Home ଓଡ଼ିଶା ୧୧ ଟି ରାଜ୍ୟସଭା ଆସନ ନିର୍ବାଚନ ତାରିଖ ଘୋଷଣା

୧୧ ଟି ରାଜ୍ୟସଭା ଆସନ ନିର୍ବାଚନ ତାରିଖ ଘୋଷଣା

202

ନୂଆ ଦିଲ୍ଲୀ ୧୩-୧୦ (ଓଡ଼ିଆ ପୁଅ) ନିର୍ବାଚନ ଆୟୋଗ ୧୧ ଟି ରାଜ୍ୟସଭା ଆସନ ପାଇଁ ନିର୍ବାଚନ ତାରିଖ ଘୋଷଣା କରିଛନ୍ତି। ଏହି ଆସନରେ ଥିବା ସଦସ୍ୟଙ୍କ କାର୍ଯ୍ୟକାଳ ୨୫ ନଭେମ୍ବରରେ ଶେଷ ହେବାକୁ ଯାଉଛି। ତେଣୁ ୯ ନଭେମ୍ବରରେ ନିର୍ବାଚନ ହେବ ଏବଂ ୧୧ ନଭେମ୍ବର ପୂର୍ବରୁ ନିର୍ବାଚନ ପ୍ରକ୍ରୀୟା ଶେଷ ହେବ। ସ୧୧ ଟି ଆସନ ମଧ୍ୟରୁ ଉତ୍ତରପ୍ରଦେଶରୁ ୧୦ ଟି ଆସନ ଥିବା ବେଳେ ଉତ୍ତରାଞ୍ଚଳରୁ ଗୋଟିଏ ଆସନ ଅଛି।

ଆସନ୍ତା ନଭେମ୍ବର ୯ ତାରିଖରେ ଭୋଟ ଗ୍ରହଣ ହେବ ଏବଂ ସେହିଦିନ ଭୋଟ ଗଣତି ହେବ।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.