Tag: Bhadrak News
୨୪ ବର୍ଷର ଦେଶ ସେବା ପରେ ମାତୃଭୂମିକୁ ଫେରିଲେ ବୀର ଯବାନ ପବିତ୍ର ମୋହନ,...
ଭଦ୍ରକ, ୪ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ କଂଟିଦୋଳ ଗ୍ରାମର ସୁଯୋଗ୍ୟ ସନ୍ତାନ ପବିତ୍ର ମୋହନ ନାୟକ ଭାରତୀୟ ସ୍ଥଳ ସେନାରେ ଦୀର୍ଘ ୨୪...
ଜିଲା ପ୍ରଶାସନ ପକ୍ଷରୁ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ପୂଣ୍ୟତିଥି ପାଳିତ
ଭଦ୍ରକ, ୪ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ପୁଣ୍ୟତିଥି ଉପଲକ୍ଷେ ଭଦ୍ରକ ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ସଂସ୍କୃତି ଅନୁଭାଗ ପକ୍ଷରୁ ଆଜି ସକାଳ...
ଧାମନଗର ଶିକ୍ଷା ବିଭାଗରେ ‘ଶିଶୁ ବାଟିକା’ ବାଟବଣା, କାଗଜ କଲମରେ ଯୋଜନା, ବାସ୍ତବରେ ଶୂନ
ଭଦ୍ରକ, ୪ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ସରକାରୀ ବ୍ୟବସ୍ଥା ରେ ସଂସ୍କାରର ଡିଣ୍ଡିମ ପିଟୁଥିବା ବେଳେ ଅନେକ ଯୋଜନା ର ପ୍ରତିଶୃତି ଏବେ ବାଟବଣା ହେଉଛି। ଶିଶୁ ବାଟିକା...
ଏମଏସସି ପଦାର୍ଥ ବିଜ୍ଞାନରେ ସୈାମ୍ୟାଂଶୁ ଟପର, ରାଷ୍ଟ୍ରପତିଙ୍କ ଠାରୁ ସ୍ୱର୍ଣ୍ଣପଦକ ଲାଭ
ଭଦ୍ରକ, ୪ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ଜିଲା ବନ୍ତ ବ୍ଲକ ରାମଚନ୍ଦ୍ରପୁର ପଂଚାୟତର ନିମପଡ଼ା ଗ୍ରାମର ସୈାମ୍ୟାଂଶୁ କର ଶର୍ମା ଫକିର ମୋହନ ବିଶ୍ୱବିଦ୍ୟାଳୟ ରେ ପଦାର୍ଥ...
ଜ୍ୟୋତିର୍ବିଦୀ ଦର୍ଶନୀ ନାୟକଙ୍କ ପରଲୋକ
ଭଦ୍ରକ, ୩ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଏହି ଜିଲାର ବନ୍ତ ବ୍ଲକ୍ ମହାନ୍ତିପଡା ପଂଚାୟତ ସମିତି ସଭ୍ୟ ନିର୍ମଳ ନାୟକଙ୍କ ପିତା ବଉଳଡିହ ଗ୍ରାମର ଦର୍ଶନୀ ନାୟକ(୮୨)ଙ୍କ ଆଜି...
ଉପଭୋକ୍ତାଙ୍କୁ କନ୍ଦାଉଛି ଏୟାରଟେଲ୍ ଓ ଜିଓ
ଭଦ୍ରକ, ୩ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଆଗରପଡା ଅଂଚଳର ଦୀର୍ଘ ମାସ ଧରି ନେଟୱାର୍କ କମ୍ପାନୀ ଏୟାରଟେଲ୍ ଓ ଜିଓ ଉପଭୋକ୍ତା ମାନେ ନାହିଁ ନ ଥିବା ଅସୁବିଧାରେ...
ସରକାରୀ ଆଇ.ଟି.ଆଇ.ରେ ଜିଲ୍ଲାସ୍ତରୀୟ ହ୍ୟାକାଥନ ଅନୁଷ୍ଠିତ
ଭଦ୍ରକ, ୩ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଣ୍ଡାରିପୋଖରୀ ସରକାରୀ ଶିଳ୍ପ ତାଲିମ ପ୍ରତିଷ୍ଠାନରେ ଜିଲ୍ଲାସ୍ତରୀୟ ପ୍ୟାକାଥନ ସୋମବାର ଅନୁଷ୍ଠିତ ହୋଇଯାଇଛି । କୃଷ୍ଣ ଆଲାନ୍ ଓ ରାଜ୍ୟ ବିଦ୍ୟାଳୟ...
ଶକୁନ୍ତଳା ଲେଙ୍କା କ୍ରିକେଟ, ସେମିଫାଇନାଲରେ ଯାଜପୁର ୧୧ ଷ୍ଟାର
ଭଦ୍ରକ, ୩ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ମଞ୍ଜୁରୀରୋଡ ମହାବୀର ୟୁଥ କ୍ଲବ ଆନୁକୂଲ୍ୟରେ ମେଡିକାଲ ପଡିପାରେ ଚଳିତ ବର୍ଷ ଅନୁଷ୍ଠିତ ୩୨ ତମ ଶକୁନ୍ତଳା ଲେଙ୍ଗ କ୍ରିକେଟ ଟୁର୍ଗମେ...
ବିଶିଷ୍ଟ ସମାଜସେବୀ ଶ୍ରୀଧର ପ୍ରସାଦ ସାହୁଙ୍କ ସ୍ମୃତିଚାରଣ ସଭା
ଭଦ୍ରକ, ୩ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଚାନ୍ଦବାଲିର ବିଶିଷ୍ଟ ସମାଜସେବୀ,ସୁନାମଧନ୍ୟ ବ୍ୟବସାୟୀ,ଧର୍ମପରାୟଣ ବ୍ୟକ୍ତି ଶ୍ରୀଧର ପ୍ରସାଦ ସାହୁଙ୍କ ନବମ ସ୍ମୃତି ଚାରଣ ସଭା ସ୍ଥାନୀୟ ବରିଷ୍ଠ ନାଗରିକ ପରିଷଦ...
ଜନ୍ମଦିନରେ ଚାନ୍ଦବାଲି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଫଳ ବାଂଟିଲେ କବୟିତ୍ରୀ ନିରୁପମା
ଭଦ୍ରକ, ୩ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଚାନ୍ଦବାଲି ବ୍ଲକ ଅନ୍ତର୍ଗତ ବିନତରା ଗ୍ରାମର କବୟିତ୍ରୀ, ସମାଜସେବୀକା ନିରୁପମା ପାଣି ନିଜ ଜନ୍ମଦିନ ରେ ଚାନ୍ଦବାଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର...
ଭଦ୍ରକ ସରକାରୀ ଉଚ୍ଚ ବିଦ୍ୟାଳୟର ବାର୍ଷିକ ଉତ୍ସବ ସମ୍ଭାର,ଲୁକ୍କାୟିତ ପ୍ରତିଭାର ବିକାଶ ପାଇଁ ବାର୍ଷିକ...
ଭଦ୍ରକ, ୩ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ପିଲାମାନଙ୍କର ମାନସିକ, ଶାରୀରିକ ଓ ବୌଦ୍ଧିକ ବିକାଶ ନିମେନ୍ତ କେୈଶାର ସମୟ ହିଁ ପ୍ରକୃଷ୍ଟ ସମୟ । ପିଲାମାନଙ୍କର ଲୁକ୍କାୟିତ ପ୍ରତିଭାର...
ଜିଲ୍ଲା ଆଇନ୍ସେବା ପ୍ରାଧିକରଣ ପକ୍ଷରୁ ସଚେତନତା କାର୍ଯ୍ୟକ୍ରମ
ଭଦ୍ରକ, ୩ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଓଡ଼ିଶା ରାଜ୍ୟ ଆଇନ୍ ସେବା ପ୍ରାଧିକରଣ, କଟକଙ୍କ ନିର୍ଦ୍ଦେଶ କ୍ରମେ ଜିଳ୍ଲା ଆଇନ୍ ସେବା ପ୍ରାଧିକରଣ, ଭଦ୍ରକଙ୍କ ଦ୍ୱାରା ଏକ ସଚେତନତା...
ଚରମ୍ପା ବରିଷ୍ଠ ନାଗରିକ ସଂଘର ବାର୍ଷିକ ସମାରୋହ,ପିତାମାତାଙ୍କ ସେବା ପିଲାମାନଙ୍କର କର୍ତବ୍ୟ
ଭଦ୍ରକ, ୩ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ସମାଜରେ ବରିଷ୍ଠ ମାନେ ଅଲୋଡ଼ା ବୋଲି ଭାବିବା ଅନୁଚିତ । କାରଣ ସେମାନେ ଜଣେ ଜଣେ ଅନୁଭବୀ ଓ ଅମୁଲ୍ୟ ସମ୍ପଦ।...
ଭଦ୍ରକ ଜିଲ୍ଲାରେ ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା ପାଇଁ କାର୍ଯ୍ୟକାରୀ ସଂସ୍ଥା ନିଯୁକ୍ତ
ଭଦ୍ରକ, ୩ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ମହିଳା ମାନଙ୍କର ସାମାଜିକ ଓ ଆର୍ôଥକ ସଶକ୍ତିକରଣ ପାଇଁ ଓଡ଼ିଶା ସରକାର ପ୍ରତିବଦ୍ଧ। ବିବାହ ପରିବାର ଉପରେ ପଡୁଥିବା ଅସମାନୁପାତିକ ଆର୍ôଥକ...
ଧାମନଗରରେ ଟାଟା ପାୱାର କର୍ମଚାରୀଙ୍କ ଅଚାନକ ଛଟେଇ,ଖବର ଶୁଣି ବେହୋସ୍, ମହିଳା କର୍ମଚାରୀ ମେଡିକାଲରେ...
ଭଦ୍ରକ, ୩ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଏହି ଜିଲାର ଧାମନଗର ଟାଟା ପାୱାର ଅଧୀନରେ କାର୍ଯ୍ୟରତ ଜଣେ ମହିଳା କର୍ମଚାରୀଙ୍କ ଅଚାନକ ଛଟେଇ ହୋଇଯିବା ଖବର ପରେ ଗୁରୁତର...
ବନ୍ତରେ ବ୍ଲକ ସ୍ତରୀୟ ସମୀକ୍ଷା ବୈଠକ
ଭଦ୍ରକ, ୩ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଏହି ଜିଲ୍ଲାର ଭଣ୍ଡାରିପୋଖରୀ ନିର୍ବାଚନ ମଣ୍ଡଳୀ ବନ୍ତ ପଞ୍ଚାୟତ ସମିତି ସମ୍ମୀଳନୀ କକ୍ଷରେ ଆଜି ଭଣ୍ଡାରିପୋଖରୀ ବିଧାୟକ ସଂଜୀବ କୁମାର ମଲ୍ଲିକଙ୍କ...
ବିଜୁ ଜନତା ଦଳର ଭଦ୍ରକ ଜିଲା ସଭାପତି ହେଲେ ଚାନ୍ଦବାଲି ବିଧାୟକ ଡ. ବ୍ୟୋମକେଶ...
ଭଦ୍ରକ, ୩ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଚାନ୍ଦବାଲି ନିର୍ବାଚନ ମଣ୍ଡଳୀର ଯୁବ ବିଧାୟକ ଡ. ବ୍ୟୋମକେଶ ରାୟ ଭଦ୍ରକ ବିଜୁ ଜନତା ଦଳର ଜିଲା ସଭାପତି ଭାବେ ଚୟନ...
ନବବଧୂ ସୁଭଦ୍ରାଙ୍କୁ ହତ୍ୟା ଅଭିଯୋଗ,ଅଭିଯୋଗକୁ ଖଣ୍ଡନ କଲେ ଗ୍ରାମବାସୀ
ଭଦ୍ରକ, ୩ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ଜିଲ୍ଲା ଆଗରପଡା ଥାନା ଅଧିନ ଓଲଡାଙ୍ଗ ଗ୍ରାମରେ ନବ ବିବାହିତା ସୁଭଦ୍ରା ପଣ୍ଡା (୨୧)ଙ୍କ ମୃତ୍ୟୁ ଘଟିଥିବା ବେଳେ ପରିବାର...
ଚାନ୍ଦବାଲିରେ ପୁଣି କଙ୍ଗାରୁ କୋର୍ଟ,ବାଙ୍ଗଲାଦେଶୀ ସନ୍ଦେହରେ ମାନସିକ ବିକାରଗ୍ରସ୍ଥ ନାବାଳକକୁ ନିସ୍ତୁକ ମାଡ଼, ଭିଡିଓ...
ଭଦ୍ରକ, ୩ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ପୁଣି ଚାନ୍ଦବାଲି ବ୍ଳକର ବାଂଶଡା ଥାନା ଅଂଚଳରେ କାଙ୍ଗାରୁ କୋର୍ଟ । ଚୋରା ମଦ ବିକ୍ରିକୁ କେନ୍ଦ୍ର କରି ଗାଁ ଦାଣ୍ଡରେ...
ସରସଦା ଠାରେ ଭାଗବତ ପାରାୟଣ
ଭଦ୍ରକ, ୨ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଣ୍ଡାରିପୋଖରୀ ବ୍ଲକ ସରସଦା ଟୁଙ୍ଗି ପରିସରରେ ୪୦ ତମ ବାର୍ଷିକ ଭାଗବତ ପ୍ରବଚନ ମହାଯଜ୍ଞ ଆଜି ଉଦଯାପିତ ହୋଇଯାଇଛି।୍ୱ୍ୟାସଜୀ ରାମଚନ୍ଦ୍ର ପତୀ,...
























