ad
ଓଡ଼ିଶା

ଏଣିକି ଚେକ୍ ହେବ ସ୍କୁଲ ବ୍ୟାଗ

ଭୁବନେଶ୍ଵର, ୦୧/୦୮, (ଓଡ଼ିଆ ପୁଅ/ ପଙ୍କଜିନୀ ନାୟକ): ଏବେ ଆଉ ବେଶି ଓଜନିଆ ହେବନି ସ୍କୁଲ ବ୍ୟାଗ। ସ୍କୁଲ ପିଲାଙ୍କ ବ୍ୟାଗ ଓଜନ ହ୍ରାସ କରିବା ପାଇଁ ସରକାର ନିର୍ଦ୍ଦେଶ ଦେଇଛନ୍ତି।

ଏ ନେଇ ଆଜି ସବୁ ଜିଲ୍ଲାପାଳଙ୍କୁ ଗଣଶିକ୍ଷା ବିଭାଗ ନିର୍ଦ୍ଦେଶ ଦେଇଛି। ପିଲାଙ୍କ ଉପରେ ଚାପ ନ ପକାଇବା ସହ ବ୍ୟାଗ ଓଜନ ଚେକ କରିବାକୁ ସ୍ୱତନ୍ତ୍ର ସ୍କ୍ୱାର୍ଡ ଗଠନ ହେବ ବୋଲି ସୂଚନା ମିଳିଛି। ସ୍କୁଲ ପିଲାଙ୍କ ଉପରୁ ଚାପ ହ୍ରାସ ପାଇଁ ସରକାର ଏହିପରି ଉଦ୍ୟମ କରୁଥିବା ସୂଚନା ମିଳିଛି।

Loading...
ad
Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

To Top