Home Top News ସିଦ୍ଦରମୈୟା ହୋଇପାରନ୍ତି କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ

ସିଦ୍ଦରମୈୟା ହୋଇପାରନ୍ତି କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ

155

ନୂଆଦିଲ୍ଲୀ: ସିଦ୍ଦରମୈୟା ହୋଇପାରନ୍ତି କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ। ସିଦ୍ଦରମୈୟାଙ୍କ ହାତକୁ ଯାଇପାରେ କଂଗ୍ରେସ ଶାସନ। ଦିଲ୍ଲୀରେ ରାହୁଲ ଗାନ୍ଧୀଙ୍କୁ ଭେଟିବା ପରେ ଚର୍ଚ୍ଚା ଜୋର ଧରିଛି। କିଛି ସମୟ ଧରି ରାହୁଲ ଗାନ୍ଧୀଙ୍କ ସହ ଆଲୋଚନା କରିଛନ୍ତି। ଏହା ପରେ ଡି. କେ ଶିବକୁମାର ରାହୁଲ ଗାନ୍ଧୀଙ୍କୁ ଭେଟିଛନ୍ତି। ଡି. କେ ଶିବକୁମାରଙ୍କୁ ଉପମୁଖ୍ୟମନ୍ତ୍ରୀ କରାଯାଇପାରେ। ହେଲେ ଏଥିପାଇଁ ସେ ରାଜି ନଥିବା ସୂଚନା ମିଳିଛି। ରାହୁଲ ଗାନ୍ଧୀଙ୍କୁ ଭେଟିବା ପରେ ସୂର୍ଯ୍ୟୋବାଲାଙ୍କୁ ଭେଟିବେ ଶିବକୁମାର। ଏହା ଭିତିରେ ଆଜି ସଂଧ୍ୟା ସୁଦ୍ଧା ନୂଆ ମୁଖ୍ୟମନ୍ତ୍ରୀଙ୍କ ନାମ ଘୋଷଣା ହୋଇପାରେ।
-/Dr

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.