Home ଆନ୍ତର୍ଜାତୀୟ ଚୀନର ନାଗରିକଙ୍କର ଆଗମନ ଉପରେ ଭିସା ଦେବାକୁ ରୋକ ଲଗାଇଲା ଶ୍ରୀଲଙ୍କା

ଚୀନର ନାଗରିକଙ୍କର ଆଗମନ ଉପରେ ଭିସା ଦେବାକୁ ରୋକ ଲଗାଇଲା ଶ୍ରୀଲଙ୍କା

498

ନୂଆ ଦିଲ୍ଲୀ ୨୮-୧ (ଓଡ଼ିଆ ପୁଅ) ଶ୍ରୀଲଙ୍କା, ମଙ୍ଗଳବାରଦିନ ଚୀନର ଯାତ୍ରୀ ମାନଙ୍କପାଇଁ ଆଗମନ ଉପରେ ଭିସା ଦେବା ନୀତି ରେ ବର୍ତ୍ତମାନ ପାଇଁ ରୋକ ଲଗାଇଛି।

ଦେଶର ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ପ୍ରମୁଖ ମହାମାରୀ ବିଶେଷଜ୍ଞ ସୁଦତ ସୁରାବୀରା ସୋମବାରଦିନ କହିଛନ୍ତି କି ୪୦ ବର୍ଷୀୟ ଚୀନର ମହିଳା ଭାଇରସରେ ସଂକ୍ରମିତ ମିଳିଥିଲେ। ସେ କହିଛନ୍ତି, ‘ବିମାନ ବନ୍ଦରରୁ ବାହରିବା ସମୟ ମହିଳାଙ୍କୁ ଭାଇରସ ସଂକ୍ରମଣ ହୋଇଥିଲା ଏହାର ଜାଞ୍ଚ କରାଯାଉଛି। ତାଙ୍କୁ ସଂକ୍ରାମକ ରୋଗ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।’

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.