Home ଓଡ଼ିଶା ଅନଲକ ୫.୦ – ହୋଟେଲ, ଫୁଡ୍ କୋର୍ଟ, ରେଷ୍ଟୁରାଣ୍ଟ ଏବଂ ବାରଗୁଡିକ ୧୫ ଅକ୍ଟୋବରରୁ ଖୋଲିବ...

ଅନଲକ ୫.୦ – ହୋଟେଲ, ଫୁଡ୍ କୋର୍ଟ, ରେଷ୍ଟୁରାଣ୍ଟ ଏବଂ ବାରଗୁଡିକ ୧୫ ଅକ୍ଟୋବରରୁ ଖୋଲିବ – ୫୦% କ୍ଷମତା ସହିତ

92

ନୂଆ ଦିଲ୍ଲୀ ୩୦-୯ (ଓଡ଼ିଆ ପୁଅ) କେନ୍ଦ୍ରସରକାର ଅନଲକ ୫.୦ ଗାଇଜଲାଇନ୍ସ ଜାରୀ କରିଛନ୍ତି। ନିର୍ଦ୍ଦେଶାବଳୀ ଅନୁଯାୟୀ, ହୋଟେଲ, ଫୁଡ୍ କୋର୍ଟ, ରେଷ୍ଟୁରାଣ୍ଟ ଏବଂ ବାରଗୁଡିକ ୧୫ ଅକ୍ଟୋବରରୁ ଖୋଲିବ। ୫୦% କ୍ଷମତା ସହିତ ଏ ସବୁ କାର୍ଯ୍ୟ କରିବାକୁ ଅନୁମତି ମିଳିଛି। I&B ମନ୍ତ୍ରଣାଳୟ ଦ୍ୱାରା SOP ଜାରି କରାଯିବ। ନୂତନ ନିର୍ଦ୍ଦେଶାବଳୀ ଅନୁଯାୟୀ, ସିନେମା ହଲ୍ / ମଲ୍ଟିପ୍ଲେକ୍ସ / ସୁଇମିଂ ପୁଲ୍ ୧୫ ଅକ୍ଟୋବରରୁ ଖୋଲିବ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.