ନୂଆ ଦିଲ୍ଲୀ ୨୦ ସେପ୍ଟେମ୍ବର (ଓଡ଼ିଆ ପୁଅ) ସେପ୍ଟେମ୍ବର ୨୪ ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ଦ୍ୱିପାକ୍ଷିକ ବୈଠକରେ ରାଷ୍ଟ୍ରପତି ଜୋ ବିଡେନ ଅଂଶଗ୍ରହଣ କରିବେ ବୋଲି ହ୍ୱାଇଟ ହାଉସର ଘୋଷଣା କରିଥିବା ନ୍ୟୁଜ ଏଜେନ୍ସି ଏଏନ୍ଆଇ ସୂତ୍ରରୁ ପ୍ରକାଶ।
President Joe Biden will participate in a bilateral meeting with PM Narendra Modi on September 24th: White House announcement pic.twitter.com/3ufr6PczAs
— ANI (@ANI) September 20, 2021