Tag: Bhadrak News
ପିପୁଲସ୍ ୱେଲଫେୟାର ସଜେସନ ଫୋରମ୍ର ବାର୍ଷିକ ଉତ୍ସବ
ଭଦ୍ରକ, ୨୫ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଆଜି ଭଦ୍ରକସ୍ଥିତ ବାଉଦପୁର ଠାରେ ପିପୁଲସ୍ ୱେଲଫେୟାର ସଜେସନ ଫୋରମ୍ର ବାର୍ଷିକ ଉତ୍ସବ ତାର କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଡଃ...
ବାବା ସାହେବ ଆମ୍ବେଦକରଙ୍କ ପ୍ରତି କେନ୍ଦ୍ରମନ୍ତ୍ରୀ ଅମିତ ଶାହା କଟାକ୍ଷ କରି ମନ୍ତବ୍ୟ ଦେବା...
ଭଦ୍ରକ, ୨୪ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭାରତରତ୍ନ ତଥା ସମ୍ବିଧାନ ପ୍ରଣେତା ଡ଼ଃ ବାବା ସାହେବ ଆମ୍ବେଦକରଙ୍କୁ ସଂସଦ ଭବନରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା କଟାକ୍ଷ କରିଥିବା...
ଶୁଭ ଉଦ୍ଘାଟନ ପୂର୍ବରୁ ନୂତନ ଜିଲା ହସ୍ପିଟାଲ ପରିଦର୍ଶନ କଲେ ଭଦ୍ରକ ବିଧାୟକ, ଡିଏଚ୍ଏଚ୍...
ଭଦ୍ରକ, ୨୪ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକର ଗେଲପୁର ଠାରେ ନିର୍ମାଣ ହୋଇଥିବା ନୂତନ ଭଦ୍ରକ ଜିଲା ମୁଖ୍ୟ ଚିକିତ୍ସାଳୟର ଶୁଭ ଉଦ୍ଘାଟନ ପୂର୍ବରୁ ଏହାର ଶେଷ ପର୍ଯ୍ୟାୟ...
ମାଛ ଧରିବାବେଳେ କେନାଲରୁ ଅଖାବସ୍ତାରୁ ମିଳିଲା ଗଳିତ ମୃତଦେହ, ତଦନ୍ତ ଆରମ୍ଭ
ଭଦ୍ରକ, ୨୪ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଆଜି ଏହି ଜିଲାର ବାସୁଦେବପୁର ଥାନା ଅଧୀନସ୍ଥ ବେତଡାର ଏକ କେନାଲରୁ ମାଛ ଧରୁଥିବାବେଳେ ଏକ ପୂର୍ଣ୍ଣାୟବ ମଣିଷର ଗଳିତ ମୃତଦେହ...
ଭଦ୍ରକରେ ୪ ମାସ ପୂର୍ବେ ହୋଇଥିବା ପୁଲିସ୍ ଓ ମାଜିଷ୍ଟ୍ରେଟ୍ଙ୍କୁ ଆକ୍ରମଣ ଘଟଣା, ମୁଖ୍ୟ...
ଭଦ୍ରକ, ୨୪ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ସୋସିଆଲ ମିଡିଆରେ ଏକ ବିବାଦୀୟ ପୋଷ୍ଟକୁ ନେଇ ଭଦ୍ରକରେ ଗତ ୪ ମାସ ପୂର୍ବେ ସେପ୍ଟେମ୍ବର ୨୭ ରେ ପ୍ରଶାସନର ବିନା...
କବିତା ସଂକଳନ ‘ଉଦ୍ଘୋଷ’ର ଲୋକାର୍ପଣ
ଭଦ୍ରକ, ୨୩ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଚରମ୍ପା ସାହିତ୍ୟ ସଂସ୍କୃତି ମଂଚ ଆନୁକୁଲ୍ୟରେ ଚରମ୍ପାସ୍ଥ ଲକ୍ଷ୍ମୀନାରାୟଣ ମନ୍ଦିର ପରିସରରେ କବି ନିରଞ୍ଜନ ନାୟକଙ୍କ ରଚିତ କବିତା ସଂକଳନ ‘ଉଦ୍ଘୋଷ’...
ଧାମନଗର ବ୍ଲକରେ ମିଳିତ ଜନ ଶୁଣାଣି ଶିବିର
ଭଦ୍ରକ, ୨୩ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ଜିଲ୍ଲାପାଳ ଓ ଭଦ୍ରକ ଏସ୍. ପି. ଙ୍କ ମିଳିତ ଜନଶୁଣାଣି ଶିବିର ଧାମନଗର ବ୍ଲକ୍ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି।...
ସ୍ୱାଧିନତା ସଂଗ୍ରାମୀ ଗୋକୁଳାନନ୍ଦ ମହାନ୍ତିଙ୍କ ୧୨୫ତମ ଜୟନ୍ତି, ପ୍ରତିମୂର୍ତିରେ ମାଲ୍ୟାର୍ପଣ କଲେ ଉଚ୍ଚଶିକ୍ଷା ମନ୍ତ୍ରୀ...
ଭଦ୍ରକ, ୨୩ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭାରତୀୟ ସ୍ୱାଧିନତା ଆନ୍ଦୋଳନରେ ଅନନ୍ୟ ଅବଦାନ ରଖିଥିବା ଭଦ୍ରକ ମାଟିର ସୁଯୋଗ୍ୟ ସନ୍ତାନ ସ୍ୱାଧୀନତା ସଂଗ୍ରାମୀ ଗୋକୁଳାନନ୍ଦ ମହାନ୍ତିଙ୍କ ତ୍ୟାଗ ଓ...
ମଂଜୁଳ ମଂଜରୀ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ୪୧ତମ ବାର୍ଷିକ ଉତ୍ସବ ଉଦ୍ଯାପିତ, ସମଗ୍ର ଭାରତବର୍ଷରେ...
ଭଦ୍ରକ, ୨୩ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଏକ ଜାତି, ରାଷ୍ଟ୍ରକୁ ଧ୍ୱଂସ କରିବାକୁ ହେଲେ ତାର ସଂସ୍କୃତି ଓ ଶିକ୍ଷାର ମାନକୁ ପ୍ରଥମେ ହ୍ରାସ କରିବାକୁ ପଡିବ। ଏଣୁ...
ଏସ୍.ବି.ଡ଼ି ଇଂଟରନ୍ୟାସ୍ନାଲ ସ୍କୁଲର ବାର୍ଷିକ ଉତ୍ସବ, ‘ସପ୍ତରଂଗ’ ଉଦ୍ଘାଟିତ
ଭଦ୍ରକ, ୨୨ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ସ୍ଥିତ ରାଜ୍ୟର ଅନ୍ୟତମ ଅଗ୍ରଣୀ ଶିକ୍ଷାନୁଷ୍ଠାନ ଏସ୍.ବି.ଡ଼ି. ଇଂଟରନ୍ୟାସ୍ନାଲ ସ୍କୁଲର ଦୁଇ ଦିନ ବ୍ୟାପୀ ବାର୍ଷିକ ଉତ୍ସବ ‘ସପ୍ତରଂଗ’ ଆଜି...
କଲେଜରେ ଗୁଣିଗାରେଡ଼ି ଅଭିଯୋଗ, ବସିଲା କଙ୍ଗାରୁ କୋର୍ଟ
ଭଦ୍ରକ, ୨୨ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - କଲେଜରେ ଗୁଣିଗାରେଡ଼ିକୁ ନେଇ ବସିଲା କଙ୍ଗାରୁ କୋର୍ଟ। ଏମିତି ଏକ ଘଟଣା ଦେଖିବାକୁ ମିଳିଛି ବାସୁଦେବପୁର ଥାନା ଅଧିନ ଇରମ ପଂଚାୟତର...
ବର୍ଷା ଛାଡିବା ପରେ ବତୁରା ଧାନକୁ ସାଉଁଟୁଛନ୍ତି ଚାଷୀ, କ୍ଷେତରେ ଭାସୁଛି ସୁନାର ଫସଲ
ଭଦ୍ରକ, ୨୨ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ୨ଦିନ ଧରି ଲଘୁଚାପ ଜନିତ ଅଦିନିଆ ବର୍ଷା ଲାଗି ରହିବା ପରେ ରବିବାର ପାଗର ସାମାନ୍ୟ ପରିବର୍ତନ ଆସିବାରୁ କ୍ଷେତ ଓ...
ଉଠା ଜଳସେଚନ ବିଭାଜନ ଆନୁକୂଲ୍ୟରେ ପାଣିପଂଚାୟତ ପକ୍ଷ ୨୦୨୪-୨୫ ପାଳିତ
ଭଦ୍ରକ, ୨୨ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ଉଠା ଜଳସେଚନ ବିଭାଜନ ଆନୁକୂଲ୍ୟରେ ବିଭାଜନ ସ୍ତରୀୟ ପାଣି ପଂଚାୟତ ପକ୍ଷ ୨୦୨୪-୨୫ ସ୍ଥାନୀୟ ସୀତାରାମ କଲ୍ୟାଣ ମଣ୍ଡପ ଠାରେ...
ଭାଇକୁ ହାଣିଲା ଭାଇ, ମୁଖ୍ୟ ଆସାମୀ କୁ ଗିରଫ ଦାବୀରେ ଭାଇର ସାମ୍ବାଦିକ ସମ୍ମିଳନୀ
ଭଦ୍ରକ, ୨୨ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ନିଜ ଜମି ଭାଗ ବଂଟନ କୁ ନେଇ ଭାଇ ଭାଇଙ୍କ ମଧ୍ୟରେ ଥିବା ବିବାଦ ଉଗ୍ରରୂପ ନେବା ପରେ ଗୋଟିଏ ଭାଇ...
ଭଦ୍ରକ ଖବରକାଗଜ ଏଜେଂଟଙ୍କର ମାତା “ଗୋଲାବୁନ ବିବି’ଙ୍କ ଦେହାନ୍ତ
ଭଦ୍ରକ, ୨୨ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ଜିଲ୍ଲାର ପ୍ରତିଷ୍ଟାତା ଖବରକାଗଜ ଏଜେଂଟ ତଥା ଭଦ୍ରକ ନଲେଜ ସେଂଟର ପରିଚାଳକ ଶେଖ ଆସିଫ୍ ଅଲ୍ଲୀଙ୍କ ମାତା ତଥା ବିଶିଷ୍ଟ...
ଜାଫରାବାଦରେ ଷଣ୍ଢ ଚାଲାଣ ଉଦ୍ୟମ ପଣ୍ଡ, ୫ଟି ଷଣ୍ଢ ଉଦ୍ଧାର ଓ ୨ ଅଭିଯୁକ୍ତ...
ଭଦ୍ରକ, ୨୨ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ନିଶାର୍ଦ୍ଧରେ ଷଣ୍ଢ ଚାଲାଣ ଉଦ୍ୟମ ପଣ୍ଡ । ୫ଟି ଷଣ୍ଢ ଉଦ୍ଧାର କରିବା ସହିତ ୨ ଜଣଙ୍କୁ ଗିରଫ୍ କରିଛି ଭଦ୍ରକ...
ଓଲଙ୍ଗ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ଦୁଇ ଦିନିଆ ଖେଳକୁଦ ସମାରୋହ
ଭଦ୍ରକ, ୨୧ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ବ୍ଲକର ଓଲଙ୍ଗ ଗ୍ରାମ ପଂଚାୟତ ଅଧିନସ୍ଥ ମିନି ଷ୍ଟାଡ଼ିଅମ ଠାରେ ଆଦର୍ଶ ବିଦ୍ୟାଳୟ, ଓଲଙ୍ଗ, ଭଦ୍ରକ ର ବାର୍ଷିକ କ୍ରୀଡା...
ସାଇକ୍ଲିଂରେ ଓଡିଶା ପାଇଁ ସ୍ୱର୍ଣ୍ଣ ଓ ବ୍ରୋଂଚ ପଦକ ଆଣିଲେ ଭଦ୍ରକର ଦୁଇ ଝିଅ
ଭଦ୍ରକ, ୨୧ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ୫୨ ବର୍ଷ ପରେ ଓଡ଼ିଶା ସାଇକ୍ଳିଂ ଟିମ୍ ପାଇଁ ସ୍ୱର୍ଣ୍ଣ ଓ ବ୍ରୋଞ୍ଜ ପଦକ ଆଣିଲେ ଭଦ୍ରକ ର ଦୁଇ ଝିଅ...
ଅଦିନିଆ ବର୍ଷା ପାଇଁ ଚାଷୀ ମୁଣ୍ଡରେ ଚଡକ
ଭଦ୍ରକ, ୨୧ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଅଦିନିଆ ଲଘୁଚାପ ବର୍ଷା ପାଇଁ ଚାଷୀ ମୁଣ୍ଡରେ ଚଡକ।ଧାନ ଅମଳ ସମୟ ରେ ଅଦିନିଆ ଲଘୁଚାପ ହେବା ଫଳରେ ଏବେ ବର୍ଷା...
ପୋଲିସ ହାତରେ ଦୁଇ ବେଇଆଇନ ଗୋ ଚାଲାଣକାରୀ
ଭଦ୍ରକ, ୨୧ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ବେଇଆଇନ କାରବାର ଉପରେ ଭଦ୍ରକ ପୋଲିସ ଟାର୍ଗେଟ ।ଗତ ଏକମାସ ଭିତରେ ଅନେକ ବେଇଆଇନ କାର୍ଯ୍ୟ ରେ ଲିପ୍ତ ଥିବା ଅପରାଧୀ...
























