Home ଓଡ଼ିଶା ଆଜି ବି‌ ସମସ୍ତଙ୍କ ହୃଦୟରେ ବଞ୍ଚିଛନ୍ତି ଅଟଳ

ଆଜି ବି‌ ସମସ୍ତଙ୍କ ହୃଦୟରେ ବଞ୍ଚିଛନ୍ତି ଅଟଳ

395

ନୂଆଦିଲ୍ଲୀ, ୧୬ା୮,(ଓଡ଼ିଆ ପୁଅ/ ପଙ୍କଜିନୀ ନାୟକ): ଆଜି ଅଟଳ ବିହାରୀ ବାଜପେୟୀଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀ । ଏନେଇ ସମାଧି ସ୍ଥଳ ସଦୈବ ଅଟଳରେ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି ରାଷ୍ଟ୍ରପତି । ତାଙ୍କ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି । ତାଙ୍କ ଛଡ଼ା ବହୁ ବିଶିଷ୍ଟ ନେତା ମଧ୍ୟ ସଦୈବ ଅଟଳ ରେ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି । ଏହା ସହ ବାଜପେୟୀ ଆମ ସମସ୍ତଙ୍କ ପାଇଁ ପ୍ରେରଣାର ଉତ୍ସ ବୋଲି ସେ କହିଛନ୍ତି । ରାଜନୀତିର ପୁରୋଧା, ପ୍ରଖର, ରାଜନୈତିକ ଥିଲେ ବାଜପେୟୀ । ଆଜି ବି ସେ ସମସ୍ତଙ୍କ ହୃଦୟରେ ବଞ୍ଚିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.