ad
ଓଡ଼ିଶା

ଅନଲକ୍ ୫.୦ – ବିଦ୍ୟାଳୟ ଏବଂ କୋଚିଂ ଅନୁଷ୍ଠାନ କେବେ ଖୋଲିବ ?

ନୂଆ ଦିଲ୍ଲୀ ୩୦-୯ (ଓଡ଼ିଆ ପୁଅ) ଅନଲକ୍ ୫.୦ ପାଇଁ କେନ୍ଦ୍ର ସରକାର ନିର୍ଦ୍ଦେଶାବଳୀ ଜାରୀ କରିଛନ୍ତି। ବିଦ୍ୟାଳୟ ଏବଂ କୋଚିଂ ଅନୁଷ୍ଠାନ ଗୁଡିକ ଖୋଲିବା ପାଇଁ, ରାଜ୍ୟ ସରକାର ୧୫ ଅକ୍ଟୋବର ପରେ ନିଷ୍ପତ୍ତି ନେବେ। ଏଥିପାଇଁ ପିତାମାତାଙ୍କ ସମ୍ମତି ଆବଶ୍ୟକ।

Loading...
ad
Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

To Top