Home Top News Republic-CNX EXIT POLL: ପଶ୍ଚିମ ବଙ୍ଗରେ ବିଜେପି-ଟିଏମ୍‌ସି ମଧ୍ୟରେ ଟକ୍କର: ପଶ୍ଚିମବଙ୍ଗରେ ବିଜେପି ବଡ଼ ଅଗ୍ରଣୀ...

Republic-CNX EXIT POLL: ପଶ୍ଚିମ ବଙ୍ଗରେ ବିଜେପି-ଟିଏମ୍‌ସି ମଧ୍ୟରେ ଟକ୍କର: ପଶ୍ଚିମବଙ୍ଗରେ ବିଜେପି ବଡ଼ ଅଗ୍ରଣୀ !

33

ନୂଆ ଦିଲ୍ଲୀ ୨୯-୪ (ଓଡ଼ିଆ ପୁଅ) ପଶ୍ଚିମବଙ୍ଗ ନିର୍ବାଚନ ପାଇଁ ଏକଜିଟ୍ ପୋଲ୍ ବିଭିନ୍ନ ସଂସ୍ଥା ମାଧ୍ୟମରୁ ପ୍ରକାଶ ପାଉଛି। ରିପବ୍ଲିକ୍-ସିଏନ୍ଏକ୍ସର ଏକଜିଟ୍ ପୋଲ ଅନୁଯାୟୀ, ବିଜେପିକୁ ବହୁତ ଫାଇଦା ମିଳୁଥିବା ଲକ୍ଷକରାଯାଉଛି। ଏହି ସର୍ଭେ ଅନୁଯାୟୀ ଏଥର ପଶ୍ଚିମବଙ୍ଗରେ ବିଜେପି ସରକାର ଗଠନ କରିପାରେ ବୋଲି ଆଶା କରାଯାଉଛି। ରିପବ୍ଲିକ୍-ସିଏନ୍ଏକ୍ସ ମମତା ବାନାର୍ଜୀଙ୍କ ଟିଏମସିକୁ ୧୨୮ ରୁ ୧୩୮ ସିଟ୍ ପାଇବାକୁ ଆକଳନ କରିଥିବାବେଳେ ବିଜେପି ୧୩୮ ରୁ ୧୪୮ ଟି ସିଟ୍ ପାଇବ ବୋଲି ଆକଳନ କରାଯାଉଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.