Tag: Bhadrak News
ରାଜ୍ୟ ରାଜପଥରେ ଧାନବସ୍ତା ରଖି ଚାରିତରଫ ଚାଷୀଙ୍କ ରାସ୍ତା ଅବରୋଧ, ଧାନ ନିଅ ନଚେତ...
ଭଦ୍ରକ, ୨୦ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ଜିଲ୍ଲା ତିହିଡି଼ ବ୍ଲକ ଅଧୀନ ଚାରିତରଫ ସମବାୟ ସମିତିର ଚାଷୀମାନେ ସମିତି ପାର୍ଶ୍ୱସ୍ଥ ଭଦ୍ରକ -ଚାନ୍ଦବାଲି ରାଜ୍ୟ ରାଜପଥକୁ ଶୁକ୍ରବାର...
ଉତ୍କଳ କେଶରୀ ଆଗରପଡା ମହୋତ୍ସବ ଉଦ୍ଘାଟିତ୍, ଇତିହାସର ମୂକ ସାକ୍ଷୀ ଆଗରପଡା-ଶଶି ସାହୁ, ଅଭିନେତ୍ରୀ...
ଭଦ୍ରକ, ୨୦ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ବରପୁତ୍ର ମାଟି ଆଗରପଡା, ଯୋଗଜନ୍ମା ପୁରୁଷ ଉତ୍କଳ କେଶରୀ ଡ.ହରେକୃଷ୍ଣ ମହତାବ ଏ ମାଟିରେ ଜନ୍ମ ଗ୍ରହଣ କରି ଆମ ସମସ୍ତଙ୍କୁ...
ଆର୍ôଥକ ସାକ୍ଷରତା ଓ ଆର୍ôଥକ ଅନ୍ତର୍ଭୂକ୍ତିକରଣ ତଥା ସାଇବର ସଚେତନତା ଶିବିର
ଭଦ୍ରକ, ୨୦ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ଜିଲ୍ଲା ପ୍ରଶାସନ ତରଫରୁ ଆର୍ôଥକ ସାକ୍ଷରତା ଓ ଆର୍ôଥକ ଅନ୍ତର୍ଭୂକ୍ତିକରଣ ଶିବିର ତଥା ସାଇବର ସଚେତନତା ବିଷୟରେ ତିହିଡ଼ି ଡିଗ୍ରୀ...
ଜିଲ୍ଲା ରକ୍ତ ସଂଗଠନର ୬ତମ ପ୍ରତିଷ୍ଠା ଦିବସ ପାଳିତ
ଭଦ୍ରକ, ୨୦ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ପ୍ରସିଦ୍ଧ ଶୈବକ୍ଷେତ୍ର ଆରଡି ଧାମର ବାବା ଆଖଣ୍ଡଳମଣିଙ୍କ ମନ୍ଦିର ପରିସରରେ ସାମାଜିକ ଭଦ୍ରକ ଜିଲ୍ଲା ରକ୍ତ ସଂଗଠନ ପକ୍ଷରୁ ଷଷ୍ଠ ତମ...
ପଂଚାୟତ ଅଫିସ ପଛରେ ଅନ୍ଧାର, ୫୯ ବର୍ଷ ହେବ ଝାଟିମାଟି କୁଡ଼ିଆରେ ଅସହାୟ ବିଧବା,...
ଭଦ୍ରକ, ୨୦ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ସରକାର ଗରିବ, ଭୂମିହୀନ ଓ ନିରାଶ୍ରୟ ଙ୍କ ପାଇଁ ଶହ ଶହ କୋଟି ଟଙ୍କାର ଆବାସ ଯୋଜନା କରୁଥିବା ବେଳେ, ବାସ୍ତବ...
ଜାତୀୟ ସ୍ତରୀୟ ପୂର୍ବାଂଚଳ ୧୧ ବର୍ଷରୁ କମ୍ ରୋଲ୍ବଲ ପ୍ରତିଯୋଗିତାରେ ଭଦ୍ରକରୁ ସାରାଂଶ ମନୋନୀତ
ଭଦ୍ରକ, ୨୦ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଓଡିଶାର ଭୁବନେଶ୍ୱର ଠାରେ ଆରମ୍ଭ ହେବାକୁ ଯାଉଥିବା ଜାତୀୟ ସ୍ତରୀୟ ପୁର୍ବାଂଚଳ (୧୧ ବର୍ଷରୁ କମ) ରୋଲବଲ ପ୍ରତିଯୋଗିତା ଟି ୨୧...
ଧାମରାରେ ବିଦେଶୀ କଇଁଛ(ଅଲିଭ ରିଡଲେ)ଙ୍କ ଅଣ୍ଡାଦାନରେ ବାଧକ ଜଳବାୟୁ ପରିବର୍ତନ
ଭଦ୍ରକ, ୨୦ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଏହି ଜିଲାର ଚାନ୍ଦବାଲି ବ୍ଲକ ଧାମରା ଅଂଚଳକୁ ଆସୁଥିବା ବିଦେଶୀ କଇଁଛ ଅଲିଭ ରିଡଲେଙ୍କ ସଙ୍ଗମ ପର୍ବ ଶେଷ ହୋଇଥିବା ବେଳେ...
ଶନିବାରରେ ହେବ ଇଦ-ଉଲ-ଫିତର ନମାଜ
ଭଦ୍ରକ, ୨୦ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ମୁସଲିମ ଜମାତ ହଲାଲ କମିଟିର ଏକ ବୈଠକ ଗୁରୁବାର ସନ୍ଧ୍ୟା ୭ ଘଟିକା ରେ ପୁରୁଣା ବଜ଼ାର ସ୍ଥିତ ମଦିନା...
ପୁରୁଣାବଜାର ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ରାଷ୍ଟ୍ରୀୟ ନବ ବର୍ଷ ପାଳିତ
ଭଦ୍ରକ, ୧୯ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ବିଦ୍ୟା ଭାରତୀ ଶିକ୍ଷା ବିକାଶ ସମିତି, ଓଡିଶା ଙ୍କ ଯୋଜନା ଆଧାରରେ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର, ପୁରୁଣା ବଜାର, ଭଦ୍ରକରେ...
ଐତିହାସିକ ଗୋହିରାଟିକିରିରେ ପ୍ରଶାସନିକ ନିଷ୍ପତିକୁ ଜନ ବିରୋଧ, ପର୍ଯ୍ୟଟକ ସୁବିଧା କେନ୍ଦ୍ରକୁ ପାଠାଗାର କରିବାକୁ...
ଭଦ୍ରକ, ୧୯ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଓଡ଼ିଶାର ଐତିହାସିକ ଯୁଦ୍ଧ କ୍ଷେତ୍ର ଧାମନଗର ବ୍ଲକ ମୁସ୍ତଫାପୁର ର ଗୋହିରାଟିକିରି ପୀଠରେ ପ୍ରଶାସନିକ ନିଷ୍ପତିକୁ ନେଇ ଜନଅସନ୍ତୋଷ ଦେଖାଦେଇଛି। ୨୦୧୯...
ଧାମନଗରରେ ପାନୀୟ ଜଳ ବିପର୍ଯ୍ୟୟ, ୪ ବର୍ଷ ହେଲା ଗାଦି ମାଡ଼ି ବସିଛନ୍ତି ଯନ୍ତ୍ରୀ,...
ଭଦ୍ରକ, ୧୯ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ରାଜ୍ୟ ସରକାରଙ୍କ ସ୍ୱଚ୍ଛ ଶାସନ ଓ ଠିକ୍ ସମୟରେ ବଦଳି ନିୟମକୁ ଧାମନଗର ବ୍ଲକ ଗ୍ରାମ୍ୟ ଜଳ ଯୋଗାଣ ବିଭାଗରେ ଖୋଲାଖୋଲି...
ଧାମରାରେ ଜଙ୍ଗଲ ପରିବେଶ ଓ ଜଳବାୟୁ ବିଭାଗ ତରଫରୁ ଡଲଫିନ ଏବଂ କଇଁଛ ସୁରକ୍ଷା...
ଭଦ୍ରକ, ୧୯ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଏସିଆର ଦ୍ୱିତୀୟ ବୃହତମ ବନ୍ଦର ଧାମରା ନଦୀ ମୁହାଣରେ ନୂତନ ଭାବେ ଦୀର୍ଘ ୫ବର୍ଷ ହେବ ଦେଖା ଦେଇଥିବା ବିରଳ ପ୍ରଜାତିର...
ବର୍ଣ୍ଣବୋଧ ବିନା ଓଡ଼ିଆ ଭାଷାର ପ୍ରଗତି ଅସମ୍ଭବ – ଅତିରିକ୍ତ ଜିଲ୍ଲପାଳ ଶ୍ରୀ ଦତ,...
ଭଦ୍ରକ, ୧୯ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ଜିଲ୍ଲାର ଅଗ୍ରଣୀ ସାହିତ୍ୟ, ସଂସ୍କୃତି ଓ ସେବା ସଂଗଠନ ଡ଼ ନରହରି ବେହେରା ଟ୍ରଷ୍ଟ ଆନୁକୁଲ୍ୟରେ ଭଦ୍ରକ ସହର ନୂଆବଜାର...
ପ୍ରଧାନଆଚାର୍ଯ୍ୟଙ୍କ ନିଲମ୍ବନ ପ୍ରତିବାଦରେ ଗୁରୁଜୀ ଓ ଗୁରୁମାଙ୍କ ଧାରଣା
ଭଦ୍ରକ, ୧୯ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ଜିଲ୍ଲା ତିହିଡି଼ ଶିଶୁ ବିଦ୍ୟାମନ୍ଦିରର ପ୍ରଧାନ ଆଚାର୍ଯ୍ୟଙ୍କୁ ଶିଶୁ ମନ୍ଦିର ପରିଚାଳନା ସମିତି ନିଲମ୍ବିତ କରିଛି।ଏଥିସହ ଗୁରୁଜୀ ଓ ଗୁରୁମାଙ୍କୁ...
ବାରସର ସମିତି ମଣ୍ଡିର ଧାନକ୍ରୟ ଅଧିକାରୀଙ୍କ ଅବହେଳାର ପ୍ରତିବାଦ, ଚାଷୀଙ୍କ ଟୋକନ ମିଆଦ ସରିବା...
ଭଦ୍ରକ, ୧୯ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ଜିଲ୍ଲା ତିହିଡି଼ ବ୍ଲକ ଅଧୀନ ବାରସର ସମବାୟ ସମିତି ମଣ୍ଡିର ଧାନ କ୍ରୟ ଅଧିକାରୀଙ୍କ ଅବହେଳା ପାଇଁ ସମିତିର ୨ଜଣ...
ଜମି ବିବାଦ ତୀବ୍ର, ପୂର୍ବତନ ସେନା କର୍ମଚାରୀଙ୍କ ଘର ଉପରେ ବୋମା ମାଡ଼ ଅଭିଯୋଗ,...
ଭଦ୍ରକ, ୧୯ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଏହି ଜିଲାର ଧାମନଗର ବ୍ଲକ ରାଧାବଲ୍ଲଭପୁର ପଂଚାୟତର ବନ୍ଧଟିଆ ଗ୍ରାମରେ ଜମିଜମା ବିବାଦକୁ କେନ୍ଦ୍ର କରି ତଣାତଣି ତୀବ୍ର ଆକାର ଧାରଣ...
ଯାଜପୁର କୋରେଇ ଶିକ୍ଷା ବିଭାଗରେ ବଡ଼ ଧରଣର ହେରଫେର, ଭିଜିଲାନ୍ସ ଜାଲରେ ଭଦ୍ରକ ଜନ...
ଭଦ୍ରକ, ୧୯ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଯାଜପୁର କୋରେଇ କୋରେଇ ଶିକ୍ଷା ବିଭାଗରେ ୫.୫୬ କୋଟି ଟଙ୍କାର ଠକେଇ ହୋଇଥିଲା। ଗତକାଲି ରାଜ୍ୟ ଭିଜିଲାନ୍ସ ବିଭାଗ ଭଦ୍ରକ ଜନା...
ଶ୍ରୀ ଶ୍ରୀ ରାଧାଗୋବିନ୍ଦ ଦେବ ଓ ଗୈାର ଗୋପାଳଙ୍କର ନୂତନ ଭବ୍ୟ ମନ୍ଦିର ଉନ୍ମୋଚନ...
ଭଦ୍ରକ, ୧୯ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଆଜି ଭଦ୍ରକ ମୁନିସିପାଲଟି ୱାର୍ଡ ନମ୍ବର ୧୪ ର ଇସ୍କନ ଶ୍ରୀ ଶ୍ରୀ ରାଧା ଗୋବିନ୍ଦ ଦେବ ଓ ଗୈାର ଗୋପାଳଙ୍କ...
ବେଆଇନ୍ ଗୋରୁ ବୋଝେଇ ଗାଡି ଜବତ
ଭଦ୍ରକ, ୧୯ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଏହି ଜିଲାର ଭଣ୍ଡାରିପୋଖରୀ ଥାନା ଅଧୀନସ୍ଥ ୧୬ନଂ ଜାତୀୟ ରାଜପଥର ପାଳଦାବାଙ୍କ ଚକବନ୍ଦୀ କାର୍ଯ୍ୟାଳୟ ନିକଟରେ ଆଜି ସକାଳ ୬ ଘଟିକା...
ମାଛ ବୋଝେଇ ଟ୍ରକ୍ ପଛରୁ ପିଟିଲା ହାଇୱା, ଚାଳକ ମୃତ, ହେଲପର ଆହତ
ଭଦ୍ରକ, ୧୯ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଏହି ଜିଲାର ଭଣ୍ଡାରିପୋଖରୀ ଥାନା ଅଧୀନସ୍ଥ ୧୬ନଂ ଜାତୀୟ ରାଜପଥର ଜାମିନୀବିନ୍ଧା ପେଟ୍ରୋଲ ପମ୍ପ ନିକଟରେ ଏକ ବାଲି ବୋଝେଇ ହାଇୱା...
























