ad
ଓଡ଼ିଶା

ଆଇଇଡ଼ି ବିଷ୍ପୋରଣରେ ୧୧ ଯବାନ ଆହତ

ଝାରଖଣ୍ଡ ୨୮-୫ (ଓଡ଼ିଆ ପୁଅ) ଝାରଖଣ୍ଡରେ ସରାଯକେଲାର କୁଚାଇ ନାମକ ସ୍ଥାନରେ ବଢ଼ିଭୋର ୪:୫୩ ବେଳେ ଏକ ଆଇଇଡ଼ି (IED) ବିଷ୍ପୋରଣରେ ୮ଜଣ 20B କୋବରା (20B CoBRA) ଏବଂ ତିନି ଜଣ ରାଜ୍ୟ ପୁଲିସର ଜବାନ ଆହତ ହୋଇଛନ୍ତି। କୁହାଯାଉଛି କି ଦୁଇଜଣ ଜବାନମାନେ ବିଶେଷ ଅପରେଶନରେ ଥିଲେ ଏହି ସମୟରେ ବିସ୍ଫୋରଣ ଘଟିଥିଲା। ବିଷ୍ପୋରଣରେ ଆହତ ସମସ୍ତ ଜବାନଙ୍କୁ ଏୟାରଲିଫ୍ଟ କରି ସକାଳେ ୬:୫୨ ବେଳେ ରାଞ୍ଚି ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

Loading...
ad
Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

To Top