ ବୋଲି ଶ୍ରୀ ମହାପାତ୍ର କହଛନ୍ତି।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.