Home Top News ଆସନ୍ତା ଶିକ୍ଷାବର୍ଷରୁ ଓଡିଶାର ସବୁ ଆଦର୍ଶ ବିଦ୍ୟାଳୟରେ ଖୋଲିବ ବାଣିଜ୍ୟ ବିଭାଗ (Commerce) – ଗଣଶିକ୍ଷା...

ଆସନ୍ତା ଶିକ୍ଷାବର୍ଷରୁ ଓଡିଶାର ସବୁ ଆଦର୍ଶ ବିଦ୍ୟାଳୟରେ ଖୋଲିବ ବାଣିଜ୍ୟ ବିଭାଗ (Commerce) – ଗଣଶିକ୍ଷା ମନ୍ତ୍ରୀ

83

ଭୁବନେଶ୍ୱର ୧୬-୧ (ଓଡ଼ିଆ ପୁଅ) ଆସନ୍ତା ଶିକ୍ଷାବର୍ଷରୁ ଓଡିଶାର ସବୁ ଆଦର୍ଶ ବିଦ୍ୟାଳୟରେ ଖୋଲିବ ବାଣିଜ୍ୟ ବିଭାଗ (Commerce)। ଏ ନେଇ ସୂଚନା ଦେଇଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାଶ। ରାଜ୍ୟରେ ଆଦର୍ଶ ବିଦ୍ୟାଳୟ ବହୁତ ଗ୍ରହଣୀୟ ହୋଇଛି। ଯେଉଁଠାରେ ଭିତ୍ତିଭୂମି ଅଛି, ହଷ୍ଟେଲ ସୁବିଧା ଅଛି, ସେଠାରେ ପ୍ରଥମ ପର୍ଯ୍ୟାୟରେ କମର୍ସ ଆରମ୍ଭ କରିବାକୁ ନିଷ୍ପତ୍ତି ନିଆଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.