Home ଓଡ଼ିଶା ଅନଲକ୍ ୫.୦ – ବିଦ୍ୟାଳୟ ଏବଂ କୋଚିଂ ଅନୁଷ୍ଠାନ କେବେ ଖୋଲିବ ?

ଅନଲକ୍ ୫.୦ – ବିଦ୍ୟାଳୟ ଏବଂ କୋଚିଂ ଅନୁଷ୍ଠାନ କେବେ ଖୋଲିବ ?

124

ନୂଆ ଦିଲ୍ଲୀ ୩୦-୯ (ଓଡ଼ିଆ ପୁଅ) ଅନଲକ୍ ୫.୦ ପାଇଁ କେନ୍ଦ୍ର ସରକାର ନିର୍ଦ୍ଦେଶାବଳୀ ଜାରୀ କରିଛନ୍ତି। ବିଦ୍ୟାଳୟ ଏବଂ କୋଚିଂ ଅନୁଷ୍ଠାନ ଗୁଡିକ ଖୋଲିବା ପାଇଁ, ରାଜ୍ୟ ସରକାର ୧୫ ଅକ୍ଟୋବର ପରେ ନିଷ୍ପତ୍ତି ନେବେ। ଏଥିପାଇଁ ପିତାମାତାଙ୍କ ସମ୍ମତି ଆବଶ୍ୟକ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.