Home Coronavirus Outbreak ତାଳଚେର ବିଧାୟକ ବ୍ରଜ କିଶୋର ପ୍ରଧାନ କରୋନା ଆକ୍ରାନ୍ତ – ଟ୍ୱିଟ କରି ସୂଚନା ଦେଲେ

ତାଳଚେର ବିଧାୟକ ବ୍ରଜ କିଶୋର ପ୍ରଧାନ କରୋନା ଆକ୍ରାନ୍ତ – ଟ୍ୱିଟ କରି ସୂଚନା ଦେଲେ

253

ଭୁବନେଶ୍ୱର ୧୩-୯ (ଓଡ଼ିଆ ପୁଅ) ଆଜି ପୁଣି ଆଉଜଣେ ବିଧାୟକ କରୋନା ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି। ସେ ହେଉଛନ୍ତି ତାଳଚେର ବିଧାୟକ ବ୍ରଜ କିଶୋର ପ୍ରଧାନ। ଏହି ଖବର ସେ ନିଜେ ଟ୍ୱିଟ କରି ପ୍ରକାଶ କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.