Home Coronavirus Outbreak ଦେଶରେ ପାଖାପାଖି ୪୯ ହଜାର ନୂଆ କରୋନା ଆକ୍ରାନ୍ତ, ୭୬୮ ମୃତ୍ୟୁ, ମୃତକଙ୍କ ସଂଖ୍ୟା ୩୪,...

ଦେଶରେ ପାଖାପାଖି ୪୯ ହଜାର ନୂଆ କରୋନା ଆକ୍ରାନ୍ତ, ୭୬୮ ମୃତ୍ୟୁ, ମୃତକଙ୍କ ସଂଖ୍ୟା ୩୪, ୧୯୩କୁ ବୃଦ୍ଧି

121

ନୂଆ ଦିଲ୍ଲୀ ୨୯-୭ (ଓଡ଼ିଆ ପୁଅ) ଆଜିବି ଦେଶରେ ପାଖାପାଖି ୪୯ ହଜାର ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ, ଗତ ୨୪ ଘଣ୍ଟାରେ ୭୬୮ ଜଣ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି। ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୫-୩୧ ଲକ୍ଷକୁ ବୃଦ୍ଧି ପାଇଛି ଏବଂ ୫, ୦୯, ୪୪୭ ଜଣ ସକ୍ରୀୟ ଆକ୍ରାନ୍ତ ଥିବା ବେଳେ ୯, ୮୮, ୦୩୦ ଜଣ ଆରୋଗ୍ୟ ହୋଇ ସାରିଲେଣି ଏବଂ ଦେଶରେ ମୋଟ ମୃତକଙ୍କ ସଂଖ୍ୟା ୩୪, ୧୯୩ କୁ ବୃଦ୍ଧି ପାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.