Home Top News ଇରାନର ନବନିର୍ବାଚିତ ରାଷ୍ଟ୍ରପତି ମହାମହିମ ଇବ୍ରାହିମ ରାୟସୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା

ଇରାନର ନବନିର୍ବାଚିତ ରାଷ୍ଟ୍ରପତି ମହାମହିମ ଇବ୍ରାହିମ ରାୟସୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା

122

ନୂଆ ଦିଲ୍ଲୀ ୨୧-୬ (ଓଡ଼ିଆ ପୁଅ) ଇରାନର ନବନିର୍ବାଚିତ ରାଷ୍ଟ୍ରପତି ମହାମହିମ ଇବ୍ରାହିମ ରାୟସୀଙ୍କୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଶୁଭେଚ୍ଛା ଜଣାଇଛନ୍ତି।

ଏକ ଟ୍ଵିଟ୍ ମାଧ୍ୟମରେ ପ୍ରଧାନମନ୍ତ୍ରୀ କହିଛନ୍ତି, “ଇରାନର ନବନିର୍ବାଚିତ ରାଷ୍ଟ୍ରପତି ମହାମହିମ ଇବ୍ରାହିମ ରାୟସୀଙ୍କୁ ଶୁଭେଚ୍ଛା। ଭାରତ ଏବଂ ଇରାନ ମଧ୍ୟରେ ଥିବା ମଧୁର ସମ୍ପର୍କକୁ ଅଧିକ ମଜବୁତ କରିବା ପାଇଁ ତାଙ୍କ ସହିତ ମିଶି କାର୍ଯ୍ୟ କରିବା ଲାଗି ଇଚ୍ଛୁକ”।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.