Tag: Bhadrak News
କୋଚିଳା ନଦୀବନ୍ଧ ନିର୍ମାଣ ବେଳେ ଜୁନିୟର ମାଇନିଙ୍ଗ ଅଫିସରଙ୍କ ଦାଦାଗିରି, ଲୋଙ୍କ ଅସନ୍ତୋଷର ଶିକାର...
ଭଦ୍ରକ, ୨୧ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ଜିଲ୍ଲାର ଧାମନଗର ବ୍ଲକ ରେ ବିଭିନ୍ନ ସରକାରୀ ,ଗୋଚର , ଅନାବାଦୀ ସ୍ଥାନ ରେ ବେଆଇନି ଭାବେ ମାଟିମାଫିଆ ମାନେ...
ଭଦ୍ରକ ବିଧାନସଭା ନିର୍ବାଚନ ମଣ୍ଡଳୀ ବିକାଶ କମିଟି ବୈଠକ
ଭଦ୍ରକ, ୨୧ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଆଜି ଦିବା ୧୦ଟା ରେ ଭଦ୍ରକ ଜିଲ୍ଲା ପରିଷଦ ସଭା କକ୍ଷ ରେ ଭଦ୍ରକ ବିଧାନସଭା ନିର୍ବାଚନମଣ୍ଡଳୀ ବିକାଶ କମିଟି (...
ଭଦ୍ରକର ପ୍ରସିଦ୍ଧ ପାଳୁଅ ଲଡୁକୁ ଜିଆଇ ଟ୍ୟାଗର ମାନ୍ୟତା ନେଇ ଜିଲା ପ୍ରଶାସନର ପ୍ରସ୍ତୁତି...
ଭଦ୍ରକ, ୨୧ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଦିନ ଥିଲା ଭଦ୍ରକର ପାଳୁଅ ଲଡୁ କେବଳ ଓଡ଼ିଶା ନୁହେଁ ପରାଧୀନ ଭାରତ ବର୍ଷକୁ ଶାସନ କରୁଥିବା ବ୍ରିଟିଶମାନେ ଦରିଆ ପାରି...
ଲାଂଚ ନେବା ଅଭିଯୋଗରେ ସହାୟକ କାର୍ଯ୍ୟନିର୍ବାହୀ ଯନ୍ତ୍ରୀଙ୍କୁ ଚାକିରୀରୁ ବହିଷ୍କାର
ଭଦ୍ରକ, ୨୧ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଠିକାଦାରଙ୍କ ଠାରୁ ଲାଂଚ ନେବା ଅଭିଯୋଗରେ ଆଜି ଜଣେ ସହାୟକ କାର୍ଯ୍ୟନିର୍ବାହୀ ଯନ୍ତ୍ରୀଙ୍କୁ ଚାକିରୀରୁ ବହିଷ୍କାର କରାଯାଇଛି। ସୂଚନା ଅନୁସାରେ କେନ୍ଦ୍ରାପଡା...
ଭଦ୍ରକ କନିଷ୍ଠ ମହାବିଦ୍ୟାଳୟର ଯୁକ୍ତ ଦୁଇ ପରୀକ୍ଷାଫଳ, କଳାରେ ସ୍ନେହଲତା ପଣ୍ଡା, ବାଣିଜ୍ୟରେ ସ୍ୱର୍ଣ୍ଣପ୍ରଭା...
ଭଦ୍ରକ, ୨୧ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଆଜି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚ୍ଏସଇ) ଯୁକ୍ତ ଦୁଇ କଳା ପରୀକ୍ଷା ଫଳରେ ଭଦ୍ରକ ଯୁକ୍ତ ଦୁଇ କନିଷ୍ଠ ମହାବିଦ୍ୟାଳୟର...
ମଙ୍ଗଳପୁର ମା’ ମଙ୍ଗଳାଙ୍କ ମନ୍ଦିରର ୧୧ତମ ପ୍ରତିଷ୍ଠା ଉତ୍ସବ
ଭଦ୍ରକ, ୨୦ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ)- ଭଦ୍ରକ ଜିଲା ତିହିଡ଼ି ବ୍ଲକ ମଙ୍ଗଳପୁର ଗ୍ରାମର ଅଧିଷ୍ଠାତ୍ରୀ ଦେବୀ ମା’ ମଙ୍ଗଳାଙ୍କ ମନ୍ଦିରର ୧୧ତମ ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହେଉଛି ।...
ତିହିଡ଼ି ଯୁବମଂଚ ପକ୍ଷରୁ ରଜ ମହୋତ୍ସବ ପାଇଁ ପ୍ରସ୍ତୁତି ବୈଠକ
ଭଦ୍ରକ, ୨୦ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ)- ଭଦ୍ରକ ଜିଲା ତିହିଡ଼ି ବ୍ଲକର ଅଗ୍ରଣୀ ସାମାଜିକ ସଂଗଠନ ତିହିଡ଼ି ଯୁବମଂଚ ପକ୍ଷରୁ ପ୍ରତିବର୍ଷ ପରି ଚଳିତବର୍ଷ ଜୁନ ୧୪ ଓ ୧୫...
ପ୍ରଜ୍ଞା ପ୍ରବାହର ବୁଦ୍ଧିଜୀବୀ ସମ୍ମିଳନୀ,ସ୍ୱଧର୍ମ, ସ୍ୱରାଜ, ସ୍ୱଦେଶୀ ଆଧାରରେ ଭାରତର ବିକାଶ ସମ୍ଭବ
ଭଦ୍ରକ, ୨୦ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ)- ମୁନୀ, ଯୋଗୀ, ଋଷି ମାନଙ୍କର ଦେଶ ଭାରତ ଅତୀତରେ ସମସ୍ତ କ୍ଷେତ୍ରରେ ଉତ୍କର୍ଷ ଲାଭ କରିଥିଲେ ହେଁ ଶହଶହ ବର୍ଷର ବିଦେଶୀ ଆକ୍ରମଣ...
ପର୍ବତୀ ସାଇ ଫନ ସଫା ହେଉନି
ଭଦ୍ରକ, ୨୦ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ)- ଆଖୁଆପଦା ଜଳ ସଂପଦ ବିଭାଗ ଅଧୀନରେ ଥିବା ହାଇଲେବଲ୍ କେନାଲ ତଳେ ଯାଇଥିବ ପର୍ବତୀ ସାଇଫନଟିର ଜଳ ନିଷ୍କାସନ ପଥ ଦଳ ଓ...
ଖେଲୋଇଣ୍ଡିଆ ସେଂଟର ଦ୍ୱାରା ଟେନିକଏଟ୍ ଖେଳର ଗ୍ରୀଷ୍ମ କାଳୀନ ପ୍ରଶିକ୍ଷଣ ଶିବିର ୨୩ ରୁ...
ଭଦ୍ରକ, ୨୦ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ)- ଭଦ୍ରକ ଜିଲ୍ଲାର ପିଏମ୍ ଶ୍ରୀ ବିନ୍ଦୁ ମାଧବ ବାଗୁରାଇ ଉଚ୍ଚ ବିଦ୍ୟାଳୟ ପରିସରରେ ଖେଲୋ ଇଣ୍ଡିଆ ସେଂଟର ଆନୁକୁଲ୍ୟରେ ପ୍ରଶିକ୍ଷକ ରାଜେସ କୁମାର...
ଧାମନଗରରେ ମାଟି ମାଫିଆଙ୍କ ରାଜ୍, ଖଣି ବିଭାଗ ଚୁପ୍ !
ଭଦ୍ରକ, ୨୦ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ)- ଭଦ୍ରକ ଜିଲା ଧାମନଗର ବ୍ଲକ ଅଂଚଳରେ ମାଟି ଓ ମାଫିଆଙ୍କ ରାଜ ଆରମ୍ଭ ହୋଇଯାଏ । ପ୍ରତିବର୍ଷ ପରି ଏ ବର୍ଷ ମଧ୍ୟ...
ଦଳାଙ୍ଗ ପଂଚାୟତରେ ମୋ ପୋଖରୀ ଖୋଳାରେ ଦୁର୍ନୀତି ଅଭିଯୋଗ
ଭଦ୍ରକ, ୨୦ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ)- ଭଦ୍ରକ ଜିଲା ଧାମନଗର ବ୍ଲକ ଦଳାଙ୍ଗ ପଂଚାୟତରେ ଚାଷୀଙ୍କୁ ମୋ ପୋଖରୀ ଯୋଜନା ରେ ୧ ଲକ୍ଷ ୬୬ ହଜାର ଏଷ୍ଟିମେଂଟ କରା...
ଥାନା ପରିସରରେ ସିଜ୍ ହୋଇ ଠିଆ ହୋଇଥିବା ଗାଡିରୁ ଚକ ଗାଏବ!
ଭଦ୍ରକ, ୨୦ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ)- ଭଦ୍ରକ ଜିଲ୍ଲା ଗ୍ରାମାଂଚଳ ଥାନା ଅନ୍ତର୍ଗତ ରାହାଞ୍ଜ ଗ୍ରାମ ପଂଚାୟତ ବାଇସା ସାହି ଗ୍ରାମରେ ପୂର୍ଣଚନ୍ଦ୍ର ନାୟକ ନାମକ ଏକ ବ୍ୟକ୍ତି ଯିଏକି...
ବିଭିନ୍ନ ସ୍ଥାନରେ ଅବକାରୀ ବିଭାଗର ଚଢ଼ାଉ,ଚୋରା ଦେଶୀ ଓ ବିଦେଶୀ ମଦ ଜବତ, ୪...
ଭଦ୍ରକ, ୨୦ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ)- ଭଦ୍ରକ ଜିଲା ତିହିଡ଼ି ଅବକାରୀ ଥାନା ଅଧୀନ ପୀରହାଟ ଅଂଚଳର ବିଭିନ୍ନ ସ୍ଥାନରେ ଅବକାରୀ ବିଭାଗର ଭ୍ରାମ୍ୟମାଣ ସ୍କ୍ୱାର୍ଡ଼ ଓ ତିହିଡ଼ି ଅବକାରୀ...
ଶ୍ରମିକ ବିରୋଧୀ ଶ୍ରମ କୋର୍ଡ ଓ ୱାକଫ ବୋର୍ଡ ସଂଶୋଧନ ଆଇନ ବାତିଲ ଦାବି,ଭଦ୍ରକରେ...
ଭଦ୍ରକ, ୨୦ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ)- ଶ୍ରମିକ ବିରୋଧୀ ଶ୍ରମ କୋର୍ଡ ବାତିଲ କର, ସମସ୍ତ ଠିକା, ସ୍କିମ , ଅସଂଗଠିତ ଶ୍ରମିକ ମାନଙ୍କ ମାସିକ ସର୍ବନିମ୍ନ ମଜୁରୀ ୨୬...
ଜାହ୍ନବୀଙ୍କ ସଫଳତାରେ ପ୍ରଧାନମନ୍ତ୍ରୀଙ୍କ ପକ୍ଷରୁ ପ୍ରେରଣା ପତ୍ର ପ୍ରଦାନ
ଭଦ୍ରକ, ୨୦ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ)- ଭଦ୍ରକ ବ୍ଲକ ବନ୍ଧଗାଁ ପଂଚାୟତର କାଳିଦାସପୁର ଗ୍ରାମ ର ପିତା ଗଙ୍ଗାଧର ବାରିକ ମାତା ଶଶି ରେଖା ବାରିକ ଙ୍କ ବଡ଼ ଝିଅ...
ଉତ୍କଳ ଭଉଁରୀଖେଳରେ ସମ୍ପନ୍ନ ହେଲା ଆଖଣ୍ଡଳମଣିଙ୍କ ଚନ୍ଦନଯାତ୍ରା
ଭଦ୍ରକ, ୨୦ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ)- ପବିତ୍ର ଅକ୍ଷୟତୃତୀୟା ଠାରୁ ଉତ୍କଳଭଉଁରୀ ଯାଏଁ ୨୧ଦିନ ଧରି ଚାଲିଥିବା ବାବା ଆଖଣ୍ଡଳମଣିଙ୍କ ଚନ୍ଦନଯାତ୍ରା ମଙ୍ଗଳବାର ଉତ୍କଳ ଭଉଁରୀଖେଳରେ ସମ୍ପନ୍ନ ହୋଇଛି ।...
କୃଷି ବିଜ୍ଞାନ କେନ୍ଦ୍ରରେ ଏଗ୍ରୋ ୟୁକୋ ଟୁରିଜିମ୍ ପ୍ରକଳ୍ପ ପ୍ରସ୍ତାବ,୨୫ କୋଟି ବ୍ୟୟ ଅଟକଳର...
ଭଦ୍ରକ, ୨୦ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ)- ରାଣୀତାଲ ସ୍ଥିତ କୃଷି ବିଜ୍ଞାନ କେନ୍ଦ୍ର ପରିସରରେ ୨୫ କୋଟିରୁ ଉର୍ଦ୍ଧ୍ୱ ଟଙ୍କା ବ୍ୟୟରେ ପ୍ରତିଷ୍ଠା ହେବାକୁ ଥିବା ପ୍ରସ୍ତାବିତ ଏଗ୍ରୋ ୟୁକୋ...
ବୀର ଯବାନ ମାନଙ୍କ ଉଦ୍ଧେଶ୍ୟରେ ”ସିନ୍ଦୂର ଯାତ୍ରା’ ଶୋଭାଯାତ୍ରାରେ ସାମିଲ ହେଲେ ସହସ୍ରାଧିକ ଜନତା
ଭଦ୍ରକ, ୨୦ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ)- କିଛି ଦିନ ପୂର୍ବରୁ ପାକିସ୍ତାନ ଆତଙ୍କ ବାଦି ଙ୍କ ବର୍ବରତା ରେ ନିରୀହ ଲୋକଙ୍କ ପ୍ରାଣ ଚାଲି ଯାଇଥିଲା । ପରବର୍ତୀ ସମୟରେ...
ରାଜନୈତିକ ପଶାପାଲିରେ ପେଶି ହୋଇଯାଉଛି ଭଦ୍ରକ ପୌରପାଳିକା
ଭଦ୍ରକ, ୧୯ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ)- ସ୍ୱାଧୀନ ଭାବେ ୨୦୨୨ ରୁ ଭଦ୍ରକ ପୌରାଧ୍ୟକ୍ଷା ନିର୍ବାଚିତ ହେବା ସହ ନୂଆ ପାରିଷଦ ଗଠନ ପରଠାରୁ ଆଜିପର୍ଯ୍ୟନ୍ତ ଭଦ୍ରକ ପୌରପାଳିକା ବିବାଦ...























