Tag: Bhadrak News
ମୋବାରକପୁର ମେଳଣ ଅନୁଷ୍ଠିତ
ଭଦ୍ରକ, ୧୩ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଏହି ଜିଲାର ଭଣ୍ଡାରିପୋଖରୀ ବ୍ଲକର ପାଟୁଳି ପଞ୍ଚାୟତ ଅନ୍ତର୍ଗତ ମୋବାରକପୁର ପଡିଆରେ ଦୋଳ ମେଲଣ ଗତକାଲି ରାତ୍ରରେ ଅନୁଷ୍ଠିତ ହୋଇ ଆଜି ପ୍ରତ୍ୟୁଷରେ...
ଭଦ୍ରକର ବିଭିନ୍ନ ସ୍ଥାନରେ ହୋଲି ଉତ୍ସବ ପାଳିତ
ଭଦ୍ରକ, ୯ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକରେ କରୋନା କଟକଣା ପରେ ପବିତ୍ର ହୋଲି ଉତ୍ସବ ମହାସମାରୋହରେ ପାଳିତ ହୋଇଛି। ବିଶେଷକରି ବଳଭଦ୍ରପୁର, କୁଆଁସ, ସାହାପୁର, ସନ୍ଥିଆ-ନୀଳକଣ୍ଠପୁର, କାଉପୁର,...
୮ଦଫା ଦାବି ନେଇ ବିକ୍ଷୋଭ କଲା ଅଙ୍ଗନୱାଡି ସଂଘ
ଭଦ୍ରକ, ୯ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭାରତୀୟ ମଜଦୁର ସଂଘ ଦ୍ୱାରା ଅନୁବନ୍ଧିତ ଅଲ୍ ଓଡ଼ିଶା ଅଙ୍ଗନୱାଡି ଲେଡିଜ୍ ୱାର୍କର୍ସ ଆସୋସିଏସନ ଭଦ୍ରକ ଶାଖା ପକ୍ଷରୁ ୮ ଦଫା...
ବାରୋ ଚାରିମାହାଲ ଯାଦବ ସଂଘ ପକ୍ଷରୁ ଐତିହାସିକ କୁମ୍ଭମେଳା
ଭଦ୍ରକ, ୯ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ବାରୋ ଚାରିମାହାଲ ଯାଦବ ସଂଘ ପକ୍ଷରୁ ଐତିହାସିକ କୁମ୍ଭମେଳା ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି। ଦୋଳପୂର୍ଣ୍ଣମୀ...
ତିହିଡିର ୧୪ଟି କେନ୍ଦ୍ରରେ ୨୮୬୬ ଛାତ୍ରଛାତ୍ରୀ ମେଟ୍ରିକ ପରୀକ୍ଷା ଦେବେ
ଭଦ୍ରକ, ୯ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଶୁକ୍ରବାର ଠାରୁ ଆରମ୍ଭ ହେବାକୁ ଯାଉଛି ମେଟ୍ରିକ୍ ପରୀକ୍ଷା। ଭଦ୍ରକ ଜିଲ୍ଲା ତିହିଡି ବ୍ଲକରେ ମୋଟ୍ ୧୪ଟି କେନ୍ଦ୍ରରେ ୨ ହଜାର...
ଭଣ୍ଡାରିପୋଖରୀରେ ହୋଲି ଓ ଦୋଳପର୍ବ ପାଳିତ
ଭଦ୍ରକ, ୯ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଏହି ଜିଲାର ଭଣ୍ଡାରିପୋଖରୀର ରଙ୍ଗର ପର୍ବ ହୋଲି ଓ ରାଧାକୃଷ୍ଣଙ୍କ ଦୋଳ ଉତ୍ସବ ପାଳିତ ହୋଇଛି। ବ୍ଲକର ଷୋଳମପୁର, ମାଳଦା, ନପଙ୍ଗ,...
୨୮ ବର୍ଷରେ ପଦାର୍ପଣ କଲା ତିହିଡି ମେଳନ
ଭଦ୍ରକ, ୯ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ୨୮ ବର୍ଷରେ ପଦାର୍ପଣ କଲା ଭଦ୍ରକ ଜିଲ୍ଲା ତିହିଡି ମେଳନ। ଦୁଇ ବର୍ଷ ଧରି କରୋନା କଟକଣାରେ ମାହୋଲ ସୀମତି ଥିବା...
ମେଡିକାଲ କଲେଜ ନହେଲେ ବିଜୁ ସ୍ମୃତି କମିଟି ନବୀନ ନିବାସ ଆଗରେ ଅନଶନ କରିବ
ଭଦ୍ରକ, ୯ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ବିଜୁ ଜୟନ୍ତୀରେ ବିଜୁ ସ୍ମୃତି କମିଟି ପକ୍ଷରୁ ବିଜୁ ବାବୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ, ଦରିଦ୍ର ନାରାୟଣ ସେବାରେ ଅନାଥମାନଙ୍କ ମିଷ୍ଟାନ୍ନ ବଣ୍ଟନ...
ଅଗ୍ନିକାଣ୍ଡରେ ଜଳିଗଲା ପାଳଗଦା
ଭଦ୍ରକ, ୯ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ଜିଲା ଭଣ୍ଡାରିପୋଖରୀର ବ୍ଲକର ଦକ୍ଷିଣବାଡ ପଞ୍ଚାୟତ କୁସୁମା ଗ୍ରାମର ନିରାମାକର ଦାସଙ୍କ ପାଳଗଦା ଓ ଦିବାକର ଦାସଙ୍କ ପାଳଗଦାରେ ଗତ...
ରାମନବମୀ ପାଳନ ଉପଲକ୍ଷେ ପ୍ରଶାସନିକ ପ୍ରସ୍ତୁତି ବୈଠକ, ଡି.ଜେ., ମଦ, ସାମାଜିକ ଗଣମାଧ୍ୟମର ଦୂରୁପଯୋଗ...
ଭଦ୍ରକ, ୯ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଓଡ଼ିଶା ପ୍ରସିଦ୍ଧ ଭଦ୍ରକ ରାମନବମୀ ପର୍ବ ପାଳନ ଉପଲକ୍ଷେ ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସଦ୍ଭାବନା ସଭାଗୃହରେ ଜିଲ୍ଲା ପ୍ରଶାସନ ଆନୁକୂଲ୍ୟରେ ପ୍ରଶାସନିକ...
ସର୍ବଭାରତୀୟ ଏକ୍ରାମୁଲ ହକ୍ ଫୁଟବଲ ଟୁର୍ଣ୍ଣାମେଣ୍ଟ, ଏମ.ବି.ସି. କଲିକତାକୁ ୨-୦ରେ ହରାଇଲା କଟକର ମଙ୍ଗଳା...
ଭଦ୍ରକ, ୯ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ପୁରୁଣାବଜାର ହନିଫ କ୍ଲବ ଆନୁକୁଲ୍ୟରେ ପୁରୁଣାବଜାରସ୍ଥିତ ମହାବୀର ପଡ଼ିଆଠାରେ ସର୍ବଭାରତୀୟ ଏକ୍ରାମୁଲ ହକ୍ (ଜୁଲୁ) ମେମୋରିଆଲ ଫୁଟବଲ ଟୁର୍ଣ୍ଣାମେଣ୍ଟ ଆଜିଠୁ ଅପରାହ୍ନ...
ଜିଲାସ୍ତରୀୟ ବ୍ୟାଙ୍କିଙ୍ଗ ସେବା ଓ ଋଣ କର୍ମଶାଳା
ଭଦ୍ରକ, ୯ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ବାଲେଶ୍ୱର-ଭଦ୍ରକ କେନ୍ଦ୍ର ସମବାୟ ବ୍ୟାଙ୍କ ଆନୁକୂଲ୍ୟରେ କ୍ଷୁଦ୍ର ଓ ନାମମାତ୍ର ଚାଷୀ, ଭୂମିହୀନ ଓ ଭାଗ ଚାଷୀ, ସ୍ୱୟଂ ସହାୟକ ଗୋଷ୍ଠୀ,...
ଭଦ୍ରକ ଜିଲା ସବ୍ରେଜିଷ୍ଟରଙ୍କ ମନମୁଖୀ କାର୍ଯ୍ୟକୁ ତୀବ୍ର ବିରୋଧ, ୩ୟ ଦିନରେ ପହଞ୍ଚିଲା ଜନ...
ଭଦ୍ରକ, ୪ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ଜିଲା ସବ୍ରେଜିଷ୍ଟରଙ୍କ ମନମୁଖୀ କାର୍ଯ୍ୟ ପ୍ରତିବାଦରେ ଜିଲା କାର୍ଯ୍ୟାଳୟ ସମ୍ମୁଖରେ ମୋହରୀର ସଂଘ ଓ ଜନସାଧାରଣ ପକ୍ଷରୁ ଦିଆଯାଇଥିବା ଜନ...
ଯୁବମୋର୍ଚ୍ଚା କାର୍ଯ୍ୟକର୍ତ୍ତାଙ୍କୁ ଆକ୍ରମଣ ପ୍ରସଙ୍ଗରେ ଏସ୍ପି ଅଫିସ୍ ଘେରିଲା ବିଜେପି
ଭଦ୍ରକ, ୪ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ବିଜେପି ଯୁବମୋର୍ଚ୍ଚା କାର୍ଯ୍ୟକର୍ତ୍ତାଙ୍କୁ ଭୁବନେଶ୍ୱର ଠାରେ ବିକ୍ଷୋଭ ପ୍ରଦର୍ଶନ ସମୟରେ ପୁଲିସ୍ର ଅତିରିକ୍ତ ଓ ମରଣାନ୍ତକ ଆକ୍ରମଣ ପ୍ରସଙ୍ଗରେ ପ୍ରତିବାଦ କରି...
ଜୁନିୟର ରେଡ଼କ୍ରସ ଶିକ୍ଷା ଓ ତାଲିମ ଶିବିର ଉଦ୍ଯାପିତ
ଭଦ୍ରକ, ୪ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ଚୁନଟି, ଚରମ୍ପା ଠାରେ ଦୁଇଦିନ ଧରି ଚାଲିଥିବା ଜିଲ୍ଲାସ୍ତରୀୟ ଜୁନିୟର ରେଡ଼କ୍ରସ ଶିକ୍ଷା ତାଲିମ ଶିବିର...
ଭଣ୍ଡାରିପୋଖରୀ ବ୍ଲକ୍ରେ ଅନୁଷ୍ଠିତ ହେଲା ମାସର ଶେଷ ମିଳିତ ଜନଶୁଣାଣି ଶିବିର
ଭଦ୍ରକ, ୨୭ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଜିଲ୍ଲାପାଳ ଓ ଏସ୍.ପି.ଙ୍କ ମିଳିତ ଜନାଭିଯୋଗ ଶୁଣାଣି ଶିବିର ଆୟୋଜନ ନେଇ ଭଦ୍ରକ ଜିଲ୍ଲା କାର୍ଯ୍ୟାଳୟ ଦ୍ୱାରା ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ...
ଧାନ ବିକି ବିଳମ୍ବରେ ମୂଲ୍ୟ ମିଳିବା ନେଇ ଚାଷୀଙ୍କ ମଧ୍ୟରେ ଅସନ୍ତୋଷ
ଭଦ୍ରକ, ୨୭ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ଜିଲ୍ଲା ତିହିଡ଼ି ବ୍ଲକ ଅଧୀନରେ ଥିବା ସରକାରୀ ଧାନମଣ୍ଡିରେ ଚାଷୀ ଧାନ ବିକ୍ରି କରି ବିଳମ୍ବରେ ମୂଲ୍ୟ ପାଉଛନ୍ତି। ଯାହାକୁ...
‘ଆମ୍ବବଉଳର ମହକ ଆମ ଚେତନାରେ ଭରିଦିଏ ଆନନ୍ଦ’, ତିହିଡ଼ି ସାହିତ୍ୟ ସାଂସ୍କୃତିକ ମଞ୍ଚ ପକ୍ଷରୁ...
ଭଦ୍ରକ, ୨୭ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ପ୍ରକୃତିଜଗତର ସୌନ୍ଦର୍ଯ୍ୟକୁ ଉପଭୋଗ କରିବାର ଲାଳସା ମଣିଷର ଏକ ସହଜାତ ପ୍ରବୃତ୍ତି। ଜୀବ ମାତ୍ରେଇ ପ୍ରକୃତି ସ୍ୱରୂପା ଓ ପ୍ରକୃତି ଜଗତ...
ଜମିବାଡ଼ି ବିବାଦରୁ ଘରପୋଡ଼ି ଦେଇଥିବା ନେଇ ମାମଲା ରୁଜୁ
ଭଦ୍ରକ, ୨୭ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ଜିଲା ତିହିଡ଼ି ଥାନା ସୟା ପଞ୍ଚାୟତ ଅଧୀନ ବାଲିଚତୁରୀ ଡିଆଁସାହି ଗ୍ରାମର ଜଣେ ବୃଦ୍ଧାଙ୍କର ଜମିବାଡ଼ି ବିବାଦକୁ ନେଇ ସେହିଗ୍ରାମର...
ଆଇନ୍ ସଚେତନତା ଓ ସଶକ୍ତିକରଣ ଶିବିର
ଭଦ୍ରକ, ୨୩ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ମହିଳା ମହାବିଦ୍ୟାଳୟ ଭଦ୍ରକରେ ଆଇନ୍ ସଚେତନତା ଓ ସଶକ୍ତିକରଣ ଶିବିର ଅନୁଷ୍ଠିତ ହୋଇ ଯାଇଛି। ଜିଲ୍ଲା ଓ ଦୌରାଜଜ୍ ତଥା...
























