Home Tags Bhadrak News

Tag: Bhadrak News

ଧାମନଗର ମହାବିଦ୍ୟାଳୟ ଅର୍ଥନୀତି ବିଭାଗର ବିଦାୟ ସମ୍ବର୍ଦ୍ଧନା ଉତ୍ସବ

0
ଭଦ୍ରକ, ୨୯ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ଜିଲା ଧାମନଗର ସ୍ନାତକ ମହାବିଦ୍ୟାଳୟରେ ଅର୍ଥନୀତି ବିଭାଗର ତୃତୀୟ ବର୍ଷର ଛାତ୍ରଛାତ୍ରୀଙ୍କୁ ବିଦାୟ ସମ୍ବର୍ଦ୍ଧନା ମହାବିଦ୍ୟାଳୟ ପରିସରରେ ଦିଆଯାଇଛି ।...

ପୂର୍ବତନ ସରପଂଚଙ୍କ ପରଲୋକ

0
ଭଦ୍ରକ, ୨୯ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ଜିଲ୍ଲା ତିହିଡ଼ି ବ୍ଲକ ଅଧୀନ ଶ୍ୟାମସୁନ୍ଦର ପଂଚାୟତର ପୂର୍ବତନ ସରପଂଚ କୃପାସିନ୍ଧୁ ଦାସଙ୍କର ମଙ୍ଗଳବାର ପୂର୍ବାହ୍ନରେ ପରଲୋକ ହୋଇ ଯାଇଛି...

ତିହିଡ଼ିରେ ବିଭିନ୍ନ ସ୍ଥାନରେ ମଧୁବାବୁ ଜୟନ୍ତୀ ପାଳିତ

0
ଭଦ୍ରକ, ୨୯ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ଜିଲ୍ଲା ଅନ୍ତର୍ଗତ ତିହିଡ଼ି ବ୍ଲକ ଉତ୍କଳ ସମ୍ମିଳନୀ ଶାଖାର ମଧୁସୂଦନ ଜୟନ୍ତୀ ପାଳନ ଅବସରରେ ଏକ ଆଲୋଚନା ସଭା ଅନୁଷ୍ଠିତ...

ଅବସରପ୍ରାପ୍ତ ଇଂ ଗୋକୁଳଚନ୍ଦ୍ର ନାୟକଙ୍କ ପରଲୋକ

0
ଭଦ୍ରକ, ୨୯ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ଜିଲା ବଡଓ ଳଗ ଗାଁର ଇଂ ଗୋକୁଳଚନ୍ଦ୍ର ନାୟକଙ୍କ ପରଲୋକ ଘଟିଛି । ଇଂ ଗୋକୁଳଚନ୍ଦ୍ର ଭଦ୍ରକ ବରପଦା ଯାନ୍ତ୍ରିକ...

ଆତଂକବାଦୀଙ୍କ ଗୁଳିରେ ନିହତ ପର୍ଯ୍ୟଟକଙ୍କୁ ଶ୍ରଦ୍ଧାଞ୍ଜଳି

0
ଭଦ୍ରକ, ୨୯ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ଜିଲ୍ଲା ତିହିଡ଼ି ବ୍ଲକ ଆଲୋକ ଜ୍ୟୋତି ମହିଳା ମହାସଂଘ ପକ୍ଷରୁ ସୋମବାର ସନ୍ଧ୍ୟାରେ ଅତଂକବାଦୀଙ୍କ ଗୁଳିରେ ନିହତ ପର୍ଯ୍ୟଟକଙ୍କୁ ଶ୍ରଦ୍ଧାଞ୍ଜଳି...

ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ବ୍ୟକ୍ତିଙ୍କ ମୃତ୍ୟୁ ଘଟଣା, ୬ଲକ୍ଷ ଟଙ୍କ କ୍ଷତିପୂରଣ ଦେବାକୁ...

0
ଭଦ୍ରକ, ୨୯ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ଜିଲ୍ଲା ତିହିଡ଼ି ଥାନା ଅଧୀନ ସୟା ପଂଚାୟତ ଅଧୀନ ସୟା ପଲେଇସାହି ଗ୍ରାମର ଗୌରାଙ୍ଗ ପଲେଇ (୫୫)ଙ୍କର ଗତ ୧.୧୦.୧୬...

ପାଣି ପାଇଁ ଡହଳବିକଳ, ନଳକୂପ ନିକଟରେ ଲମ୍ବା ଲାଇନ ,ତାତିଲେ ମହିଳା

0
ଭଦ୍ରକ, ୨୯ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଅସହ୍ୟ ଗରମ ଗୁଳୁଗୁଳିରେ ସିଝୁଛି ସାରା ଓଡ଼ିଶା । ଠିକ ଏହି ସମୟରେ ପାଣିର ଆଭାବ ଜନଜୀବନକୁ ଅସ୍ତବ୍ୟସ୍ତ କରୁଛି ।...

ଚାନ୍ଦବାଲିରେ କାଳବୈଶାଖୀର ତାଣ୍ଡବ, କୁକୁଡ଼ା ଫାର୍ମର ଆଜବେଷ୍ଟସ ସହିତ ବିଭିନ୍ନ ସ୍ଥାନରେ ଗଛ ଭାଙ୍ଗି...

0
ଭଦ୍ରକ, ୨୯ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ରେ ଗତକାଲି ସଂଧ୍ୟାରେ କାଳବୈଶାଖୀ ପ୍ରଭାବ ରେ ପ୍ରବଳ ବର୍ଷା, ଘଡ଼ଘଡ଼ି ସାଙ୍ଗକୁ ପବନ ବେଗ...

ଆଜିଠୁ ଆଖଣ୍ଡଳମଣିଙ୍କ ଚନ୍ଦନଯାତ୍ରା ଆରମ୍ଭ, ନୀତିକାନ୍ତି ଚୂଡାନ୍ତ ପର୍ଯ୍ୟାୟରେ

0
ଭଦ୍ରକ, ୨୯ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ପବିତ୍ର ଅକ୍ଷୟତୃତୀୟା ଠାରୁ ଉତ୍କଳଭଉଁରୀ ଯାଏ ୨୧ଦିନ ଧରି ଆରଡିଧାମର ବାବା ଆଖଣ୍ଡଳମଣିଙ୍କ ମନ୍ଦିରରେ ଚନ୍ଦନଯାତ୍ରା ନୀତି ଅନୁଷ୍ଠିତ ହେବ ।...

ଗୋରୁ ବୋଝେଇ ପିକପ ଗାଡି ଦୁର୍ଘଟଣା, ୧୦ ଗୋରୁ ଉଦ୍ଧାର

0
ଭଦ୍ରକ, ୨୯ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ଜିଲା ଧାମନଗର ବ୍ଲକ ଅଂଚଳ ରେ ଏବେ ଗୋରୁ ବେପାରୀ ଙ୍କ ମନ ଇଛା ଚୋରା ବେପାର କରୁଛନ୍ତି ।...

ଗୋଟିଏ ସପ୍ତାହରେ ଭଦ୍ରକ ପୋଲିସର ଜୋରଦାର ଚଢ଼ାଉ

0
ଭଦ୍ରକ, ୨୯ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ସହରାଂଚଳ ଥାନା , ପୁରୁଣା ବଜାର ଥାନା ଓ ଗ୍ରାମାଂଚଳ ଥାନା ଅଧୀନ ଅଂଚଳ ରେ ସିଟି ଡିଏସପି ସମ୍ବିତ...

ବାଲି ଯାତ୍ରାର ରୂପ ନେଲା ବୈତରଣୀ ମହୋତ୍ସବ, ଚତୁର୍ଥ ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମରେ ବିଭୋର...

0
ଭଦ୍ରକ, ୨୮ା୪ (ଓଡ଼ିଆ ପୁଅ / ସ୍ନିଗ୍ଧାର ।ୟ) - କନିକା ଚାନ୍ଦବାଲି ବୈତରଣୀ ମହୋତ୍ସବର ଚତୁର୍ଥ ସନ୍ଧ୍ୟା ବିପ୍ଲବୀ ଆନନ୍ଦ ଚନ୍ଦ୍ର ଜେନାଙ୍କ ମଂଚ ସ୍ଥାନୀୟ ଦୁର୍ଗା ପଡିଆ ଠାରେ ହଜାର,...

ମତୋ ଗୋପାଳ ଭାଇଙ୍କ ବୈଶାଖ ମାସରେ ବାବା ରତ୍ନଶ୍ୱେର ମହାଦେବଙ୍କ ନିକଟରେ ଜଳାଭିଷେକ

0
ଭଦ୍ରକ, ୨୮ା୪ (ଓଡ଼ିଆ ପୁଅ / ସ୍ନିଗ୍ଧାରାୟ) - ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ଅନ୍ତର୍ଗତ ମତୋ ଗ୍ରାମ ପଂଚାୟତ ର ଗୋପାଳ ଭାଇ ମାନଙ୍କ ଦ୍ୱାରା ବୈଶାଖ ମାସର ଦ୍ୱିତୀୟ ସୋମବାର...

ଫସଲ ଅମଳ ବେଳେ ବିଲରେ ହୁତୁହୁତୁ ହୋଇ ଜଳିଗଲା ହାରଭେସ୍ଟିଙ୍ଗ ମେସିନ

0
ଭଦ୍ରକ, ୨୮ା୪ (ଓଡ଼ିଆ ପୁଅ / ସ୍ନିଗ୍ଧାର ।ୟ) - ବର୍ତମାନ ଚାଲିଛି ରବି ଧାନ ଅମଳର ସମୟ । ଏହି ଅମଳ ସମୟରେ ଦାଉ ସାଧୁଛି କାଳ ବୈଶାଖୀ ଝଡ ବର୍ଷା...

ସମ୍ବାଦ ସାହିତ୍ୟଘର ପକ୍ଷରୁ ସ୍ୱାଭିମାନ ଦିବସ ପାଳିତ

0
ଭଦ୍ରକ, ୨୮ା୪ (ଓଡ଼ିଆ ପୁଅ / ସ୍ନିଗ୍ଧାର ।ୟ) - ଭଦ୍ରକ ଜିଲ୍ଲା ତିହିଡ଼ି ସମ୍ବାଦ ସାହିତ୍ୟଘର ପକ୍ଷରୁ ରବିବାର ପୂର୍ବାହ୍ନରେ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ୧୭୭ତମ ଜନ୍ମଜୟନ୍ତୀ ଓ ସ୍ୱାଭିମାନ...

0
ସିପିଆଇ ପକ୍ଷରୁ ରାଜ୍ୟପାଳଙ୍କୁ ଦାବିପତ୍ର ଭଦ୍ରକ, ୨୮ା୪ (ଓଡ଼ିଆ ପୁଅ / ସ୍ନିଗ୍ଧାର ।ୟ) - ଭଦ୍ରକ ଜିଲା ତିହିଡ଼ି ଜୋନାଲ କମିଟି ପକ୍ଷରୁ ଜନଗଣଙ୍କ ଜୀବନ ଓ ଜୀବିକା ଉପରେ ରାଜ୍ୟ ବ୍ୟାପି...

ଭଦ୍ରକ ଚିନ୍ତନ ଚକ୍ରର ୧୫୯ତମ ଅଧିବେଶନ

0
ଭଦ୍ରକ, ୨୮ା୪ (ଓଡ଼ିଆ ପୁଅ / ସ୍ନିଗ୍ଧାର ।ୟ) - ଭଦ୍ରକ କ୍ଲବ ପରିସରରେ ‘ଭଦ୍ରକ ଚିନ୍ତନ ଚକ୍ର’ର ୧୫୯ତମ ଅଧିବେଶନ ଅନୁଷ୍ଠିତ ହୋଇଯାଇଛି। ପ୍ରଫେସର ଅଟଳ ବିହାରୀ ନାୟକଙ୍କ ପୌରୋହିତ୍ୟରେ ଅନୁଷ୍ଠିତ...

ପ୍ରଜ୍ଞାପୀଠରେ ୭୬ତମ ଅମାବାସ୍ୟା ଆସର

0
ଭଦ୍ରକ, ୨୮ା୪ (ଓଡ଼ିଆ ପୁଅ / ସ୍ନିଗ୍ଧାର ।ୟ) - ସାହିତ୍ୟ ସଂସ୍କୃତି ସଂଗଠନ ‘ଆମେ’ର ରୁକ୍ମିଣୀ ଅମାବାସ୍ୟା ଆସର ପାଳିତ ହୋଇଯାଇଛି। ବରିଷ୍ଠ ଅଧିବକ୍ତା ଅଗଣି ଚରଣ ଜେନାଙ୍କ ସଭାପତିତ୍ୱରେ ମଞ୍ଚାସୀନ...

ତିହିଡ଼ି ବ୍ଲକରେ ମିଳିତ ଜନ ଅଭିଯୋଗ ଶୁଣାଣି ଶିବିର, ୯୨ ଅଭିଯୋଗର ଶୁଣାଣି

0
ଭଦ୍ରକ, ୨୮ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ଜିଲା ତିହିଡ଼ି ପଂଚାୟତ ସମିତି ସଭାଗୃହରେ ସୋମବାର ମିଳିତ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇ ଯାଇଛି। ଏଥିରେ...

ବିଖଣ୍ଡିତ ଓଡ଼ଶା ନୁହଁ, ଭାଷାଭିତିକ ପୂର୍ଣ୍ଣ ଓଡିଶା ଲୋଡ଼ା, ଉତ୍କଳ ସମ୍ମିଳନୀ ପକ୍ଷରୁ ବାରିଷ୍ଟର...

0
ଭଦ୍ରକ, ୨୮ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଉତ୍କଳ ସମ୍ମିଳନୀ ଭଦ୍ରକ ଜିଲ୍ଲା ଶାଖା ଦ୍ୱାରା ଆଜି ଓଡ଼ିଶାର ବରପୁତ୍ର, ପ୍ରଥମ ଓଡ଼ିଆ ଗ୍ରାଜୁଏଟ, ଉତ୍କଳଗୌରବ ବାରିଷ୍ଟର ମଧୁସୂଦନ ଦାସଙ୍କ...