Tag: Bhadrak News
ଦିଗଛିଆ-ବାଂଶଡା ରାସ୍ତାରେ ଧସିଲା ପାଚେରୀ,କାର୍ଯ୍ୟର ସମୀକ୍ଷା ଅଫିସରେ, ସ୍ଥାୟିତ୍ୱ କୁ ନେଇ ପ୍ରଶ୍ନବାଚୀ
ଭଦ୍ରକ, ୧୬ା୫ (ଓଡିଆ ପୁଅ / ସ୍ନିଗ୍ଧା ରାୟ) - ଦିଗଛିଆ-ବାଂଶଡା ରାସ୍ତା ନିର୍ମାଣରେ ଅନିୟମିତତା ହେଉଥିବା କଥା ବହୁବାର ବିଭିନ୍ନ ଛାପା ଗଣମାଧ୍ୟମରେ ଖବର ପ୍ରକାଶନ ପରେ ମଧ୍ୟ ଚେତୁନାହିଁ ପ୍ରଶାସନ।...
ଗୋଟାଏ ରାତିରେ ୪ ସ୍ଥାନରେ ଚୋରି, ଜଣେ ଯୁବକ ଅଟକ,ଚୋର ମାନେ ଠାକୁର କୁ...
ଭଦ୍ରକ, ୧୬ା୫ (ଓଡିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ଜିଲା ଧାମନଗର ଅଂଚଳ ରେ ଚୋରୀ ବଢିବାରେ ଲାଗିଛି । ଯାହାକୁ ନେଇ ଲୋକମାନେ ଏବେ ଆତଙ୍କିତ ହୋଇ ପଡିଲେଣି।...
ଭଦ୍ରକ ସହରର ବିକାଶ ଓ ସୌନ୍ଦର୍ଯ୍ୟକରଣକୁ ନେଇ ବିଧାନସଭା ଏଷ୍ଟିମେଟ୍ କମିଟି ବୈଠକରେ ବିଧାୟକଙ୍କ...
ଭଦ୍ରକ, ୧୬ା୫ (ଓଡିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ସହରର ବିକାଶ ଓ ସୌନ୍ଦର୍ଯ୍ୟକରଣ ଉପରେ ସ୍ଥାନୀୟ ବିଧାୟକ ଗୁରୁତ୍ୱ ଦେଇଛନ୍ତି। ସହରର ମୁଖ୍ୟ ସମସ୍ୟା ମୁଖ୍ୟତଃ ୩ଟି ବୃହତ୍...
ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ “ଶୌଚାଳୟ ଅଭାବ’ ପ୍ରସଙ୍ଗରେ ଏନଏଚଆରସି ପକ୍ଷରୁ ଓଡ଼ିଶା ସ୍କୁଲ ଏବଂ...
ଭଦ୍ରକ, ୧୬ା୫ (ଓଡିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ଜିଲ୍ଲା ମୁଖ୍ୟାଳୟରେ ଅବସ୍ଥିତ ପ୍ରାଥମିକ ବିଦ୍ୟାଳୟଗୁଡ଼ିକରେ ଶୌଚାଳୟ ଅଭାବ ପ୍ରସଙ୍ଗରେ ଭଦ୍ରକ ଜିଲ୍ଲାପାଳ ଓ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ତଥ୍ୟ...
ଚାନ୍ଦବାଲିରେ ବରିଷ୍ଠ ନାଗରିକଙ୍କ ନୂତନ ଗୃହ ଉଦଘାଟନ, ୮୦ ବର୍ଷରୁ ଉର୍ଦ୍ଧ ୧୦ ବରିଷ୍ଠ...
ଭଦ୍ରକ, ୧୫ା୫ (ଓଡିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ଜିଲା ଚାନ୍ଦବାଲି ଏନ ଏ ସି ଅନ୍ତର୍ଗତ ବ୍ଲକ ରୋଡ଼ ରେ ବରିଷ୍ଠ ନାଗରିକଙ୍କ ପାଇଁ ଏକ ନୂତନ ଗୃହ...
କାନପୁରରେ ହନୁମାନ ମନ୍ଦିର ପ୍ରତିଷ୍ଠା ଉତ୍ସବ
ଭଦ୍ରକ, ୧୫ା୫ (ଓଡିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ଜିଲା ତିହିଡି ବ୍ଲକ ହରସିଂହପୁର ପଂଚାୟତ ଅଧୀନ କାନପୁର ଗ୍ରାମରେ ହନୁମାନ ମନ୍ଦିର ପ୍ରତିଷ୍ଠା ଉତ୍ସବ ରବିବାର ଠାରୁ ଆରମ୍ଭ...
ଯୁବ ସମାଜସେବୀ ମଧୁସୂଦନ ନାୟକଙ୍କୁ ଶ୍ରଦ୍ଧାଞ୍ଜଳି
ଭଦ୍ରକ, ୧୫ା୫ (ଓଡିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ଜିଲ୍ଲା ତିହିଡ଼ି ବ୍ଲକ ମୁକୁନ୍ଦପୁର ପଂଚାୟତ ଅଧୀନ ବୁଧପୁର ଗ୍ରାମର ଯୁବ ସମାଜସେବୀ ମଧୁସୂଦନ ନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି।...
ଆବାସ ଯୋଜନା ବାସଗୃହ ପାଇଁ ସଚେତନତା
ଭଦ୍ରକ, ୧୫ା୫ (ଓଡିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ଜିଲା ଧାମନଗର ଏନ ଏ ସି କଲ୍ୟାଣ ମଣ୍ଡପ ପରିସରରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ବାସଗୃହ ନିର୍ମାଣ କାର୍ଯ୍ୟକୁ ନେଇ...
ଭୂତକୋଠି ପାଲଟିଛି ଆୟୁର୍ବେଦିକ ଡାକ୍ତରଖାନା!
ଭଦ୍ରକ, ୧୫ା୫ (ଓଡିଆ ପୁଅ / ସ୍ନିଗ୍ଧା ରାୟ) - ମୌଳିକ ଆବଶ୍ୟକତା ମଧ୍ୟରେ ସ୍ୱାସ୍ଥ୍ୟ ସେବା ଆଗରେ। ସେଥିପାଇଁ ସରକାରଙ୍କ ତହବିଲରୁ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ବହୁ ଅର୍ଥ ବ୍ୟୟ କରାଯାଉଛି।...
ବାସୁଦେବପୁର ପୌରପାଳିକା ଆମ ଶୌଚାଳୟ ଆଉ କାମ ଦେଉନି!
ଭଦ୍ରକ, ୧୫ା୫ (ଓଡିଆ ପୁଅ / ସ୍ନିଗ୍ଧା ରାୟ) - ସହରକୁ ଆସୁଥିବା ଲୋକମାନଙ୍କୁ ଶୌଚ ପାଇଁ ହଇରାଣ ହେବାକୁ ପଡିବନି। ବିନା ଦେୟରେ ଶୌଚାଳୟ (ମୁତ୍ର୍ରାଗାର)କୁ ବ୍ୟବହାର କରିପାରିବେ। ସେଥିପାଇଁ ପୌରପ୍ରଶାସନ...
ବତୁରି ତଳି ପାଇଁ ବାଧକ ସାଜିଛି ଅତ୍ୟଧିକ ବର୍ଷା, ଖରିଫ ଚାଷର ଭବିଷ୍ୟତକୁ ନେଇ...
ଭଦ୍ରକ, ୧୫ା୫ (ଓଡିଆ ପୁଅ / ସ୍ନିଗ୍ଧା ରାୟ) - ଚାଷୀ କୁଳ ପାଇଁ ଅକ୍ଷୟତୃତୀୟା ହେଉଛି ଏକ ଶୁଭଦିନ ।ଯେଉଁଦିନ କି ଚାଷୀ ଚାଷକାର୍ଯ୍ୟର ଶୁଭାରମ୍ଭକରି ଧାନ ବିହନ ଅନୁକୂଳକରି ବିଲକୁ...
ଦେଢ଼ ମାସ ପୂଜା ପାଇବା ପରେ ପ୍ରଭୁଙ୍କୁ ମେଲାଣି, ଅସ୍ତଳରେ ଶ୍ରୀରାମ ନବମୀ ମହୋତ୍ସବ...
ଭଦ୍ରକ, ୧୫ା୫ (ଓଡିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ସହର ନରିପୁର ଅସ୍ତଳ ଗ୍ରାମ ସ୍ଥିତ ମା’ ବୁଢୀ ଜାଗୁଳାଇ ଜାଡ଼ି ବାସୁଳୀ ପାଶ୍ୱର୍ ରାମ ମନ୍ଦିରରେ ଶ୍ରୀରାମ ନବମୀ...
ବୃଦ୍ଧଙ୍କ ଠାରୁ ଲୁଟିନେଲେ ୫୦ ହଜାର
ଭଦ୍ରକ, ୧୫ା୫ (ଓଡିଆ ପୁଅ / ସ୍ନିଗ୍ଧା ରାୟ) - ଏହି ଜିଲାର ଚାନ୍ଦବାଲି ବ୍ଲକ ଅନ୍ତର୍ଗତ ନଳଗୋହିରା ପଂଚାୟତ ଜଳଧରପୁର ଗାଁ ର ଦେବେନ୍ଦ୍ର ପଲ୍ଲାଇ ଙ୍କ ଠାରୁ ବୁଧୁବାର ମଧ୍ୟାହ୍ନ...
କଳାମାଟି ଏବଂ ପଙ୍କରେ ନିର୍ମାଣ ହେଉଛି ଦିଗଛିଆ-ବାଂଶଡା ରାସ୍ତା, ଅଧୀକ୍ଷଣ ଯନ୍ତ୍ରୀ ଏବଂ ଉପଖଣ୍ଡ...
ଭଦ୍ରକ, ୧୫ା୫ (ଓଡିଆ ପୁଅ / ସ୍ନିଗ୍ଧା ରାୟ) - ଦିଗଛିଆ-ବାଂଶଡା ରାସ୍ତା ନିର୍ମାଣରେ ଅନିୟମିତତା ହୋଇଥିବା ନେଇ ଅଂଚଳବାସୀ ବହୁବାର ଅଭିଯୋଗ ଆଣିବା ପରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଶୂନ। ଦୀର୍ଘ ସମୟ...
ନାବାଳିକା ଘଟଣାରେ ଅଭିଯୁକ୍ତ କୋର୍ଟ ଚାଲାଣ
ଭଦ୍ରକ, ୧୫ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ଜିଲା ଧାମନଗର ଥାନା ଅନ୍ତର୍ଗତ ଦଳାଙ୍ଗ ପଂଚାୟତ ର ବିରୁହାଁ ଗ୍ରାମର ମନୋଜ ଯେନା (୪୬) ନିକଟସ୍ଥ ଡ଼ାହି ଗ୍ରାମର...
ଚୋରା ବିଦେଶୀ ମଦ ଜବତ, ଜଣେ ଗିରଫ
ଭଦ୍ରକ, ୧୫ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ଜିଲ୍ଲା ତିହିଡି ଥାନା ଅଧିନ ବିଲଣା କେରଡ଼ିହ ଗ୍ରାମରୁ ପୋଲିସ ଚୋରା ବିଦେଶୀ ମଦ ଜବତ କରିଥିବା ଜଣାପଡ଼ିଛି। ଏ...
ହାଇୱା ଡ୍ରାଇଭରଙ୍କୁ ମରଣାନ୍ତକ ଆକ୍ରମଣ ଅଭିଯୋଗରେ ଯୁବକ ଗିରଫ, ଆଇଆଇସିଙ୍କୁ ଭେଟିଲା ଡ୍ରାଇଭର ମହାସଂଘ
ଭଦ୍ରକ, ୧୫ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ଜିଲ୍ଲା ତିହିଡି଼ ଥାନା ଅଧୀନ ଦୋଳସାହି-ବିଲଣା ରାସ୍ତାର ଲଞ୍ଜାତର ଛକରେ ହାଇୱା ଡ୍ରାଇଭର ଭାଗିରଥି ଦାସଙ୍କୁ ବୁଧବାର ସନ୍ଧ୍ୟାରେ ମରଣାନ୍ତକ...
ପ୍ରଫେସର ସନାତନ ମହାନ୍ତି ଥିଲେ ଋଷିପ୍ରତୀମ ଦେବତୁଲ୍ୟ ବ୍ୟକ୍ତି, ଚତୁର୍ଥ ଶ୍ରାଦ୍ଧ ବାର୍ଷିକ ସମାରୋହ
ଭଦ୍ରକ, ୧୫ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ପ୍ରଫେସର ସନାତନ ମହାନ୍ତି କେବଳ ଜଣେ ଅର୍ଥଶାସ୍ତ୍ର ଅଧ୍ୟାପକ ଥିଲେ ତାହା ନୁହଁ, ସାହିତ୍ୟ ସଂସ୍କୃତି ଇତିହାସରେ ତାଙ୍କର ଅଗାଧ ପାଣ୍ଡିତ୍ୟ...
ଆତଙ୍କବାଦ ବିରୋଧରେ ଲଢେଇ ” ଅପରେସନ ସିନ୍ଦୂର’ ରେ ଭାରତୀୟ ସେନାର ପରାକ୍ରମ ସମସ୍ତ...
ଭଦ୍ରକ, ୧୫ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଆତଙ୍କବାଦ ବିରୋଧରେ ଲଢେଇ " ଅପରେସନ ସିନ୍ଦୂର’ ରେ ଭାରତୀୟ ସେନା ର ପରାକ୍ରମ ସମସ୍ତ ଦେଶବାସୀଙ୍କୁ ଗର୍ବିତ କରିଛି। ଭାରତୀୟ...
ସମାଜସେବିକା ସତ୍ୟଭାମା ପାକଳଙ୍କ ବିୟୋଗ
ଭଦ୍ରକ, ୧୪ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ଜିଲ୍ଲା ବଣିଆ ଗ୍ରାମ ପଂଚାୟତ ଅନ୍ତର୍ଗତ ବଣିଆଁ ଗ୍ରାମର ଅନ୍ୟତମ ସମାଜସେବିକା ସତ୍ୟଭାମା ପାକଳ ବ୍ରେନ୍ ଷ୍ଟ୍ରୋକ ରେ ଶିକାର...
























