Home Coronavirus Outbreak ରାଜ୍ୟରେ ଆଜି ୨୮ ଜିଲ୍ଲାରୁ ୧୦୬୮ ନୂଆ ଆକ୍ରାନ୍ତ ଚିହ୍ନଟ – ମୋଟ ଆକ୍ରାନ୍ତ ୨୯୧୭୫କୁ...

ରାଜ୍ୟରେ ଆଜି ୨୮ ଜିଲ୍ଲାରୁ ୧୦୬୮ ନୂଆ ଆକ୍ରାନ୍ତ ଚିହ୍ନଟ – ମୋଟ ଆକ୍ରାନ୍ତ ୨୯୧୭୫କୁ ବୃଦ୍ଧି, ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ ?

247

ଭୁବନେଶ୍ୱର ୨୯-୭ (ଓଡ଼ିଆ ପୁଅ) ରାଜ୍ୟରେ ଆଜି ୨୮ ଜିଲ୍ଲାରୁ ୧୦୬୮ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ମୋଟ ଆକ୍ରାନ୍ତ ୨୯୧୭୫ କୁ ବୃଦ୍ଧି ପାଇଛି।
– ନୂଆ ଆକ୍ରାନ୍ତ: ୧୦୬୮
– କ୍ୱାରେଣ୍ଟାଇନ୍ ସେଣ୍ଟରରୁ: ୬୬୨
– ସ୍ଥାନୀୟ ଅଞ୍ଚଳରୁ୪୦୬

– ୨୮ ଜିଲ୍ଲାରୁ ଆକ୍ରାନ୍ତ ଚିହ୍ନଟ
– ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ – ୨୪୫

– ଜାଣନ୍ତୁ କେଉଁ ଜିଲ୍ଲାରୁ – କେତେ
୧- ଅନୁଗୁଳ ଜିଲ୍ଲାରୁ – ୨୦
୨- ବାଲେଶ୍ୱର ଜିଲ୍ଲାରୁ – ୨୯
୩- ବରଗଡ଼ ଜିଲ୍ଲାରୁ – ୫
୪- ଭଦ୍ରକ ଜିଲ୍ଲାରୁ – ୪
୫- ବଲାଙ୍ଗୀର ଜିଲ୍ଲାରୁ – ୨୬
୬- କଟକ ଜିଲ୍ଲାରୁ – ୬୧
୭- ଦେବଗଡ଼ ଜିଲ୍ଲାରୁ – ୨
୮- ଢେଙ୍କାନାଳ ଜିଲ୍ଲାରୁ – ୧
୯- ଗଜପତି ଜିଲ୍ଲାରୁ – ୮୮
୧୦- ଗଞ୍ଜାମ ଜିଲ୍ଲାରୁ – ୨୪୫
୧୧- ଜଗତସିଂହପୁର ଜିଲ୍ଲାରୁ – ୩
୧୨- ଯାଜପୁର ଜିଲ୍ଲାରୁ – ୧୨
୧୩- ଝାରସୁଗୁଡ଼ା ଜିଲ୍ଲାରୁ – ୧୨
୧୪- କଳାହାଣ୍ଡି ଜିଲ୍ଲାରୁ – ୧୯
୧୫- କନ୍ଧମାଳ ଜିଲ୍ଲାରୁ – ୧୧
୧୬- କେନ୍ଦ୍ରାପଡ଼ା ଜିଲ୍ଲାରୁ – : ୮
୧୭- ଖୋର୍ଦ୍ଧା ଜିଲ୍ଲାରୁ : ୧୯୪
୧୮- କୋରାପୁଟ ଜିଲ୍ଲାରୁ – ୬୬
୧୯- ମାଲକାନଗିରି : ୧
୨୦- ମୟୁରଭଞ୍ଜ ଜିଲ୍ଲାରୁ – ୨୦
୨୧- ନବରଙ୍ଗପୁର ଜିଲ୍ଲାରେ: ୨୬
୨୨- ନୟାଗଡ଼ ଜିଲ୍ଲାରୁ – ୨୯
୨୩- ନୂଆପଡ଼ା ଜିଲ୍ଲାରୁ – ୧୧
୨୪- ପୁରୀ ଜିଲ୍ଲାରୁ – ୧୬
୨୫- ରାୟଗଡ଼ା ଜିଲ୍ଲାରୁ – ୨୪
୨୬- ସମ୍ବଲପୁର ଜିଲ୍ଲାରୁ – ୨୧
୨୭- ସୋନପୁର ଜିଲ୍ଲାରୁ – ୨
୨୮- ସୁନ୍ଦରଗଡ଼ ଜିଲ୍ଲାରୁ – ୧୧୨
– ନୂଆ ସୁସ୍ଥ ହୋଇଥିଲେ ୬୮୭
– ମୋଟ କୋଭିଡ୍ – ୧୯ ଟେଷ୍ଟ ହୋଇଛି୪୮୭୩୧୦
– ମୋଟ ଆକ୍ରାନ୍ତ ୨୯୧୭୫
– ମୋଟ ସୁସ୍ଥ ହେଲେଣି ୧୮୦୬୦
– ସକ୍ରୀୟ ଆକ୍ରାନ୍ତ – ୧୦୯୨୦

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.