Home Top News ସେପ୍ଟେମ୍ବର ୨୪ ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ରାଷ୍ଟ୍ରପତି ଜୋ ବିଡେନ ମଧ୍ୟରେ ଦ୍ୱିପାକ୍ଷିକ...

ସେପ୍ଟେମ୍ବର ୨୪ ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ରାଷ୍ଟ୍ରପତି ଜୋ ବିଡେନ ମଧ୍ୟରେ ଦ୍ୱିପାକ୍ଷିକ ବୈଠକ : ହ୍ୱାଇଟ ହାଉସ

74

ନୂଆ ଦିଲ୍ଲୀ ୨୦ ସେପ୍ଟେମ୍ବର (ଓଡ଼ିଆ ପୁଅ) ସେପ୍ଟେମ୍ବର ୨୪ ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ଦ୍ୱିପାକ୍ଷିକ ବୈଠକରେ ରାଷ୍ଟ୍ରପତି ଜୋ ବିଡେନ ଅଂଶଗ୍ରହଣ କରିବେ ବୋଲି ହ୍ୱାଇଟ ହାଉସର ଘୋଷଣା କରିଥିବା ନ୍ୟୁଜ ଏଜେନ୍ସି ଏଏନ୍‌ଆଇ ସୂତ୍ରରୁ ପ୍ରକାଶ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.