Home ଓଡ଼ିଶା ଅଡୁଆରେ ହିତାଧିକାରୀ

ଅଡୁଆରେ ହିତାଧିକାରୀ

144

ଭୁବନେଶ୍ୱର, ୩୧/୭ (ଓଡିଆ ପୁଅ/ ପଙ୍କଜିନୀ ନାୟକ): ବଢିଛି ପଡି କାର୍ଡଧାରୀ କିରୋସିନ ବ୍ୟବହାରକାରୀଙ୍କ ଅଡୁଆ। କାରଣ ଆସନ୍ତା ଅଗଷ୍ଟ ମାସରୁ ରାଜ୍ୟର କିରୋସିନ ହିତାଧିକାରୀଙ୍କୁ ଅଢ଼େଇ ଲିଟର ବଦଳରେ ୨ ଲିଟର କିରୋସିନ ମିଳିବ।

ଏନେଇ ଆଜି ବିଧାନସଭାରେ ଉତ୍ତର ଦେଇଛନ୍ତି ରାଜ୍ୟ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ। ମନ୍ତ୍ରୀ କହିଛନ୍ତି ଯେ, ବର୍ତ୍ତମାନ ୩ କୋଟିରୁ ଉର୍ଦ୍ଧ୍ବ ଲୋକଙ୍କୁ ଅଢ଼େଇ ଲିଟର କିରୋସିନ ଦିଆଯାଉଛି। ମାତ୍ର, କେନ୍ଦ୍ର କିରୋସିନ କୋଟା କମାଇଥିବାରୁ ହିତାଧିକାରୀଙ୍କୁ କମ୍ କିରୋସିନ ମିଳିବ ବୋଲି ବିଧାନସଭାର ପ୍ରଶ୍ନକାଳରେ ଏହି ସୂଚନା ଦେଇଛନ୍ତି ମନ୍ତ୍ରୀ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.