Home Top News ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ କଲ୍ୟାଣ ସିଂ ଙ୍କ ପରଲୋକ

ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ କଲ୍ୟାଣ ସିଂ ଙ୍କ ପରଲୋକ

50

ନୂଆ ଦିଲ୍ଲୀ ୨୧ ଅଗଷ୍ଟ (ଓଡ଼ିଆ ପୁଅ) ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ କଲ୍ୟାଣ ସିଂ ଙ୍କ ପରଲୋକ ହୋଇଛି। ଜୁଲାଇ ୪ ରୁ ତାଙ୍କୁ ଲକ୍ଷ୍ନୌର SGPGI ରେ ଭର୍ତ୍ତି କରାଯାଇଥିଲା। ମୃତ୍ୟୁ ବେଳକୁ ତାଙ୍କୁ ୮୯ ବର୍ଷ ହୋଇଥିଲା। ସେ ଦୀର୍ଘ ଦିନ ଧରି ଅସୁସ୍ଥ ଥିଲେ। ଗତ ଦେଢ଼ ମାସ ଧରି ଅସୁସ୍ଥ ଥିବା କଲ୍ୟାଣ ସିଂଙ୍କ ଅବସ୍ଥା ନିରନ୍ତର ଗୁରୁତର ଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.