Home ଅପରାଧ ଲଭ ଇନ ରିଲେସନରେ ବିବାହ ପ୍ରତିଶୃତି ଦେଇ ସେକ୍ସ,ରେପ ନୁହେଁ:ସୁପ୍ରିମକୋର୍ଟ

ଲଭ ଇନ ରିଲେସନରେ ବିବାହ ପ୍ରତିଶୃତି ଦେଇ ସେକ୍ସ,ରେପ ନୁହେଁ:ସୁପ୍ରିମକୋର୍ଟ

1041

ନୂଆଦିଲ୍ଲୀ:ସୁପ୍ରିମକୋର୍ଟ ଏକ ରାୟରେ କହିଛନ୍ତି ଲଭ ଇନ ରିଲେସନରେ ବିବାହର ପ୍ରତିଶୃତି ଦେଇ ସହମତିରେ ସେକ୍ସ ସଂପର୍କ ରଖିବା ପରେ ଯଦି ପରେ ପୁରୁଷ ସାଥି ଜଣଙ୍କ କୌଣସି କାରଣରୁ ବିବାହ କରି ନପାରେ ତେବେ ତାଙ୍କ ବିରୋଧରେ ଧର୍ଷଣ ଅଭିଯୋଗ ମାମଲା ଚାଲି ପାରିବ ନାହିଁ।ଏହା ସହ ସୁପ୍ରିମକୋର୍ଟ ମଧ୍ୟ କହିଛନ୍ତି ଏପରି ଅଭିଯୋଗ ଗୁଡିକରେ ଦେଖିବାକୁ ପଡ଼ିବ ବାସ୍ତବରେ ସଂପୃକ୍ତ ବ୍ୟକ୍ତି ଜଣଙ୍କ ପିଡ଼ିତାଙ୍କୁ ବିବାହ କରିବା ଉଦ୍ଦେଶ୍ୟରେ ଥିଲା ନାଁ ପ୍ରଥମରୁ ତାର ଉଦ୍ଦେଶ୍ୟ ମନ୍ଦ ଥିଲା।/ଦେବଦତ୍ତ

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.