Home Top News ଗତ ୫ ଦିନ ମଧ୍ୟରେ ସମସ୍ତ ରାଜ୍ୟ, କେନ୍ଦ୍ରଶାସିତ ଅଞ୍ଚଳକୁ ଆଣ୍ଟି-ଫଙ୍ଗଲ୍ ଔଷଧ ଆମ୍ଫୋଟେରାଇସିନ୍-ବି ର...

ଗତ ୫ ଦିନ ମଧ୍ୟରେ ସମସ୍ତ ରାଜ୍ୟ, କେନ୍ଦ୍ରଶାସିତ ଅଞ୍ଚଳକୁ ଆଣ୍ଟି-ଫଙ୍ଗଲ୍ ଔଷଧ ଆମ୍ଫୋଟେରାଇସିନ୍-ବି ର ୭୨, ୦୦୦ ରୁ ଅଧିକ ଭାଏଲ୍‌ ଆବଣ୍ଟିତ ହୋଇଛି – କେନ୍ଦ୍ର ରସାୟନ ଏବଂ ସାର ମନ୍ତ୍ରୀ

176

ନୂଆଦିଲ୍ଲୀ ୨୭-୫ (ଓଡିଆ ପୁଆ) ଏହି କେନ୍ଦ୍ର ମାତ୍ର ପାଞ୍ଚ ଦିନ ମଧ୍ୟରେ ସମସ୍ତ ରାଜ୍ୟ ତଥା ୟୁନିଅନ୍ ଟେରିଟୋରୀକୁ ୭୨ ହଜାରରୁ ଅଧିକ ଭାଏଲ୍ ଆଣ୍ଟି-ଫଙ୍ଗଲ୍ ଔଷଧ ଆମ୍ଫୋଟେରାଇସିନ୍-ବି ବଣ୍ଟନ କରାଯାଇଛି।

କେନ୍ଦ୍ର ରସାୟନ ଏବଂ ସାର ମନ୍ତ୍ରୀ ସଦାନନ୍ଦ ଗୌଡା ଏ ବିଷୟରେ ସୂଚନା ଦେଇଛନ୍ତି।

ସେ କହିଛନ୍ତିଯେ, ସମସ୍ତ ଆବଶ୍ୟକତା ପୂରଣ ପାଇଁ ଆଣ୍ଟି ଫଙ୍ଗଲ୍ ଔଷଧ ଉତ୍ପାଦନକୁ ବୃଦ୍ଧି କରିବାକୁ ସରକାର ପ୍ରତିଶ୍ରୁତିବଦ୍ଧ।

ସେ ପୁନଃ କହିଛନ୍ତି, ବର୍ଦ୍ଧିତ ଚାହିଦାକୁ ଦୃଷ୍ଟିରେ ରଖି ବୁଧବାର ଦିନ ରାଜ୍ୟ ଏବଂ ୟୁଟିମାନଙ୍କୁ ୨୯,୨୫୦ ଭାଏଲ ଆମ୍ଫୋଟେରାଇସିନ୍ – ବି ବଣ୍ଟନ କରାଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.