Home ଆନ୍ତର୍ଜାତୀୟ WWEରୁ ସନ୍ନ୍ୟାସ ନେଲେ ଡ୍ବେନ ଜନସନ

WWEରୁ ସନ୍ନ୍ୟାସ ନେଲେ ଡ୍ବେନ ଜନସନ

435

ନୂଆଦିଲ୍ଲୀ,୦୬/୦୮,(ଓଡ଼ିଆ ପୁଅ /ପଙ୍କଜିନୀ ନାୟକ): ‘ଦ ରକ’ ନାମରେ ଜଣାଶୁଣା ଡ୍ୱେନ ଜନସନ WWE ରୁ ସନ୍ନ୍ୟାସ ନେବେ ବୋଲି ରବିବାର ଦିନ ଘୋଷଣା କରିଛନ୍ତି । ସେ କହିଛନ୍ତି କି ଶାନ୍ତିପୂର୍ଣ୍ଣ ଭାବେ ସେ ଏହି ଖେଳରୁ ବିଦାୟ ନେଉଛନ୍ତି କିନ୍ତୁ ଭବିଷ୍ୟତରେ ଏହି ଖେଳକୁ ପ୍ରତ୍ୟାବର୍ତ୍ତନ କରିବାର ସମ୍ଭାବନାକୁ ମଧ୍ୟ ସେ ଏଡାଇ ପାରି ନାହାନ୍ତି ।

‘ଦ ରକ’ ପ୍ରଥମଥର ପାଇଁ ସାର୍ବଜନିକ ଭାବେ ରେସଲିଙ୍ଗରୁ ବିଦାୟ ନେବେ ବୋଲି ଘୋଷଣା କରିଛନ୍ତି । ସେ “ଲାଇବ ଉଇଥ କେଲି ଆଣ୍ଡ ରାୟନ ଇନ ଦ ଷ୍ଟେଟସ”ର ଚାଟ ସୋ ରେ କହିଛନ୍ତି ଯେ ” ମୁଁ ରେସଲିଙ୍ଗକୁ ବହୁତ ମିସ କରିବି କାରଣ ମୁଁ ରେସଲିଙ୍ଗକୁ ବହୁତ ଭଲପାଏ । ମୁଁ ଏଥିପାଇଁ ଚୁପଚାପ ବିଦାୟ ନେଉଛି କାରଣ ମୋତେ ଏକ ବହୁତ ଭଲ କ୍ୟାରିୟର ମିଳିଛି ଏବଂ ମୁଁ ଯାହା କରିବାକୁ ଚାଁହୁଥିଲି ସେହିସବୁ ମୁଁ କରିସାରିଛି “।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.