Home Tags Picturenews

Tag: picturenews

ଆମେରିକାର ଆଗାମୀ ରାଷ୍ଟ୍ରପତି ହେବେ ଜଣେ ହିନ୍ଦୁ,ଭାରତୀୟ!

0
ୱାସିଂଟନ:ଆମେରିକାର ପ୍ରଥମ ହିନ୍ଦୁ ସାଂସଦ ତୁଲସୀ ଗେବାର୍ଡ ୨୦୨୦ରେ ହେବାକୁ ଥିବା ରାଷ୍ଟ୍ରପତି ନିର୍ବାଚନରେ ଲଢ଼ିବା ପାଇଁ ବିଚାର କରୁଛନ୍ତି।ତୁଲସୀଙ୍କର ନିକଟତର ଥିବା ଏବଂ ଡା: ସଂପତ ଶିବାଙ୍ଗି ଶୁକ୍ରବାର ଦିନ ଲସ...

ବୁଗୁଡ଼ାରେ ଆଇନଜୀବୀଙ୍କୁ ମାଡ଼: ଘଟଣାକୁ ଗଞ୍ଜାମ ଜିଲ୍ଲା ବ୍ୟାପି ଆଇନଜୀବୀ ମାନଙ୍କ ନିନ୍ଦା ଓ...

0
ବ୍ରହ୍ମପୁର : ୧୩/ ୧୧ (ଓଡ଼ିଆ ପୁଅ/ଜ୍ୟୋତି ରଞ୍ଜନ ଦାସ) ଗଞ୍ଜାମ ଜିଲ୍ଲାର ବୁଗୁଡା ଠାରେ ପୋଲିସ ମାଡ଼ରେ ଆଇନଜୀବୀ ଆହତ ହୋଇଥିବା ଅଭିଯୋଗ ଘଟଣା ଆଲୋଡନ ସୃଷ୍ଟି କରିଛି। ଆଜି ମଧ୍ୟାହ୍ନରେ...

ଦକ୍ଷ ସଙ୍ଗଠକ : ସୁବାସ ଚୌହାନ

0
ଭୁବନେଶ୍ୱର:ଦକ୍ଷ ସଙ୍ଗଠକ,ସୁବାସ ଚୌହାନ।ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ(ଆରଏସଏସ)ରେ ଯୋଗ ଦେବା ପରେ ସେ ଜଣେ ପୂର୍ଣ୍ଣ କାଳୀନ କାର୍ଯ୍ୟକର୍ତ୍ତା ଭାବରେ ସଂଘର ପ୍ରଚାରକ ଭାବରେ କାମ କରିଥିଲେ।ସଂଘର ତୃତୀୟ ବର୍ଷ ସଂଘ ଶିକ୍ଷା...

ଫେଲ୍ ମାରୁଛି ଦାମଙ୍କ ମୁଲଚାଲ

0
ଭୁନନେଶ୍ୱର ୧୨-୧୧ (ଓଡ଼ିଆ ପୁଅ/ପ୍ରିୟରଂଜନ ସାହୁ) : ଏବେ ମଧ୍ୟ କଂଗ୍ରେସ ଓ ବିଜେପି ସହିତ ମୁଲଚାଲ ପରିସ୍ଥିତିରେ ଅଛନ୍ତି ବିଜେଡ଼ିରୁ ବହିଷୃତ ବରିଷ୍ଠ ନେତା ଦାମୋଦର ରାଉତ। ବିଜେଡ଼ିରୁ ବିଦା ହେଲା...

ବିଜେପି ମହିଳା ମୋର୍ଚ୍ଚା Vs ବିଜେଡି ମହିଳା ଦଳ

0
ଭୁବନେଶ୍ୱର:ନବୀନ ପଟ୍ଟନାୟକଙ୍କୁ ଯଦି ବିଜେପି ପକ୍ଷରୁ ବେଶୀ କେହି ଘେରୁଥିଲା,ସିଏ ହେଲା ବିଜେପି ମହିଳା ମୋର୍ଚ୍ଚା।ବିଜେପିର ମହିଳା ମୋର୍ଚ୍ଚା ସତେ ଯେପରି ନବୀନଙ୍କ ପଛରେ ପଡ଼ି ଯାଇଥିଲା।ନାରୀ ନିର୍ଯ୍ୟାତନା,ଦୁଷ୍କର୍ମ ଏବଂ ନାରୀ ସୁରକ୍ଷାକୁ...

ନିଜ ଗୋଡ଼କୁ ନିଜେ କୁରାଢ଼ି ମାରୁଛି ବିଜେପି;ପ୍ରଶିକ୍ଷଣ ଶିବିର ଶେଷ ବେଳକୁ ପଦାଧିକାରୀଙ୍କୁ ଅବ୍ୟାହତି

0
ବିଷ ମଞ୍ଜି ବୁଣୁଛନ୍ତି ରାଜ୍ୟ ନେତୃତ୍ୱ! ଭୁବନେଶ୍ୱର:କଟକଠାରେ ଚାଲିଥାଏ ବିଜେପି କୃଷକ ମୋର୍ଚ୍ଚାର ପ୍ରଶିକ୍ଷଣ ବର୍ଗ।ପ୍ରଶିକ୍ଷଣ ବର୍ଗ ସମାପ୍ତ ହେଲା।କାର୍ଯ୍ୟକ୍ରମ ସାରି କାର୍ଯ୍ୟକର୍ତ୍ତା, ପଦାଧିକାରୀମାନେ ବାହାରିଲେ ନିଜ ନିଜ ଘରକୁ।ସେହି ଅନୁଯାୟୀ ବାଲେଶ୍ୱର ଜିଲ୍ଲା...

୨୧ଟି ଛୁଆ ଜନ୍ମ କରି ସାରିବା ପରେ;ବାସ ଏତିକି!

0
ଲଣ୍ଡନ:୨୧ଟି ଛୁଆ ଜନ୍ମ କରି ସାରିବା ପରେ ଦମ୍ପତି କହିଲେ ବାସ, ଏତିକି।ୟୁନାଇଟେଡ କିଙ୍ଗଡମର ସବୁଠାରୁ ବଡ଼ ପରିବାର କୁହାଯାଉଥିବା ରେଡ଼ଫୋର୍ଡ ଫ୍ୟାମିଲି ୨୧ଟି ଛୁଆ ଜନ୍ମ କରି ସାରିବା ପରେ ଯାଇ...

ସ୍ୱଚ୍ଛ ନେତାଙ୍କୁ ସ୍ୱଚ୍ଛତାର ଉପହାର: ବିଭିର୍ଣ୍ଣ ସ୍ଥାନରେ ପ୍ରତାପ ଷଡ଼ଙ୍ଗୀଙ୍କ ଜନ୍ମଦିନ ପାଳିତ

0
ଭୁବନେଶ୍ୱର:ସ୍ୱଚ୍ଛ ନେତାଙ୍କୁ ସ୍ୱଚ୍ଛତାର ଉପହାର।ଆଜି ଥିଲା ରାଜ୍ୟ ବିଜେପିର ବରିଷ୍ଠ ନେତା ତଥା ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ସଦସ୍ୟ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀଙ୍କର ୬୩ତମ ଜନ୍ମଦିବସ।ପ୍ରତାପଙ୍କ ଜନ୍ମଦିବସକୁ ତାଙ୍କ ଶୁଭେଛୁ ତଥା ବିଜେପି କାର୍ଯ୍ୟକର୍ତ୍ତାମାନେ...

ଅଳିଆଗଦାରୁ ମିଳିଲା ଜାଡେଜାଙ୍କ “ମ୍ୟାନ ଅଫ ଦ ମ୍ୟାଚ” ରେପ୍ଲିକା

0
ତିରୁବନନ୍ତପୁରମ:କେରଳ ସ୍ଥିତ ଏକ ଏନଜିଓର କହିବା ଅନୁଯାୟୀ କ୍ରିକେଟିୟର ରବୀନ୍ଦ୍ର ଜାଡେଜାଙ୍କୁ ମିଳିଥିବା "ମ୍ୟାନ ଅଫ ଦ ମ୍ୟାଚ" ରେପ୍ଲିକା ସେମାନେ ଏକ ଅଳିଆ ଗଦା ଭିତରୁ ପାଇଛନ୍ତି।ଜାଡେଜାଙ୍କୁ ଏହି ପୁରସ୍କାର ତିରୁବନନ୍ତପୁରମରେ...

ପତ୍ନୀଙ୍କ ସ୍ମୃତିରେ ମିନି ତାଜମହଲ କରୁଥିବା ବ୍ୟକ୍ତି ଦୁର୍ଘଟଣାରେ ମୃତ

0
ବୁନ୍ଦେଲଖଣ୍ଡ:ନିଜ ଦିବ୍ୟଂଗତ ପତ୍ନୀଙ୍କ ସ୍ମୃତିରେ ମିନି ତାଜମହଲ କରୁଥିବା ବ୍ୟକ୍ତିଙ୍କର ସଡ଼କ ଦୁର୍ଘଟଣାରେ ମୃତ୍ୟୁ ଘଟିଛି।ଉତ୍ତରପ୍ରଦେଶ ବୁନ୍ଦେଲଖଣ୍ଡ ଅଞ୍ଚଳର ଫୈଜୁଲ ହସନ କାଦରୀ ତାଙ୍କ ଦିବ୍ୟଂଗତ ପତ୍ନୀଙ୍କ ସ୍ମୃତିରେ ଏକ ମିନି ତାଜମହଲ...

ମୁଁ ସୈତାନ ନୁହଁ:ସୁରଜ ପାଞ୍ଚୋଲି

0
ମୁମ୍ବାଇ:ପୂର୍ବ ଗାର୍ଲଫ୍ରେଣ୍ଡ ଜିଆ ଖାନଙ୍କୁ ଆତ୍ମହତ୍ୟା ପାଇଁ ଉସୁକାଇ ଥିବା ଅଭିଯୋଗରେ ଅଭିଯୁକ୍ତ ଆଦିତ୍ୟ ପାଞ୍ଚୋଲିଙ୍କ ପୁଅ ସୁରଜ ପାଞ୍ଚୋଲି କହିଛନ୍ତି ଯେ ମିଡିଆରେ ଯେପରି କୁହାଯାଉଛି,ତାହା ଠିକ୍ ନୁହେଁ।ମୁଁ ଜଣେ ସୈତାନ...

ଆମେରିକା ଜଙ୍ଗଲରେ ଭୟଙ୍କର ଅଗ୍ନିକାଣ୍ଡ

0
କାଲିଫର୍ନିର୍ଣ୍ଣିଆ:ଆମେରିକାର ପେରାଡାଇଜ ସ୍ଥିତ ଜଙ୍ଗଲରେ ଭୟଙ୍କର ଅଗ୍ନିକାଣ୍ଡ ଘଟି ଏପର୍ଯ୍ୟନ୍ତ ୯ ଜଣ ଲୋକଙ୍କର ମୃତ୍ୟୁ ଘଟି ସାରିଲାଣି।ଯେତେବେଳେ କି ୩୫ରୁ ଉର୍ଦ୍ଦ୍ଵ ଲୋକ ନିଖୋଜ ଅଛନ୍ତି।ଏହି ଅଗ୍ନିକାଣ୍ଡରେ ପ୍ରାୟ ୬୭୦୦ ଘର...

ରାହୁଲଙ୍କ ପ୍ରଶ୍ନ:ନୋଟବନ୍ଦୀ ବେଳେ କୌଣସି କଳାଧନ ରଖିଥିବା ଧନୀଙ୍କୁ ଲାଇନରେ ଦେଖିଛ? ବିଜେପିର ଉତ୍ତର:ହଁ,ତୁମକୁ...

0
ଭୁବନେଶ୍ୱର:ଶୁକ୍ରବାର ଦିନ ଛତିଶଗଡ଼ରେ ଏକ ନିର୍ବଚନୀ ସଭାରେ ଭାଷଣ ଦେବା ସମୟରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ବିଜେପି ସରକାର ତଥା ନରେନ୍ଦ୍ର ମୋଦୀଙ୍କ ଉପରେ ଖୁବ୍ ବର୍ଷିଥିଲେ।ବିଭିର୍ଣ୍ଣ କଥାରେ ସେ ବିଜେପି...

ରାଜନୀତି ଛାଡ଼ିଦେବେ ପ୍ରତାପ ଷଡ଼ଙ୍ଗୀ!

0
ସନ୍ୟାସୀ ନେବେ ରାଜନୀତିରୁ ସନ୍ୟାସ? ଭୁବନେଶ୍ୱର:ରାଜ୍ୟ ବିଜେପିର ବରିଷ୍ଠ ନେତା ପ୍ରତାପ ଷଡ଼ଙ୍ଗୀ ରାଜନୀତି ଛାଡ଼ିଦେବେ!କ'ଣ ବିଜେପି ରାଜନୀତିରେ ସନ୍ୟାସୀ କୁହାଯାଉଥିବା ଏହି ସନ୍ୟାସୀ ରାଜନୀତିରୁ ସନ୍ୟାସ ନେଇଯିବେ?ଏହିପରି ଏକ ଆଲୋଚନା ଏବେ ବିଜେପି...

ବିଜେପିର ଚାଲିଛି ପାରାଲାଲ ବ୍ଲକ ଘେରାଉ:ଟାର୍ଗେଟରେ ବିଜେଡି ନୁହେଁ;ଟାର୍ଗେଟରେ ଟିକେଟ!

0
ଭୁବନେଶ୍ୱର:ବିଜେଡି ଶାସନ କାଳରେ ପିସି କାରବାର, ଦୁର୍ନୀତି, ଭ୍ରଷ୍ଟାଚାର,ପ୍ରିୟାପ୍ରୀତି ତୋଷଣ ଆଦି ବୃଦ୍ଧି ପାଇଥିବା ନେଇ ବିଜେପି କରୁଛି ବ୍ଲକ ଘେରାଉ କାର୍ଯ୍ୟକ୍ରମ।ବିଜେଡି ସରକାର ତଥା ସ୍ଥାନୀୟ ବିଧାୟକ ମାନଙ୍କର ଦୁର୍ନୀତି ଆଦି...

ଗୋବର୍ଦ୍ଧନ ପୂଜା

0
ଭୁବନେଶ୍ୱର:ଆଜି ଗିରୀଗୋବର୍ଦ୍ଧନ ପୂଜା।ଏହି ଦିନ ଗୋବର୍ଦ୍ଧନ ପୂଜା ହିସାବରେ ଗୋବର୍ଦ୍ଧନ ପର୍ବତର ପୂଜା କରାଯାଇଥାଏ।ପୁରାଣ ଅନୁଯାୟୀ,ଗୋକୂଳର ଲୋକମାନେ ଇନ୍ଦ୍ରଙ୍କର ପୂଜା କରି ଆସୁଥିଲେ।ଯାହାଙ୍କୁ ବର୍ଷାର ଦେବତା ମଧ୍ୟ କୁହାଯାଇଥାଏ।ତେବେ ଭଗବାନ କୃଷ୍ଣ ଗୋକୂଳ...

ୟୁପି ପରେ ଗୁଜୁରାଟ:ଅହମଦାବାଦ ହେବ କର୍ଣ୍ଣାବତୀ!

0
ଅହମଦାବାଦ:ନାମ ବଦଳିକରଣ ପ୍ରକ୍ରିୟା ଏବେ ଉତ୍ତରପ୍ରଦେଶରୁ ଗୁଜୁରାଟକୁ ଡେଇଁଛି।ଯୋଗୀ ସରକାର ଏଲ୍ହାବାଦ ନାମ ବଦଳେଇ ପ୍ରୟାଗରାଜ ଏବଂ ଫୈଜାବାଦ ନାମ ବଦଳେଇ ଅଯୋଧ୍ୟା କରିବା ପରେ ଏବେ ଏହି ନାମ ବଦଳିକରଣ ପରମ୍ପରା...

ପାର୍ଥିପତ୍ର ଦାଖଲ ବେଳେ କଳସ ଯାତ୍ରା;କଳସ ଭିତରେ କଏନ!

0
ଭୋପାଳ:ନାମାଙ୍କନ ପତ୍ର ଦାଖଲ ପାଇଁ ଯିବା ବେଳେ କଳସ ଧରି ଯାଉଥିଲେ ନେତା।ଏହା ଅସ୍ତି କଳସ ଯାତ୍ରା ପରି ପ୍ରତୟମାନ ହେଉଥିଲା।କିନ୍ତୁ,କଳସ ଭିତରେ ଥିଲା କଏନ।ନାମାଙ୍କନ ଫିସ ହିସାବରେ କଳସ ଭିତରେ କଏନ...

ସ୍ମୃତିଙ୍କ ଅଭିବ୍ୟକ୍ତି ଆଜାଦି:ସମାଲୋଚକଙ୍କୁ ସେମାନଙ୍କ ଅସ୍ତ୍ରରେ ଜବାବ

0
ଭୁବନେଶ୍ୱର;୦୭,ନଭେମ୍ବର:ଇଣ୍ଟରନେଟ ଦୁନିଆରେ ଅନେକ ସମୟରେ ବଡ଼ ବଡ଼ ହସ୍ତୀ ଟ୍ରୋଲ ହେବାର ଦେଖାଯାଆନ୍ତି।ଏବଂ ଏଥିରେ ସେଲିବ୍ରେଟି,ପିଲ୍ମ ଷ୍ଟାର ଏବଂ ରାଜନେତାଙ୍କ ନାମ ଆଗରେ ଥାଏ।ଏମାନଙ୍କୁ ନେଇ ସମାଲୋଚନା,କାର୍ଟୁନ ଆଦି ବିଭିର୍ଣ୍ଣ ଉପାୟରେ ଟ୍ରୋଲ...

ଫୈଜାବାଦ ହେଲା ଅଯୋଧ୍ୟା:ରାମଙ୍କ ନାମରେ ଏୟାରପୋର୍ଟ;ଦଶରଥଙ୍କ ନାମରେ ମେଡିକାଲ କଲେଜ!

0
ଅଯୋଧ୍ୟା;୦୬,ନଭେମ୍ବର:ଦୀପାବଳୀ ପର୍ବ ପୂର୍ବରୁ ଆୟୋଜିତ ଏକ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଆଦିତ୍ୟନାଥ ଯୋଗୀ ଯୋଗ ଦେଇ ଫୈଜାବାଦ ଜିଲ୍ଲାର ନାମ ପରିବର୍ତ୍ତନ କରି ଅଯୋଧ୍ୟା ରହିଲା ବୋଲି ଘୋଷଣା କରିଛନ୍ତି।ଏହା ସହ ସେଠାରେ ଏକ...