Home ଓଡ଼ିଶା ଆଇରନ ବୋଝେଇ ଟ୍ରକ ଦୁର୍ଘଟଣାଗ୍ରସ୍ତ

ଆଇରନ ବୋଝେଇ ଟ୍ରକ ଦୁର୍ଘଟଣାଗ୍ରସ୍ତ

476

ଝାରସୁଗୁଡ଼ା, ୧୨/୦୯, (ଓଡ଼ିଆ ପୁଅ ପି ନାଏକ): ଆଇରନ ଓର ବୋଝେଇ ଟ୍ରକକୁ ପଛପଟୁ ଧକ୍କା ଦେଲା ଖାଲି ସିଲଣ୍ଡର ବୋଝେଇ ଟ୍ରକ। ଦୁଇ ଟ୍ରକ୍ ଧକ୍କାରେ ସିଲିଣ୍ଡର ବୋଝେଇ ଟ୍ରକର ଡ୍ରାଇଭରଙ୍କ ମୃତ୍ୟୁ ହୋଇଛି। ମୃତ ଡ୍ରାଇଭର ହେଲେ ଗୋପାଳ ନାଏକ।

ସୂଚନାଯୋଗ୍ୟ ଯେ, ଆଜି ସକାଳୁ ଝାରସୁଗୁଡା-କୁଚିଣ୍ଡା ୪୯ ନମ୍ବର ଜାତୀୟ ରାଜପଥର ପୂର୍ଣ୍ଣା ନିକଟରେ ଘଟିଥଛି ଦୁର୍ଘଟଣା। ଆଇରନ ଓର ବୋଝେଇ ଟ୍ରକକୁ ପଛପଟୁ ଧକ୍କା ଦେଲା ଖାଲି ସିଲଣ୍ଡର ବୋଝେଇ ଟ୍ରକ। ଦୁଇ ଟ୍ରକ୍ ଧକ୍କାରେ ସିଲିଣ୍ଡର ବୋଝେଇ ଟ୍ରକର ଡ୍ରାଇଭରଙ୍କ ମୃତ୍ୟୁ ହୋଇଛି। ଦୁର୍ଘଟଣା ଖବର ପାଇ ଝାରସୁଗୁଡା ପୋଲିସ ଘଟଣାସ୍ଥଳରେ ପହଂଚି ମୃତକଙ୍କ ଶବକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ଘଟଣାର ଅଧିକ ତଦନ୍ତ ଜାରି ରଖିଛି ପୋଲିସ। (ଖବର ପ୍ରମେୟ ନ୍ୟୁଜ୍୭ ରୁ)

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.