Home ଓଡ଼ିଶା ଅନଲକ୍ ୫.୦ – ନିର୍ଦ୍ଦେଶା ବଳୀ – ଜାଣନ୍ତୁ କେବେ ସିନେମାହଲ, ସ୍କୁଲ ଖୋଲିବ ?

ଅନଲକ୍ ୫.୦ – ନିର୍ଦ୍ଦେଶା ବଳୀ – ଜାଣନ୍ତୁ କେବେ ସିନେମାହଲ, ସ୍କୁଲ ଖୋଲିବ ?

230

ନୂଆ ଦିଲ୍ଲୀ ୩୦-୯ (ଓଡ଼ିଆ ପୁଅ) ଅନଲକ୍ ୫.୦ ପାଇଁ କେନ୍ଦ୍ର ସରକାର ନିର୍ଦ୍ଦେଶାବଳୀ ଜାରୀ କରିଛନ୍ତି।

ସିନେମା ହଲ ୧୫ ଅକ୍ଟୋବରରୁ ଖୋଲିବ କିନ୍ତୁ ସ୍କୁଲ, କୋଚିଂ ସେଣ୍ଟର ଅକ୍ଟୋବର ୧୫ ଖୋଲିବା ପାଇଁ ରାଜ୍ୟ ସରକାର ନେବେ ନିଷ୍ପତ୍ତି, ଏଥିପାଇଁ ଅଭିଭାବକଙ୍କ ସମ୍ମତ୍ତି ଆବଶ୍ୟକ
୧ – ଅନଲକ୍ ୫.୦ ପାଇଁ କେନ୍ଦ୍ର ସରକାର ନିର୍ଦ୍ଦେଶାବଳୀ ଜାରୀ କରିଛନ୍ତି। ବିଦ୍ୟାଳୟ ଏବଂ କୋଚିଂ ଅନୁଷ୍ଠାନ ଗୁଡିକ ଖୋଲିବା ପାଇଁ, ରାଜ୍ୟ ସରକାର ୧୫ ଅକ୍ଟୋବର ପରେ ନିଷ୍ପତ୍ତି ନେବେ। ଏଥିପାଇଁ ପିତାମାତାଙ୍କ ସମ୍ମତି ଆବଶ୍ୟକ।
୨- କେନ୍ଦ୍ରସରକାର ଅନଲକ ୫.୦ ଗାଇଜଲାଇନ୍ସ ଜାରୀ କରିଛନ୍ତି। ନିର୍ଦ୍ଦେଶାବଳୀ ଅନୁଯାୟୀ, ହୋଟେଲ, ଫୁଡ୍ କୋର୍ଟ, ରେଷ୍ଟୁରାଣ୍ଟ ଏବଂ ବାରଗୁଡିକ ୧୫ ଅକ୍ଟୋବରରୁ ଖୋଲିବ। ୫୦% କ୍ଷମତା ସହିତ ଏ ସବୁ କାର୍ଯ୍ୟ କରିବାକୁ ଅନୁମତି ମିଳିଛି। I&B ମନ୍ତ୍ରଣାଳୟ ଦ୍ୱାରା SOP ଜାରି କରାଯିବ। ନୂତନ ନିର୍ଦ୍ଦେଶାବଳୀ ଅନୁଯାୟୀ, ସିନେମା ହଲ୍ / ମଲ୍ଟିପ୍ଲେକ୍ସ / ସୁଇମିଂ ପୁଲ୍ ୧୫ ଅକ୍ଟୋବରରୁ ଖୋଲିବ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.