Home ଓଡ଼ିଶା ଅର୍ଥ ବ୍ୟବସ୍ଥା କୁ ନେଇ ଚିନ୍ତା ପ୍ରକଟ କଲେ ମନମୋହନ ସିଂହ

ଅର୍ଥ ବ୍ୟବସ୍ଥା କୁ ନେଇ ଚିନ୍ତା ପ୍ରକଟ କଲେ ମନମୋହନ ସିଂହ

287

ନୂଆଦିଲ୍ଲୀ,୦୧/୦୯,(ଓଡ଼ିଆ ପୁଅ ପି ନାଏକ): ଦେଶରେ ବିଗୁଡ଼ୁଥିବା ଅର୍ଥବ୍ୟବସ୍ଥାକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ । ଭାରତର ଅର୍ଥବ୍ୟବସ୍ଥାରେ ଦ୍ରୁତ ଗତିରେ ଆଗକୁ ବଢିବାର କ୍ଷମତା ରହିଥିବା ବେଳେ ମୋଦି ସରକାରଙ୍କ ମିସମେନେଜମେଣ୍ଟ ଯୋଗୁ ଦେଶରେ ମାନ୍ଦାବସ୍ଥା ଦେଖାଦେଇଛି । ଦେଶର ଅର୍ଥବ୍ୟବସ୍ଥା ଏବେ ମାନ୍ଦାବସ୍ଥା ଦେଇ ଗତି କରୁଛି । ଏପ୍ରିଲରୁ ଜୁନରେ ଦେଶର ଜିଡିପି ୫ ପ୍ରତିଶତକୁ ଖସିଛି । ମେନୁଫେକଚର ସେକ୍ଟରରେ ଗ୍ରୋଥ୍ ମାତ୍ର ୦.୬ ପ୍ରତିଶତ ହେବା ସବୁଠୁ ଆଶ୍ଚର୍ଯ୍ୟଜନକ ବୋଲି କହିଛନ୍ତି ମନମୋହନ ସିଂହ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.