Home ଓଡ଼ିଶା ଆଜିର ରିଲିଜ: ରୋମାଣ୍ଟିକ ଚଳଚିତ୍ର “ସେଲ୍ଫିସ୍ ଦିଲ୍”

ଆଜିର ରିଲିଜ: ରୋମାଣ୍ଟିକ ଚଳଚିତ୍ର “ସେଲ୍ଫିସ୍ ଦିଲ୍”

640

ଭୁବନେଶ୍ବର: ଆଜି ରଥଯାତ୍ରାରେ ଓଲିଉଡର ଜଣାଶୁଣା ନିର୍ଦ୍ଦେଶକ ବସନ୍ତ ସାହୁଙ୍କ ନିର୍ଦ୍ଦେଶିତ ପଞ୍ଚବଟି ସିନେ କ୍ରିଏସନର ଚଳଚିତ୍ର “ସେଲ୍ଫିସ୍ ଦିଲ୍‌” ରିଲିଜ୍ ହୋଇଛି।ଏଥିରେ ଜଣେ ନବାଗତ ନାୟକ ଶ୍ରେୟାନଙ୍କୁ ଲଞ୍ଚ୍‌ କରାଯାଇଛି।ଶ୍ରେୟାନଙ୍କ ବିପକ୍ଷରେ ନାୟିକା ଭୂମିକାରେ ଅଛନ୍ତି ସୂରମୟୀ ମହାପାତ୍ର।ସୂରମୟୀଙ୍କୁ ପୂର୍ବରୁ ଦର୍ଶକ “ଭଲପାଏ ତତେ ୧୦୦ ରୁ ୧୦୦”, “ଆଖି ଖୋଲିଲେ ତୁ ହି ତୁ”, ଓ “ଶକ୍ତି” ଆଦି ସିନେମାରେ ଦେଖି ସାରିଛନ୍ତି।

https://www.facebook.com/odiapuanews/videos/2432577580141528/

ଚଳଚିତ୍ରଟିରେ ବିଜୟ ମହାନ୍ତି, କେ କେ, ସଲିଲ ମିତ୍ର, ମୁନ୍ନା ଖାଁ ଏବଂ ଗୁଡୁ ଆଦି ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଛନ୍ତି।ଫିଲ୍ମଟିର ପ୍ରଯୋଜକ ଅଛନ୍ତି ହେମନ୍ତ ନାୟକ।ଏବଂ କାର୍ଯ୍ୟକାରୀ ପ୍ରଯୋଜକ ଅଛନ୍ତି ଅମ୍ରିତରାଜ ନାୟକ ଏବଂ ଚିନ୍ମୟ ନାୟକ। ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ସୌମିତ୍ରୀ ପଲାଇ।ଏବଂ ଗୀତିକାର ହେଲେ ଡଃ: ନିର୍ମଳ ନାୟକ।”ସେଲ୍ଫିସ୍ ଦିଲ୍‌” ଏକ ରୋମାଣ୍ଟିକ୍‌ ଓଡ଼ିଆ ସିନେମା।//ଦେବଦତ୍ତ ରଥ

ଇଣ୍ଟରନେଟରେ ନିଆଁ ଲଗାଇଛନ୍ତି ପୂର୍ବ ଭାଜପା ମନ୍ତ୍ରୀଙ୍କ ବୋଲ୍ଡ ଏବଂ ବିଉଟିଫୁଲ ଝିଅ

ବଲିଉଡ ଅଭିନେତ୍ରୀ ସମୀରା ରେଡ୍ଡୀଙ୍କ ପାଣି ତଳେ ବିକିନି ଫଟୋ ସୁଟ୍: ସେ ଏବେ ୯ ମାସର ଗର୍ଭବତୀ!

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.