Home ଓଡ଼ିଶା ବିବାହ ନିମନ୍ତ୍ରଣ ପତ୍ର:ଗିଫ୍ଟ ବଦଳରେ ମୋଦୀଙ୍କୁ ଭୋଟ ପାଇଁ ନିବେଦନ,କେନ୍ଦ୍ରୀୟ ଯୋଜନା ଚିଠା!

ବିବାହ ନିମନ୍ତ୍ରଣ ପତ୍ର:ଗିଫ୍ଟ ବଦଳରେ ମୋଦୀଙ୍କୁ ଭୋଟ ପାଇଁ ନିବେଦନ,କେନ୍ଦ୍ରୀୟ ଯୋଜନା ଚିଠା!

848

ଭୁବନେଶ୍ୱର:ସୋସିଆଲ ମିଡିଆରେ ଏବେ ଏପରି କିଛି ବିବାହ ନିମନ୍ତ୍ରଣ ପତ୍ରର ଫଟୋ ଭାଇରାଲ ହେଉଛି, ଯେଉଁଥିରେ ଗିଫ୍ଟ ବଦଳରେ ମୋଦୀଙ୍କୁ ଭୋଟ ଦେବା ପାଇଁ ନିବେଦନ କରାଯାଉଛି।କାର୍ଡ ରେ ଲେଖାଯାଇଛି ଲୋକସଭା ନିର୍ବାଚନ ୨୦୧୯ରେ ଆପଣଙ୍କର ମୋଦୀଙ୍କୁ ଦେବା ଭୋଟ ହିଁ ଆମ ପାଇଁ ଗିଫ୍ଟ।ଏହାଛଡ଼ା କିଛି କାର୍ଡ(ନିମନ୍ତ୍ରଣ ପତ୍ର)ରେ କେନ୍ଦ୍ର ସରକାରଙ୍କ ଦ୍ଵାରା ଆରମ୍ଭ କରାଯାଇଥିବା ବିଭିନ୍ନ ଯୋଜନା ବାବଦରେ ମଧ୍ୟ ଉଲ୍ଲେଖ ମଧ୍ୟ ରହୁଥିବା ଦେଖିବାକୁ ମିଳୁଛି।/ଦେବଦତ୍ତ

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.